ବେଦାନ୍ତ ଆଲୁମିନିୟମ ଝାରସୁଗୁଡାରେ ଗୋଷ୍ଠିମାନଙ୍କ ସହିତ ଗ୍ଲୋବାଲ୍ ହ୍ୟାଣ୍ଡ ୱାଶିଂ ଦିବସ ୨୦୨୪ ପାଳନ କରିଛି

The Sakala Picture
Published On

ଝାରସୁଗୁଡା: ଭାରତର ସର୍ବ ବୃହତ ଆଲୁମିନିୟମ ଉତ୍ପାଦକ ବେଦାନ୍ତ ଆଲୁମିନିୟମ ସଫଳତାର ସହ ଝାରସୁଗୁଡାରେ ଏକ ବ୍ୟାପକ ସଚେତନତା ଅଭିଯାନ ପରିଚାଳନା କରିଛି। “କାହିଁକି ହାତକୁ ପରିଷ୍କାର କରିବା ଗୁରୁତ୍ୱପୂର୍ଣ୍ଣ ଅଟେ? ” ଥିମ ସହିତ ୨୮ ଟି ଗ୍ରାମର ବାସିନ୍ଦାଙ୍କ ନିକଟରେ ପହଂଚିଛି। ଏହି ପଦକ୍ଷେପ କେବଳ ହାତ ଧୋଇବା ଉପରେ ଗୁରୁତ୍ୱ ଦେଇନାହିଁ ବରଂ ସମ୍ପ୍ରଦାୟର ସ୍ୱାସ୍ଥ୍ୟରେ ଉନ୍ନତି ଆଣିବାପାଇଁ ଅତ୍ୟାବଶ୍ୟକ ସ୍ୱଚ୍ଛତା ଅଭ୍ୟାସ ଉପରେ ମଧ୍ୟ ଆଲୋକପାତ କରିଛି । ଏହି ଅଭିଯାନରେ […]

ଝାରସୁଗୁଡା: ଭାରତର ସର୍ବ ବୃହତ ଆଲୁମିନିୟମ ଉତ୍ପାଦକ ବେଦାନ୍ତ ଆଲୁମିନିୟମ ସଫଳତାର ସହ ଝାରସୁଗୁଡାରେ ଏକ ବ୍ୟାପକ ସଚେତନତା ଅଭିଯାନ ପରିଚାଳନା କରିଛି। “କାହିଁକି ହାତକୁ ପରିଷ୍କାର କରିବା ଗୁରୁତ୍ୱପୂର୍ଣ୍ଣ ଅଟେ? ” ଥିମ ସହିତ ୨୮ ଟି ଗ୍ରାମର ବାସିନ୍ଦାଙ୍କ ନିକଟରେ ପହଂଚିଛି। ଏହି ପଦକ୍ଷେପ କେବଳ ହାତ ଧୋଇବା ଉପରେ ଗୁରୁତ୍ୱ ଦେଇନାହିଁ ବରଂ ସମ୍ପ୍ରଦାୟର ସ୍ୱାସ୍ଥ୍ୟରେ ଉନ୍ନତି ଆଣିବାପାଇଁ ଅତ୍ୟାବଶ୍ୟକ ସ୍ୱଚ୍ଛତା ଅଭ୍ୟାସ ଉପରେ ମଧ୍ୟ ଆଲୋକପାତ କରିଛି ।

ଆହୁରି ପଢ଼ନ୍ତୁ: ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ

ଏହି ଅଭିଯାନରେ ଉଭୟ ସଠିକ୍ ହାତ ଧୋଇବା କୌଶଳ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ସ୍ୱଚ୍ଛତା ଅଭ୍ୟାସ ଉପରେ ଧ୍ୟାନ ଦେଇ ପାରସ୍ପରିକ ପରିଷ୍କାର ପରିଚ୍ଛନ୍ନତା, ବ୍ୟକ୍ତିଗତ ପରିଷ୍କାର ପରିଚ୍ଛନ୍ନତା ଏବଂ ନିରାପଦ ଖାଦ୍ୟ ନିୟନ୍ତ୍ରଣ ଉପରେ ଧ୍ୟାନ ଦିଆଯାଇଥିଲା । ଏଥିରେ ସମ୍ପ୍ରଦାୟର ୩୦୦୦ ରୁ ଅଧିକ ସଦସ୍ୟ ସକ୍ରିୟ ଭାବରେ ଅଂଶଗ୍ରହଣ କରିଥିଲେ, ଏହି ସରଳ ତଥାପି ପ୍ରଭାବଶାଳୀ କାର୍ଯ୍ୟଗୁଡ଼ିକ କିପରି ରୋଗ ବିସ୍ତାରକୁ ରୋକିପାରିବ ତାହାକୁ ଶିଖିଥିଲେ।

ଆହୁରି ପଢ଼ନ୍ତୁ: ପୁଣି ପୁରୀ କୋର୍ଟକୁ ବୋମାରେ ଉଡାଇଦେବାକୁ ଧମକ, ଅଦାଲତ କାର୍ଯ୍ୟ ବାଧାପ୍ରାପ୍ତ

ସଠିକ୍ ଭାବରେ ହାତ ଧୋଇବା ଉପରେ ପ୍ରଦର୍ଶନ ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ସହିତ ଇଂଟରାକ୍ଟିଭ୍ ଅଧିବେଶନ ଦ୍ୱାରା ଅନୁସରଣ କରାଯାଇଥିଲା, ଯେଉଁଠାରେ ଅଂଶଗ୍ରହଣକାରୀମାନେ ବିଭିନ୍ନ ପ୍ରଶ୍ନ ପଚାରିବା ତଥା ବ୍ୟାପକ ସ୍ୱଚ୍ଛତା ଅଭ୍ୟାସ ବିଷୟରେ ସେମାନଙ୍କୁ ଅବଗତ କରାଯାଇଥିଲା। ଅଂଶଗ୍ରହଣକାରୀମାନେ ମଧ୍ୟ ବ୍ୟବହାରିକ ପ୍ରଦର୍ଶନ ସମୟରେ ସେମାନଙ୍କର ଜ୍ଞାନ ପ୍ରଦର୍ଶନ କରିଥିଲେ ଏବଂ ସର୍ବୋତମ ହାତ ଧୋଇବା ପ୍ରଦର୍ଶନ ସହିତ ବ୍ୟକ୍ତିଙ୍କୁ ସୁସ୍ଥ ଅଭ୍ୟାସକୁ ପ୍ରୋତ୍ସାହିତ କରିବା ପାଇଁ ଏକ ସ୍ୱାସ୍ଥ୍ୟ କିଟ୍ ମଧ୍ୟ ପ୍ରଦାନ କରାଯାଇଥିଲା ।

ଆହୁରି ପଢ଼ନ୍ତୁ: ଏପ୍ରିଲ ପହିଲାରୁ ଓଡ଼ିଶାରେ ଆରମ୍ଭ ହେବ SIR ପ୍ରକ୍ରିୟା, ୯୦% ମ୍ୟାପିଂ କରାସରିଛି କହିଲେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ

ଏହି ପଦକ୍ଷେପ ସମ୍ପର୍କରେ ବେଦାନ୍ତ ଆଲୁମିନିୟମର ମୁଖ୍ୟ ପରିଚାଳନା ଅଧିକାରୀ ଶ୍ରୀ ସୁନୀଲ ଗୁପ୍ତା କହିଛନ୍ତି ଯେ ବେଦାନ୍ତ ଆଲୁମିନିୟମରେ ଆମେ ବଡ଼ ପରିବର୍ତନ ଆଣିବା ପାଇଁ ଛୋଟ କାର୍ଯ୍ୟର ଶକ୍ତି ଉପରେ ବିଶ୍ୱାସ କରୁ। ଗ୍ଲୋବାଲ୍ ହ୍ୟାଣ୍ଡୱାଶିଂ ଦିବସରେ ଏହି ଅଭିଯାନ ଆମର କାର୍ଯ୍ୟ କରୁଥିବା ସମ୍ପ୍ରଦାୟର ସ୍ୱାସ୍ଥ୍ୟ ଏବଂ ଉନ୍ନତି ପାଇଁ ଆମର ବୃହତ ପ୍ରତିବଦ୍ଧତାର ଏକ ଅଂଶ ଅଟେ। ଉତମ ସ୍ୱଚ୍ଛତା ଅଭ୍ୟାସକୁ ଉତ୍ସାହିତ କରି ଆମେ ରୋଗ ବିସ୍ତାରକୁ ରୋକିବା ଏବଂ ସମସ୍ତଙ୍କ ପାଇଁ ଏକ ସୁସ୍ଥ ପରିବେଶ ସୃଷ୍ଟି କରିବାକୁ ଲକ୍ଷ୍ୟ ରଖିଛୁ।

ସେମାନଙ୍କର ଉଲ୍ଲେଖନୀୟ ପ୍ରଦର୍ଶନ ପାଇଁ ସ୍ୱାସ୍ଥ୍ୟ କିଟ୍ ଗ୍ରହଣ କରିଥିବା ଭବାନୀ ବୁଢା ଆହୁରି ମଧ୍ୟ କହିଛନ୍ତି ଯେ ମୌଳିକ ସ୍ୱଚ୍ଛତା ଅଭ୍ୟାସ ବିଷୟରେ ଜାଣି ମୋ ପାଇଁ ଆଖି ଖୋଲିଛି। ଏଗୁଡିକ ଛୋଟ କିନ୍ତୁ ପ୍ରଭାବଶାଳୀ ପରିବର୍ତନ ଯାହାକି ଆମେ ନିଜ ତଥା ଆମ ପରିବାର ପାଇଁ ଉନ୍ନତ ସ୍ୱାସ୍ଥ୍ୟକୁ ସୁନିଶ୍ଚିତ କରିବା ପାଇଁ ଆମର ଦୈନନ୍ଦିନ ଜୀବନରେ କରିପାରିବା ।

ମୋବାଇଲ୍ ହେଲଥ୍ ୟୁନିଟ୍ ର ଡାକ୍ତର ଡକ୍ଟର ଜୟନାରାୟଣ ପୂଜାରୀ କହିଛନ୍ତି ଯେ ସଂକ୍ରମଣ ବିସ୍ତାରକୁ ରୋକିବା ପାଇଁ ହାତ ଧୋଇବା ହେଉଛି ସରଳ କିନ୍ତୁ ପ୍ରଭାବଶାଳୀ ଉପାୟ। ଜନସ୍ୱାସ୍ଥ୍ୟକୁ ବଜାୟ ରଖିବା ଏବଂ ରୋଗ ସଂକ୍ରମଣ ହ୍ରାସ କରିବା ପାଇଁ ସମ୍ପ୍ରଦାୟକୁ ଉପଯୁକ୍ତ ହାତ ଧୋଇବା କୌଶଳ ଏବଂ ସାମଗ୍ରିକ ସ୍ୱଚ୍ଛତା ଅଭ୍ୟାସ ବିଷୟରେ ଶିକ୍ଷା ଦେବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଅଟେ।

ବ୍ରୁନ୍ଦାମାଳର ସରପଂଚ ଶ୍ରୀମତୀ ଲାବାଙ୍ଗ ବ୍ୟାଗ୍ ଏହି ପଦକ୍ଷେପ ବିଷୟରେ ସୁଚନା ଦେଇ କହିଛନ୍ତି, ଏହି ଗ୍ଲୋବାଲ୍ ହ୍ୟାଣ୍ଡୱାଶିଂ ଦିବସରେ ଆମେ ସପ୍ତାହବ୍ୟାପୀ ସଫଳ ପଦକ୍ଷେପଗୁଡିକୁ ପାଳନ କରିଥିଲୁ ଯାହା ଆମ ସମ୍ପ୍ରଦାୟକୁ ହାତ ଧୋଇବାର ଗୁରୁତ୍ୱପୂର୍ଣ୍ଣ ଅଭ୍ୟାସକୁ ପ୍ରୋତ୍ସାହିତ କରିଥିଲା । ଏହି କାର୍ଯ୍ୟକଳାପ ଆମକୁ କେବଳ ସ୍ୱଚ୍ଛତାର ମହତ୍ୱ ବିଷୟରେ ଶିକ୍ଷା ଦେଇନାହିଁ ବରଂ ଆମ ସ୍ୱାସ୍ଥ୍ୟ ଏବଂ ଆମ ଆଖପାଖରେ ଥିବା ଲୋକଙ୍କ ସ୍ୱାସ୍ଥ୍ୟ ପାଇଁ ଦାୟିତ୍ୱବୋଧର ଭାବନାକୁ ପ୍ରତିପାଦିତ କରିଛି। ଆସନ୍ତୁ ଏହି ସରଳ ତଥାପି ଶକ୍ତିଶାଳୀ ଅଭ୍ୟାସକୁ ଗ୍ରହଣ କରିବା, ସମସ୍ତଙ୍କ ପାଇଁ ଏକ ସୁସ୍ଥ ଭବିଷ୍ୟତ ନିଶ୍ଚିତ କରିବା ।

ଏହି ଅଭିଯାନ ମାଧ୍ୟମରେ, ବେଦାନ୍ତ ଆଲୁମିନିୟମ୍ ଉନ୍ନତ ସ୍ୱାସ୍ଥ୍ୟ ଏବଂ ସ୍ୱଚ୍ଛତା ଅଭ୍ୟାସ ଗ୍ରହଣ କରି ଏହାର କାର୍ଯ୍ୟକଳାପରେ ସମ୍ପ୍ରଦାୟକୁ ଉନ୍ନତ କରିବାକୁ ନିଜର ପ୍ରତିବଦ୍ଧତା ପ୍ରଦର୍ଶନ ଜାରି ରଖିଛି ।

