ଯୋଡ଼ା ବ୍ଲକର ସମଗ୍ର ଶିକ୍ଷା ଅଭିଯାନରେ କାର୍ଯ୍ୟରତ ଟେକନିକାଲ କନସଲଟାଣ୍ଟ କ୍ଷେତ୍ରବାସୀ ମହାନ୍ତ ଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

The Sakala Picture
Published On

କେନ୍ଦୁଝର : କେନ୍ଦୁଝର ଜିଲ୍ଲାର ଯୋଡ଼ା ବ୍ଲକ ସମଗ୍ରଶିକ୍ଷା ବିଭାଗରେ କାର୍ଯ୍ୟରତ ଟେକନିକାଲ କନସଲଟାଣ୍ଟ କ୍ଷେତ୍ରବାସୀ ମହାନ୍ତ ଙ୍କର କେନ୍ଦୁଝର ପଵିତ୍ରଡ଼ିହା ରେ ଥିବା ଘର,ଯୋଡ଼ା କାର୍ଯ୍ୟ।ଳୟ, ଜଜପଶିରେ ସମ୍ପର୍କୀୟ ଙ୍କ ଘର ଓ ରଘୁନାଥପୁରରେ ସମ୍ପର୍କୀୟଙ୍କ ଘରେ ମିଳିତଭାବେ ଭିଜିଲାନ୍ସ ର ଚଢ଼ାଉ ଚାଲିଥିବା ବାଲେଶ୍ଵର ଭିଜିଲାନ୍ସ ଏସପି ସୂଚନ। ଦେଇଛନ୍ତି। ଆୟବହିଭୁତ ସମ୍ପତି ଠୁଳ ମାମଲାରେ ଏହି ଚଢ଼ାଉ ଚାଲିଛି। ଏହି ଚଢ଼ାଉରେ କେନ୍ଦୁଝର ଭିଜିଲାନ୍ସ ୟୁନିଟ ଓ ବାଲେଶ୍ଵର ଭିଜିଲାନ୍ସ ୟୁନିଟ ସାମିଲ […]

କେନ୍ଦୁଝର : କେନ୍ଦୁଝର ଜିଲ୍ଲାର ଯୋଡ଼ା ବ୍ଲକ ସମଗ୍ରଶିକ୍ଷା ବିଭାଗରେ କାର୍ଯ୍ୟରତ ଟେକନିକାଲ କନସଲଟାଣ୍ଟ କ୍ଷେତ୍ରବାସୀ ମହାନ୍ତ ଙ୍କର କେନ୍ଦୁଝର ପଵିତ୍ରଡ଼ିହା ରେ ଥିବା ଘର,ଯୋଡ଼ା କାର୍ଯ୍ୟ।ଳୟ, ଜଜପଶିରେ ସମ୍ପର୍କୀୟ ଙ୍କ ଘର ଓ ରଘୁନାଥପୁରରେ ସମ୍ପର୍କୀୟଙ୍କ ଘରେ ମିଳିତଭାବେ ଭିଜିଲାନ୍ସ ର ଚଢ଼ାଉ ଚାଲିଥିବା ବାଲେଶ୍ଵର ଭିଜିଲାନ୍ସ ଏସପି ସୂଚନ। ଦେଇଛନ୍ତି। ଆୟବହିଭୁତ ସମ୍ପତି ଠୁଳ ମାମଲାରେ ଏହି ଚଢ଼ାଉ ଚାଲିଛି। ଏହି ଚଢ଼ାଉରେ କେନ୍ଦୁଝର ଭିଜିଲାନ୍ସ ୟୁନିଟ ଓ ବାଲେଶ୍ଵର ଭିଜିଲାନ୍ସ ୟୁନିଟ ସାମିଲ ହୋଇଛନ୍ତି। ଜଣେ ଅତିରିକ୍ତ ଏସପି ଙ୍କ ନେତୃତ୍ୱରେ ଏହି ଚଢ଼ାଉ ହେଉଥିବା ସୂଚନା ମିଳିଛି। ତେବେ ଚଢ଼ାଉ ଜାରିଥିବାରୁ କେତେ ଆୟ ବହିଭୁତ ସମ୍ପତ୍ତି ଠାବ ହୋଇଛି ସେବାବଦରେ ସବିଶେଷ ତଥ୍ୟ ମିଳିନି।

ଆହୁରି ପଢ଼ନ୍ତୁ: ପ୍ରେମିକ ଦେଲା ଧୋକା, ସାହାଯ୍ୟ ନାଁରେ ପୁଣି ଦୁଷ୍କର୍ମ; ୪ ମହଲା ଛାତରୁ ଫିଙ୍ଗି ଯୁବତୀଙ୍କୁ ନୃଶଂସ ହତ୍ୟା

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp