୧୪୪ ଧାରା ଜାରି ହୋଇଥିବାରୁ ଧବଳେଶ୍ୱରରେ ଶ୍ରଦ୍ଧାଳୁଙ୍କ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା, ଭର୍ଚୁଆଲରେ କରିବେ ଦର୍ଶନ

The Sakala Picture
Published On

କଟକ: ପଞ୍ଚୁକରେ ଧବଳେଶ୍ୱରଙ୍କୁ ଶ୍ରଦ୍ଧାଳୁ  ଭର୍ଚୁଆଲରେ ଦର୍ଶନ କରିବେ ଭକ୍ତ । ଝୁଲାପୋଲ ଦୁର୍ବଳ ଥିବାରୁ ପ୍ରଶାସନ ୧୪୪ ଧାରା ଧାରି କରିବା ସହ ଧବଳେଶ୍ୱର ପୀଠକୁ ଭକ୍ତ ପ୍ରବେଶ ଉପରେ କଟକଣା ଲଗାଯାଇଛି । କଟକ ଜିଲ୍ଲାପାଳ ଭବାନୀ ଶଙ୍କର ଚଇନି ଆଜି ଧବଳେଶ୍ଵର ପୀଠ ପରିଦର୍ଶନ କରି ବିଭାଗୀୟ ଅଧିକାରୀ ମାନଙ୍କ ସହ ଆଲୋଚନା କରିବା ସହ ଝୁଲାପୋଲକୁ ବୁଲି ଦେଖିଛନ୍ତି। ଗୁଜୁରାଟର ମର୍ବି ଠାରେ ଝୁଲା ପୋଲ ଦୁର୍ଘଟଣା ଗ୍ରସ୍ତ ହେବାପରେ ଧବଳେଶ୍ଵରଙ୍କ […]

କଟକ: ପଞ୍ଚୁକରେ ଧବଳେଶ୍ୱରଙ୍କୁ ଶ୍ରଦ୍ଧାଳୁ  ଭର୍ଚୁଆଲରେ ଦର୍ଶନ କରିବେ ଭକ୍ତ । ଝୁଲାପୋଲ ଦୁର୍ବଳ ଥିବାରୁ ପ୍ରଶାସନ ୧୪୪ ଧାରା ଧାରି କରିବା ସହ ଧବଳେଶ୍ୱର ପୀଠକୁ ଭକ୍ତ ପ୍ରବେଶ ଉପରେ କଟକଣା ଲଗାଯାଇଛି । କଟକ ଜିଲ୍ଲାପାଳ ଭବାନୀ ଶଙ୍କର ଚଇନି ଆଜି ଧବଳେଶ୍ଵର ପୀଠ ପରିଦର୍ଶନ କରି ବିଭାଗୀୟ ଅଧିକାରୀ ମାନଙ୍କ ସହ ଆଲୋଚନା କରିବା ସହ ଝୁଲାପୋଲକୁ ବୁଲି ଦେଖିଛନ୍ତି। ଗୁଜୁରାଟର ମର୍ବି ଠାରେ ଝୁଲା ପୋଲ ଦୁର୍ଘଟଣା ଗ୍ରସ୍ତ ହେବାପରେ ଧବଳେଶ୍ଵରଙ୍କ ଝୁଲାପୋଲର ସ୍ଥିତି ଅନୁଧ୍ୟାନ କରିଥିଲେ ବିଶେଷଜ୍ଞ ଦଳ। ଝୁଲାପୋଲ ଅସୁରକ୍ଷିତ ହୋଇଥିବାରୁ ପଞ୍ଚୁକ ଓ ବଡ଼ଓଷା ପ୍ରଶାସନ ପକ୍ଷରୁ ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ ନ୍ତ ୧୪୪ଧାରା ଜାରି କରାଯାଇଛି। ପଞ୍ଚୁକରେ ଶ୍ରଦ୍ଧାଳୁ ମାନେ ଭର୍ଚୁଆଲରେ ଦର୍ଶନ କରି ପାରିବେ ବୋଲି ଜିଲ୍ଲାପାଳ କହିଛନ୍ତି। ଧବଳେଶ୍ଵର ପୀଠ ପରିଦର୍ଶନ ସମୟରେ ଜିଲ୍ଲାପାଳଙ୍କ ସହ ଆଠଗଡ଼ର ସମସ୍ତ ବିଭାଗୀୟ ଅଧିକାରୀ ଉପସ୍ଥିତ ଥିଲେ।