ଶିକ୍ଷା, ସ୍ୱାସ୍ଥ୍ୟସେବା, ଜୀବିକା, ଦକ୍ଷତା ବିକାଶ, ତୃଣମୂଳ କ୍ରୀଡା, କଳା ଏବଂ ସଂସ୍କୃତି କ୍ଷେତ୍ରରେ ବେଦାନ୍ତର ସାମାଜିକ ହସ୍ତକ୍ଷେପ, ମହିଳା ଏବଂ ଶିଶୁ ବିକାଶ ଉପରେ ଧ୍ୟାନ ଦେଇ ଝାରସୁଗୁଡା ଏବଂ ନିକଟବର୍ତୀ ଅଂଚଳର ପ୍ରାୟ ୮୦ ଟି ଗ୍ରାମରେ ପହଂଚି ୩ ଲକ୍ଷରୁ ଅଧିକ ଲୋକଙ୍କୁ ଉପକୃତ କରିଛି। ଗୋଟିଏ ବର୍ଷ ଏହା ୩୫୦ ରୁ ଅଧିକ ଏସଏଚଜିରୁ ପ୍ରାୟ ୫୦୦୦ ମହିଳାଙ୍କୁ ସଶକ୍ତ କରିଛି, ବାର୍ଷିକ ପ୍ରାୟ ୫୦,୦୦୦ ଲୋକଙ୍କୁ ଦ୍ୱାର ଦେଶରେ ସ୍ୱାସ୍ଥ୍ୟ ସେବା ଯୋଗାଇବା ସହିତ ୧୩,୦୦୦ ରୁ ଅଧିକ ଛାତ୍ରଛାତ୍ରୀଙ୍କୁ ଶିକ୍ଷାଗତ ସହାୟତା ପ୍ରଦାନ କରିଛି ଏହାଛଡା ସମ୍ପ୍ରଦାୟ ସ୍ତରରେ ସ୍ଥାନୀୟ ଲୋକଙ୍କ ସହଭାଗିତାରେ ପ୍ରାୟ ୧.୫୦ ଲକ୍ଷ ବୃକ୍ଷ ରୋପଣ କରିଛି।

ବେଦାନ୍ତ ଆଲୁମିନିୟମ ବ୍ୟବସାୟ ହେଉଛି ବେଦାନ୍ତ ଲିମିଟେଡ଼ର ଏକ ଅଂଶ ଯିଏକି ଭାରତର ଅଗ୍ରଣୀ ଆଲୁମିନିୟମ ନିର୍ମାତା ପ୍ରାୟତଃ ଏହା ଭାରତର ଅର୍ଦ୍ଧେକ ଆଲୁମିନିୟମ ଉତ୍ପାଦନକାରୀ ଓ ଆର୍ଥିକ ବର୍ଷ ୨୪ ରେ ୨.୩୭ ନିୟୁତ ଟନ୍ ଆଲୁମିିନିୟମ ଉତ୍ପାଦନ କରିଥିବା ସଂସ୍ଥା। ବେଦାନ୍ତ ଆଲୁମିନିୟମ ଏସଆଣ୍ଡପି ଗ୍ଲୋବାଲ କର୍ପୋରେଟ ସସଟାନବିଲିଟି ଆସସମେଂଟ ୨୦୨୩ରେ ଆଲୁମିନିୟମ ଉଦ୍ୟୋଗ ପାଇଁ ପ୍ରଥମ ର୍ୟାଙ୍କ ଧାରୀ ଆଖ୍ୟା ଅର୍ଜନ କରିଛି ଓ ସ୍ଥାୟୀ ବିକାଶ ଅବଲମ୍ବନକାରୀ ସଂସ୍ଥା। ବେଦାନ୍ତର ବିଶ୍ୱ ଶ୍ରେଣୀୟ ଆଲୁମିନିୟମ ସ୍ମେଲଟର, ଆଲୁମିନିୟମ ରିଫାଇନାରୀ ଓ ପାୱାରପ୍ଲାଂଟର ଅତ୍ୟାଧୁନିକ ସୁବିଧା, ଦକ୍ଷ ଇଂଜିନିୟରିଂ ଶକ୍ତିକୁ ନେଇ ଏକ ସବୁଜ ଭବିଷ୍ୟତ ପାଇଁ ମେଟାଲ ଅଫ୍ ଦି ଫ୍ୟୁଚର ଭାବରେ ଆଲୁମିନିୟମର ପ୍ରୟୋଗକୁ ପ୍ରସାରିତ କରିବା ପାଇଁ କମ୍ପାନୀ ତାର ଲକ୍ଷ୍ୟ ପୂରଣ କରୁଛି।

07 Nov 2024 By The Sakala

https://www.thesakala.in/latest-odisha-news/vedanta-aluminium-celebrates-global-handwashing-day-2024-with-groups-in-jharsuguda/article-36392
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର