ରାଗିଙ୍ଗକୁ ନେଇ ୟୁଜିସିର କଡ଼ା ପଦକ୍ଷେପ: ବାରମ୍ବାର ଅଭିଯୋଗ ଆସିଲେ ଦାୟୀ ରହିବ କଲେଜ ଓ ବିଶ୍ଵବିଦ୍ୟାଳୟ

The Sakala Picture
Published On

ଭୁବନେଶ୍ବର: ରାଗିଙ୍ଗ ବିରୋଧରେ ଆହୁରି ସଶକ୍ତ ନିୟମ ଆଣିଲା ୟୁଜିସି । ବାରମ୍ବାର ରାଗିଙ୍ଗ ଅଭିଯୋଗ ଆସିଲେ ଦାୟୀ ରହିବ କଲେଜ ଓ ବିଶ୍ଵବିଦ୍ୟାଳୟ । ୟୁଜିସି ସବୁବେଳେ ରାଗିଙ୍ଗକୁ ନେଇ ସକ୍ରିୟ ଅଛି । ରାଗିଙ୍ଗ ସମ୍ପର୍କରେ ଅଭିଯୋଗ ଆସିଲେ କଲେଜ କର୍ତ୍ତୃପକ୍ଷ ଆକ୍ସନ ନେବାକୁ ପଡ଼ିବ । କାରଣ ଏହା କଲେଜ ଭିତରେ ହେଉଛି।  ସେମାନେ କାର୍ଯ୍ୟାନୁଷ୍ଠାନ ନେବାକୁ ଦାୟୀ ରହିବା ଉଚିତ। କାରଣ ସେମାନେ ହିଁ ପରିବର୍ତ୍ତନ ଆଣି ପାରିବେ।  ନ ହେଲେ […]

ଭୁବନେଶ୍ବର: ରାଗିଙ୍ଗ ବିରୋଧରେ ଆହୁରି ସଶକ୍ତ ନିୟମ ଆଣିଲା ୟୁଜିସି । ବାରମ୍ବାର ରାଗିଙ୍ଗ ଅଭିଯୋଗ ଆସିଲେ ଦାୟୀ ରହିବ କଲେଜ ଓ ବିଶ୍ଵବିଦ୍ୟାଳୟ । ୟୁଜିସି ସବୁବେଳେ ରାଗିଙ୍ଗକୁ ନେଇ ସକ୍ରିୟ ଅଛି । ରାଗିଙ୍ଗ ସମ୍ପର୍କରେ ଅଭିଯୋଗ ଆସିଲେ କଲେଜ କର୍ତ୍ତୃପକ୍ଷ ଆକ୍ସନ ନେବାକୁ ପଡ଼ିବ । କାରଣ ଏହା କଲେଜ ଭିତରେ ହେଉଛି।  ସେମାନେ କାର୍ଯ୍ୟାନୁଷ୍ଠାନ ନେବାକୁ ଦାୟୀ ରହିବା ଉଚିତ। କାରଣ ସେମାନେ ହିଁ ପରିବର୍ତ୍ତନ ଆଣି ପାରିବେ।  ନ ହେଲେ ପରିସ୍ଥିତି ଆହୁରି ଖରାପ ହୋଇପାରେ ବୋଲି  ଓଡ଼ିଶା ରାଜ୍ୟ ଉଚ୍ଚଶିକ୍ଷା ପରିଷଦ ଉପାଧ୍ୟକ୍ଷ ପ୍ରଫେସର ଅଶୋକ ଦାସ କହିଛନ୍ତି।

ଆହୁରି ପଢ଼ନ୍ତୁ: ଆବାସିକ ଦ୍ୟାଳୟରେ ରାଗିଂ: ଷଷ୍ଠ ଶ୍ରେଣୀ ଛାତ୍ରଙ୍କୁ ନିର୍ଧୁମ ମାଡ଼ ମାରିବା ସହ କାମ କରାଇଲେ ଦଶମ ଶ୍ରେଣୀ ଛାତ୍ର !

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର