ଭିଜିଲାନ୍ସ ଜାଲରେ ପୁଲିସ ଗୃହନିର୍ମାଣ ନିଗମର ଉପପ୍ରବନ୍ଧକ ପ୍ରତାପ ସାମଲ
ଭଦ୍ରକ: ଭିଜିଲାନ୍ସ ଜାଲରେ ପୁଲିସ ଗୃହନିର୍ମାଣ ନିଗମର ଉପପ୍ରବନ୍ଧକ ପ୍ରତାପ ସାମଲ । ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଚାଲିଛି ରେଡ। ପ୍ରତାପଙ୍କ ବାସଭବନ ସମେତ ୯ଟି ସ୍ଥାନରେ ଜିଲାନ୍ସ ପକ୍ଷରୁ ଏକକାଳୀନ ଚାଢାଉ କରାଯାଇଛି। ଜଣେ ଡିଏସପିଙ୍କ ନେତୃତ୍ୱରେ ୧୧ଜଣିଆ ଟିମ ଏହି ଚଢ଼ାଉରେ ସମିଲ ଅଛନ୍ତି। ବାସୁଦେବପୁରଠାରେ ଭଡା ଲାଗିଥିବା ଆପାର୍ଟମେଣ୍ଟ ସମେତ ଭୁବନେଶ୍ୱର, ବାଲେଶ୍ଵର, ସିମୁଳିଆ ଆଦି ୯ଟି ସ୍ଥାନରେ ଭିଜିଲାନ୍ସ ଏକକାଳୀନ ଚଢାଉ କରୁଛି ।
ଭଦ୍ରକ: ଭିଜିଲାନ୍ସ ଜାଲରେ ପୁଲିସ ଗୃହନିର୍ମାଣ ନିଗମର ଉପପ୍ରବନ୍ଧକ ପ୍ରତାପ ସାମଲ । ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଚାଲିଛି ରେଡ। ପ୍ରତାପଙ୍କ ବାସଭବନ ସମେତ ୯ଟି ସ୍ଥାନରେ ଜିଲାନ୍ସ ପକ୍ଷରୁ ଏକକାଳୀନ ଚାଢାଉ କରାଯାଇଛି।
ଆହୁରି ପଢ଼ନ୍ତୁ: କୁବେର ITDA ସହକାରୀ ନିର୍ବାହୀ ଯନ୍ତ୍ରୀ: ମିଳିଲାଣି ୧କେଜିରୁ ଉର୍ଦ୍ଧ୍ୱ ସୁନା, ଦୁଇ କୋଟି ଟଙ୍କା ସହ ୫ଟି ଆଲିସାନ କୋଠା ଓ ୧୪ଟି ପ୍ଲଟ ଠାବ
ଜଣେ ଡିଏସପିଙ୍କ ନେତୃତ୍ୱରେ ୧୧ଜଣିଆ ଟିମ ଏହି ଚଢ଼ାଉରେ ସମିଲ ଅଛନ୍ତି। ବାସୁଦେବପୁରଠାରେ ଭଡା ଲାଗିଥିବା ଆପାର୍ଟମେଣ୍ଟ ସମେତ ଭୁବନେଶ୍ୱର, ବାଲେଶ୍ଵର, ସିମୁଳିଆ ଆଦି ୯ଟି ସ୍ଥାନରେ ଭିଜିଲାନ୍ସ ଏକକାଳୀନ ଚଢାଉ କରୁଛି ।
09 Nov 2021
By The Sakala
ଭିଜିଲାନ୍ସ ଜାଲରେ ପୁଲିସ ଗୃହନିର୍ମାଣ ନିଗମର ଉପପ୍ରବନ୍ଧକ ପ୍ରତାପ ସାମଲ
ଭଦ୍ରକ: ଭିଜିଲାନ୍ସ ଜାଲରେ ପୁଲିସ ଗୃହନିର୍ମାଣ ନିଗମର ଉପପ୍ରବନ୍ଧକ ପ୍ରତାପ ସାମଲ । ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଚାଲିଛି ରେଡ। ପ୍ରତାପଙ୍କ ବାସଭବନ ସମେତ ୯ଟି ସ୍ଥାନରେ ଜିଲାନ୍ସ ପକ୍ଷରୁ ଏକକାଳୀନ ଚାଢାଉ କରାଯାଇଛି।
ଜଣେ ଡିଏସପିଙ୍କ ନେତୃତ୍ୱରେ ୧୧ଜଣିଆ ଟିମ ଏହି ଚଢ଼ାଉରେ ସମିଲ ଅଛନ୍ତି। ବାସୁଦେବପୁରଠାରେ ଭଡା ଲାଗିଥିବା ଆପାର୍ଟମେଣ୍ଟ ସମେତ ଭୁବନେଶ୍ୱର, ବାଲେଶ୍ଵର, ସିମୁଳିଆ ଆଦି ୯ଟି ସ୍ଥାନରେ ଭିଜିଲାନ୍ସ ଏକକାଳୀନ ଚଢାଉ କରୁଛି ।
⊕ https://www.thesakala.in/latest-odisha-news/vigilance-raid-in-deputy-manager-of-the-police-housing-corporation/article-6702