ଆହୁରି ପଢ଼ନ୍ତୁ: ଭିଜିଲାନ୍ସ ଜାଲରେ ଛତା ଜଳସମ୍ପଦ ବିଭାଗ ସହକାରୀ ଯନ୍ତ୍ରୀ, ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ୭ଟି ସ୍ଥାନରେ ଚଢ଼ାଉ

02 Nov 2022 By The Sakala

୧୪୪ ଧାରା ଜାରି ହୋଇଥିବାରୁ ଧବଳେଶ୍ୱରରେ ଶ୍ରଦ୍ଧାଳୁଙ୍କ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା, ଭର୍ଚୁଆଲରେ କରିବେ ଦର୍ଶନ

କଟକ: ପଞ୍ଚୁକରେ ଧବଳେଶ୍ୱରଙ୍କୁ ଶ୍ରଦ୍ଧାଳୁ  ଭର୍ଚୁଆଲରେ ଦର୍ଶନ କରିବେ ଭକ୍ତ । ଝୁଲାପୋଲ ଦୁର୍ବଳ ଥିବାରୁ ପ୍ରଶାସନ ୧୪୪ ଧାରା ଧାରି କରିବା ସହ ଧବଳେଶ୍ୱର ପୀଠକୁ ଭକ୍ତ ପ୍ରବେଶ ଉପରେ କଟକଣା ଲଗାଯାଇଛି । କଟକ ଜିଲ୍ଲାପାଳ ଭବାନୀ ଶଙ୍କର ଚଇନି ଆଜି ଧବଳେଶ୍ଵର ପୀଠ ପରିଦର୍ଶନ କରି ବିଭାଗୀୟ ଅଧିକାରୀ ମାନଙ୍କ ସହ ଆଲୋଚନା କରିବା ସହ ଝୁଲାପୋଲକୁ ବୁଲି ଦେଖିଛନ୍ତି। ଗୁଜୁରାଟର ମର୍ବି ଠାରେ ଝୁଲା ପୋଲ ଦୁର୍ଘଟଣା ଗ୍ରସ୍ତ ହେବାପରେ ଧବଳେଶ୍ଵରଙ୍କ ଝୁଲାପୋଲର ସ୍ଥିତି ଅନୁଧ୍ୟାନ କରିଥିଲେ ବିଶେଷଜ୍ଞ ଦଳ। ଝୁଲାପୋଲ ଅସୁରକ୍ଷିତ ହୋଇଥିବାରୁ ପଞ୍ଚୁକ ଓ ବଡ଼ଓଷା ପ୍ରଶାସନ ପକ୍ଷରୁ ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ ନ୍ତ ୧୪୪ଧାରା ଜାରି କରାଯାଇଛି। ପଞ୍ଚୁକରେ ଶ୍ରଦ୍ଧାଳୁ ମାନେ ଭର୍ଚୁଆଲରେ ଦର୍ଶନ କରି ପାରିବେ ବୋଲି ଜିଲ୍ଲାପାଳ କହିଛନ୍ତି। ଧବଳେଶ୍ଵର ପୀଠ ପରିଦର୍ଶନ ସମୟରେ ଜିଲ୍ଲାପାଳଙ୍କ ସହ ଆଠଗଡ଼ର ସମସ୍ତ ବିଭାଗୀୟ ଅଧିକାରୀ ଉପସ୍ଥିତ ଥିଲେ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର