ଉତ୍କଳ ବିଶ୍ଵବିଦ୍ୟାଳୟ କ୍ୟାମ୍ପସ ଗୋବିନ୍ଦ ସାହୁ ମାର୍କେଟରେ ଚଢ଼ାଉ, ଶିଶୁ ଶ୍ରମିକ ଉଦ୍ଧାର…

The Sakala Picture
Published On

ଭୁବନେଶ୍ବର: ରାଜଧାନୀରେ ଶିଶୁ ଶ୍ରମିକ କାମ କରିବା ବେଳେ ଚଢ଼ାଉ। ରୁଚିକା ଚାଇଲଡ ଲାଇନ ପକ୍ଷରୁ ଚଢ଼ାଉ। ବାଣୀବିହାର ଉତ୍କଳ ବିଶ୍ଵବିଦ୍ୟାଳୟ କ୍ୟାମ୍ପସରେ ଚଢ଼ାଉ। ଗୋବିନ୍ଦ ସାହୁ ମାର୍କେଟ ଭିତରେ ଥିବା ଦୁଇଟି ହୋଟେଲରେ ଚଢ଼ାଉ। ନାବାଳକ ମାନଙ୍କୁ କାମ କରାଉଥିବା ନେଇ ଅଭିଯୋଗ ହେଉଥିଲା। ୧୦ ବର୍ଷରୁ କମ ପିଲାଙ୍କୁ ବାସନ ମଜା, ପ୍ଲେଟ ସଫା କାମରେ ନିୟୋଜିତ କରାଯିବା ନେଇ ଅଭିଯୋଗ ହୋଇଥିଲା  ଅଭିଯୋଗ ପରେ ଆକ୍ସନ ମୋଡ଼କୁ ଆସିଛନ୍ତି ରୁଚିକା ଚାଇଲଡ ଲାଇନ […]

ଭୁବନେଶ୍ବର: ରାଜଧାନୀରେ ଶିଶୁ ଶ୍ରମିକ କାମ କରିବା ବେଳେ ଚଢ଼ାଉ। ରୁଚିକା ଚାଇଲଡ ଲାଇନ ପକ୍ଷରୁ ଚଢ଼ାଉ। ବାଣୀବିହାର ଉତ୍କଳ ବିଶ୍ଵବିଦ୍ୟାଳୟ କ୍ୟାମ୍ପସରେ ଚଢ଼ାଉ। ଗୋବିନ୍ଦ ସାହୁ ମାର୍କେଟ ଭିତରେ ଥିବା ଦୁଇଟି ହୋଟେଲରେ ଚଢ଼ାଉ। ନାବାଳକ ମାନଙ୍କୁ କାମ କରାଉଥିବା ନେଇ ଅଭିଯୋଗ ହେଉଥିଲା। ୧୦ ବର୍ଷରୁ କମ ପିଲାଙ୍କୁ ବାସନ ମଜା, ପ୍ଲେଟ ସଫା କାମରେ ନିୟୋଜିତ କରାଯିବା ନେଇ ଅଭିଯୋଗ ହୋଇଥିଲା  ଅଭିଯୋଗ ପରେ ଆକ୍ସନ ମୋଡ଼କୁ ଆସିଛନ୍ତି ରୁଚିକା ଚାଇଲଡ ଲାଇନ କର୍ମକର୍ତ୍ତା। ଶିଶୁ ଶ୍ରମିକ ପ୍ରଥା ଲୋପ କରିବା ପାଇଁ ବିଭିନ୍ନ ମହଲରୁ ସଚେତନ କରାଯାଉଛି। ତଥାପି ଯିଏ ନିୟମ ଅବମାନନା କରୁଛି ତା’ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଉଛି ବୋଲି ରୁଚିକା ଚାଇଲଡ ଲାଇନ ପକ୍ଷରୁ କୁହାଯାଇଛି।

ଆହୁରି ପଢ଼ନ୍ତୁ: ଅକ୍ଟୋବର ୨୬ ସୁଦ୍ଧା ବାତ୍ୟା ରୂପ ନେଇପାରେ ଲଘୁଚାପ, ୨୮ରେ ଓଡ଼ିଶା-ଆନ୍ଧ୍ର ଉପକୂଳ ଛୁଇଁବା ନେଇ ଆଇଏମଡି ଡିଜିଙ୍କ ସୂଚନା

 

ଆହୁରି ପଢ଼ନ୍ତୁ: ସମ୍ଭାବ୍ୟ ବାତ୍ୟା ମୁକାବିଲା ପାଇଁ ଅଗ୍ନିଶମ ବିଭାଗର ବଡ଼ ପ୍ରସ୍ତୁତି, ମୁତୟନ ହେବେ ୨୦୫ ଟିମ୍

ଆହୁରି ପଢ଼ନ୍ତୁ: ବିଜେପି ଶାସନରେ ଓଡ଼ିଶାର ପର୍ଯ୍ୟଟନସ୍ଥଳୀ ଅସୁରକ୍ଷିତ, ମହିଳା ଓ ପର୍ଯ୍ୟଟକଙ୍କୁ ସୁରକ୍ଷା ଦେବାରେ ସରକାର ବିଫଳ: ବିଜେଡି

 

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର