ଗାଧୋଇବା ହେଲା କାଳ, ହୀରାକୁଦ ଡ୍ୟାମରେ ବୁଡ଼ି ଭିସୁଟ୍ ଛାତ୍ରୀ ମୃତ

The Sakala Picture
Published On

ସମ୍ବଲପୁର: ଗାଧୋଇବା ହେଲା କାଳ । ହୀରାକୁଦ ଡ୍ୟାମରେ ବୁଡ଼ି ଚାଲିଗଲା ଭିସୁଟ୍ ଛାତ୍ରୀଙ୍କ ଜୀବନ । ସାଙ୍ଗକୁ ବଞ୍ଚାଇବାକୁ ଯାଇ ପାଣିରେ ବୁଡ଼ିଗଲେ ଆଉ ଜଣେ ସାଙ୍ଗ । ବୁର୍ଲା ପଟେ ଥିବା ଫିସେରୀ ପଏଣ୍ଟରେ ବୁଡ଼ି ଭିସୁଟ୍ ଛାତ୍ରୀ ମୃତ । ସାଙ୍ଗମାନଙ୍କ ସହ ବୁଲିବାକୁ ଯାଇଥିବା ବେଳେ ଅଘଟଣ । ମୃତ୍ୟୁବରଣ କରିଥିବା ଛାତ୍ରୀ ଶାଶ୍ବତି ଭୋଇ, ସେ ଇଲେକ୍ଟ୍ରିକାଲ୍ ଇଞ୍ଜିନିୟରିଂର ଶେଷ ବର୍ଷର ଛାତ୍ରୀ ଏବଂ ତାଙ୍କ ଘର ବରଗଡ଼ ଜିଲ୍ଲାରେ […]

ସମ୍ବଲପୁର: ଗାଧୋଇବା ହେଲା କାଳ । ହୀରାକୁଦ ଡ୍ୟାମରେ ବୁଡ଼ି ଚାଲିଗଲା ଭିସୁଟ୍ ଛାତ୍ରୀଙ୍କ ଜୀବନ । ସାଙ୍ଗକୁ ବଞ୍ଚାଇବାକୁ ଯାଇ ପାଣିରେ ବୁଡ଼ିଗଲେ ଆଉ ଜଣେ ସାଙ୍ଗ । ବୁର୍ଲା ପଟେ ଥିବା ଫିସେରୀ ପଏଣ୍ଟରେ ବୁଡ଼ି ଭିସୁଟ୍ ଛାତ୍ରୀ ମୃତ । ସାଙ୍ଗମାନଙ୍କ ସହ ବୁଲିବାକୁ ଯାଇଥିବା ବେଳେ ଅଘଟଣ । ମୃତ୍ୟୁବରଣ କରିଥିବା ଛାତ୍ରୀ ଶାଶ୍ବତି ଭୋଇ, ସେ ଇଲେକ୍ଟ୍ରିକାଲ୍ ଇଞ୍ଜିନିୟରିଂର ଶେଷ ବର୍ଷର ଛାତ୍ରୀ ଏବଂ ତାଙ୍କ ଘର ବରଗଡ଼ ଜିଲ୍ଲାରେ ବୋଲି ଜଣାପଡିଛି ।

ଆହୁରି ପଢ଼ନ୍ତୁ: ବିବାହ ବେଦୀରେ ବସିବା ପରେ ବଦଳିଗଲା ବରର ମନ, କନିଆଁକୁ ଛାଡ଼ି ପଳାଇ ଆସିଲା ପୁଅ

ସୂଚନା ଅନୁସାରେ, ଶାଶ୍ବତୀଙ୍କ ସହ ସାତ ଜଣ ବନ୍ଧୁ ମିଶି ହୀରାକୁଦ ଜଳଭଣ୍ଡାରର ଫିସରି ଅଞ୍ଚଳକୁ ଭୋଜି କରିବାକୁ ଯାଇଥିଲେ। ସେଠାରେ ଗୋଧୋଇବା ସମୟରେ ପାଣିରେ ବୁଡ଼ି ଯାଇଥିଲେ। ସାଙ୍ଗରେ ଥିବା ବନ୍ଧୁମାନେ ତାଙ୍କୁ ଉଦ୍ଧାର କରି ଭିମସାର ବଡ଼ ଡାକ୍ତରଖାନାକୁ ନେଇଥିଲେ। ହେଲେ ସେତେବେଳକୁ ତାଙ୍କ ମୃତ୍ୟୁ ହୋଇସାରିଥିବା ଡାକ୍ତର ଘୋଷଣା କରିଛନ୍ତି।

ଆହୁରି ପଢ଼ନ୍ତୁ: କାଠଯୋଡ଼ି ନଦୀରୁ ମେଡିକାଲ ଛାତ୍ରୀ ମୃତଦେହ ଉଦ୍ଧାର ଘଟଣା: ବାରଙ୍ଗ ଥାନାରେ ଯୁବତୀଙ୍କ ପୁରୁଷ ବନ୍ଧୁଙ୍କ ବିରୋଧରେ ଅଭିଯୋଗ

10 Apr 2025 By The Sakala

ଗାଧୋଇବା ହେଲା କାଳ, ହୀରାକୁଦ ଡ୍ୟାମରେ ବୁଡ଼ି ଭିସୁଟ୍ ଛାତ୍ରୀ ମୃତ

ସମ୍ବଲପୁର: ଗାଧୋଇବା ହେଲା କାଳ । ହୀରାକୁଦ ଡ୍ୟାମରେ ବୁଡ଼ି ଚାଲିଗଲା ଭିସୁଟ୍ ଛାତ୍ରୀଙ୍କ ଜୀବନ । ସାଙ୍ଗକୁ ବଞ୍ଚାଇବାକୁ ଯାଇ ପାଣିରେ ବୁଡ଼ିଗଲେ ଆଉ ଜଣେ ସାଙ୍ଗ । ବୁର୍ଲା ପଟେ ଥିବା ଫିସେରୀ ପଏଣ୍ଟରେ ବୁଡ଼ି ଭିସୁଟ୍ ଛାତ୍ରୀ ମୃତ । ସାଙ୍ଗମାନଙ୍କ ସହ ବୁଲିବାକୁ ଯାଇଥିବା ବେଳେ ଅଘଟଣ । ମୃତ୍ୟୁବରଣ କରିଥିବା ଛାତ୍ରୀ ଶାଶ୍ବତି ଭୋଇ, ସେ ଇଲେକ୍ଟ୍ରିକାଲ୍ ଇଞ୍ଜିନିୟରିଂର ଶେଷ ବର୍ଷର ଛାତ୍ରୀ ଏବଂ ତାଙ୍କ ଘର ବରଗଡ଼ ଜିଲ୍ଲାରେ ବୋଲି ଜଣାପଡିଛି ।

ସୂଚନା ଅନୁସାରେ, ଶାଶ୍ବତୀଙ୍କ ସହ ସାତ ଜଣ ବନ୍ଧୁ ମିଶି ହୀରାକୁଦ ଜଳଭଣ୍ଡାରର ଫିସରି ଅଞ୍ଚଳକୁ ଭୋଜି କରିବାକୁ ଯାଇଥିଲେ। ସେଠାରେ ଗୋଧୋଇବା ସମୟରେ ପାଣିରେ ବୁଡ଼ି ଯାଇଥିଲେ। ସାଙ୍ଗରେ ଥିବା ବନ୍ଧୁମାନେ ତାଙ୍କୁ ଉଦ୍ଧାର କରି ଭିମସାର ବଡ଼ ଡାକ୍ତରଖାନାକୁ ନେଇଥିଲେ। ହେଲେ ସେତେବେଳକୁ ତାଙ୍କ ମୃତ୍ୟୁ ହୋଇସାରିଥିବା ଡାକ୍ତର ଘୋଷଣା କରିଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର