ଭିଜିଲାନ୍ସ ଜାଲରେ R&B ଡିଭିଜନ୍‌ର କନିଷ୍ଠ ଯନ୍ତ୍ରୀ, ଏକକାଳୀନ ୮ଟି ସ୍ଥାନରେ ଚଢ଼ାଉ ଜାରି…

The Sakala Picture
Published On

ଭୁବନେଶ୍ବର:  ଭିଜିଲାନ୍ସ ଜାଲରେ R&B ଡିଭିଜନ୍‌ର କନିଷ୍ଠ ଯନ୍ତ୍ରୀ । ଆୟ ବହିର୍ଭୃତ ସମ୍ପତ୍ତି ଠୁଳ ଅଭିଯୋଗରେ କନିଷ୍ଠ ଯନ୍ତ୍ରୀ ସୁଶାନ୍ତ ସେଠୀଙ୍କ ଘରେ ଚଢ଼ାଉ କରାଯାଇଛି। ଏକକାଳୀନ ୮ ଟି ସ୍ଥାନରେ ଭିଜିଲାନ୍ସ ଟିମ୍ ପକ୍ଷରୁ ଚଢ଼ାଉ ଜାରି ରହିଛି। ଏହି ୮ଟି ସ୍ଥାନ ମଧ୍ଯରୁ କେବଳ ଭୁବନେଶ୍ବରର ୫ଟି, ନୂଆପଡ଼ାର ୨ଟି ଓ ପୁରୀର ଗୋଟିଏ ସ୍ଥାନରେ ଚଢାଉ ଚାଲିଛି।  ଏହି ଚଢାଉରେ ୭ ଡିଏସପି, ୩ ଇନ୍ସପେକ୍ଟର, ୧୦ ଏଏସଆଇଙ୍କ ସମେତ ଅନେକ […]

ଭୁବନେଶ୍ବର:  ଭିଜିଲାନ୍ସ ଜାଲରେ R&B ଡିଭିଜନ୍‌ର କନିଷ୍ଠ ଯନ୍ତ୍ରୀ । ଆୟ ବହିର୍ଭୃତ ସମ୍ପତ୍ତି ଠୁଳ ଅଭିଯୋଗରେ କନିଷ୍ଠ ଯନ୍ତ୍ରୀ ସୁଶାନ୍ତ ସେଠୀଙ୍କ ଘରେ ଚଢ଼ାଉ କରାଯାଇଛି। ଏକକାଳୀନ ୮ ଟି ସ୍ଥାନରେ ଭିଜିଲାନ୍ସ ଟିମ୍ ପକ୍ଷରୁ ଚଢ଼ାଉ ଜାରି ରହିଛି। ଏହି ୮ଟି ସ୍ଥାନ ମଧ୍ଯରୁ କେବଳ ଭୁବନେଶ୍ବରର ୫ଟି, ନୂଆପଡ଼ାର ୨ଟି ଓ ପୁରୀର ଗୋଟିଏ ସ୍ଥାନରେ ଚଢାଉ ଚାଲିଛି।  ଏହି ଚଢାଉରେ ୭ ଡିଏସପି, ୩ ଇନ୍ସପେକ୍ଟର, ୧୦ ଏଏସଆଇଙ୍କ ସମେତ ଅନେକ ସହାୟକ କର୍ମଚାରୀ ସାମିଲ ଅଛନ୍ତି।

ଆହୁରି ପଢ଼ନ୍ତୁ: ଆସାମରେ ବାୟୁସେନାର ସୁଖୋଇ-୩୦ ଯୁଦ୍ଧ ବିମାନ ଦୁର୍ଘଟଣାଗ୍ରସ୍ତ, ୨ ପାଇଲଟ୍ ଶହୀଦ

23 May 2025 By The Sakala

ଭିଜିଲାନ୍ସ ଜାଲରେ R&B ଡିଭିଜନ୍‌ର କନିଷ୍ଠ ଯନ୍ତ୍ରୀ, ଏକକାଳୀନ ୮ଟି ସ୍ଥାନରେ ଚଢ଼ାଉ ଜାରି…

ଭୁବନେଶ୍ବର:  ଭିଜିଲାନ୍ସ ଜାଲରେ R&B ଡିଭିଜନ୍‌ର କନିଷ୍ଠ ଯନ୍ତ୍ରୀ । ଆୟ ବହିର୍ଭୃତ ସମ୍ପତ୍ତି ଠୁଳ ଅଭିଯୋଗରେ କନିଷ୍ଠ ଯନ୍ତ୍ରୀ ସୁଶାନ୍ତ ସେଠୀଙ୍କ ଘରେ ଚଢ଼ାଉ କରାଯାଇଛି। ଏକକାଳୀନ ୮ ଟି ସ୍ଥାନରେ ଭିଜିଲାନ୍ସ ଟିମ୍ ପକ୍ଷରୁ ଚଢ଼ାଉ ଜାରି ରହିଛି। ଏହି ୮ଟି ସ୍ଥାନ ମଧ୍ଯରୁ କେବଳ ଭୁବନେଶ୍ବରର ୫ଟି, ନୂଆପଡ଼ାର ୨ଟି ଓ ପୁରୀର ଗୋଟିଏ ସ୍ଥାନରେ ଚଢାଉ ଚାଲିଛି।  ଏହି ଚଢାଉରେ ୭ ଡିଏସପି, ୩ ଇନ୍ସପେକ୍ଟର, ୧୦ ଏଏସଆଇଙ୍କ ସମେତ ଅନେକ ସହାୟକ କର୍ମଚାରୀ ସାମିଲ ଅଛନ୍ତି।

https://www.thesakala.in/latest-odisha-news/vigilance-nets-junior-engineer-of-rb-division-raids-continue-at-8-locations/article-40746
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର