କୁଆଖାଇ ନଦୀରୁ ଅଜଣା ମୃତଦେହ ଉଦ୍ଧାର, ପୋଲିସର ତଦନ୍ତ ଜାରି

The Sakala Picture
Published On

ଭୁବନେଶ୍ୱର: କୁଆଖାଇ ନଦୀରୁ ଅଜଣା ମୃତଦେହ ଉଦ୍ଧାର । ବରିମୁଣ୍ଡ ଗାଁ ନିକଟ ନଦୀରୁ ମୃତଦେହ ଉଦ୍ଧାର କଲା ଅଗ୍ନିଶମ ବିଭାଗ । ଏ ପର୍ଯ୍ୟନ୍ତ ମୃତକ ଜଣକର ପରିଚୟ ମିଳିନି । ଯୁବକଙ୍କ ମୃତ୍ୟୁର କାରଣ ଅସ୍ପଷ୍ଟ ।ଘଟଣାସ୍ଥଳରେ ମଞ୍ଚେଶ୍ୱର ଥାନା ପୋଲିସ ତଦନ୍ତ ଜାରି ରଖିଛି । ପୋଷ୍ଟମର୍ଟମ ପାଇଁ କ୍ୟାପିଟାଲ ହସ୍ପିଟାଲ ପଠାଇଲା ପୋଲିସ । ମୃତ୍ୟୁର କାରଣ ଜାଣିବା ପାଇଁ ପୋଲିସ ଡାଏଟମ ଟେଷ୍ଟ କରିବ ବୋଲି ଜଣାପଡିଛି । ପାଣିରେ […]

ଭୁବନେଶ୍ୱର: କୁଆଖାଇ ନଦୀରୁ ଅଜଣା ମୃତଦେହ ଉଦ୍ଧାର । ବରିମୁଣ୍ଡ ଗାଁ ନିକଟ ନଦୀରୁ ମୃତଦେହ ଉଦ୍ଧାର କଲା ଅଗ୍ନିଶମ ବିଭାଗ । ଏ ପର୍ଯ୍ୟନ୍ତ ମୃତକ ଜଣକର ପରିଚୟ ମିଳିନି । ଯୁବକଙ୍କ ମୃତ୍ୟୁର କାରଣ ଅସ୍ପଷ୍ଟ ।ଘଟଣାସ୍ଥଳରେ ମଞ୍ଚେଶ୍ୱର ଥାନା ପୋଲିସ ତଦନ୍ତ ଜାରି ରଖିଛି । ପୋଷ୍ଟମର୍ଟମ ପାଇଁ କ୍ୟାପିଟାଲ ହସ୍ପିଟାଲ ପଠାଇଲା ପୋଲିସ । ମୃତ୍ୟୁର କାରଣ ଜାଣିବା ପାଇଁ ପୋଲିସ ଡାଏଟମ ଟେଷ୍ଟ କରିବ ବୋଲି ଜଣାପଡିଛି । ପାଣିରେ ବୁଡି ମରିଛନ୍ତି ନା କେହି ହତ୍ୟା କରି ଫିଙ୍ଗି ଦେଇଛି ଜଣା ପଡିବ । ପରୀକ୍ଷା ପାଇଁ ନମୁନା ପଠାଇବ ବୋଲି ପୋଲିସର ସୂଚନା ।

ଆହୁରି ପଢ଼ନ୍ତୁ: ଆଜି ପବିତ୍ର ଜନ୍ମାଷ୍ଟମୀ: ପ୍ରଭୁ ଶ୍ରୀକୃଷ୍ଣଙ୍କ ଦିବ୍ୟ ଧରାବତରଣ, ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତିକାନ୍ତି

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର