ପିକନିକ ହେଲା କାଳ, ଗାଧୋଇବା ବେଳେ ସୀତାକୁଣ୍ଡ ଜଳପ୍ରାପତରେ ବୁଡ଼ିଗଲେ ଦୁଇ ଯୁବକ
ମୟୂରଭଞ୍ଜ: ପିକନିକ ହେଲା କାଳ । ଗାଧୋଇବା ବେଳେ ସୀତାକୁଣ୍ଡ ଜଳପ୍ରାପତରେ ବୁଡ଼ିଗଲେ ଦୁଇ ଯୁବକ । ଅଗ୍ନିଶମ ବାହିନୀ ପହଞ୍ଚି ଦୁଇ ଯୁବକଙ୍କ ମୃତଦେହ ଉଦ୍ଧାର କରି ମେଡିକାଲକୁ ପଠାଇଛି । ସୂଚନା ମୁତାବକ ମୃତକମାନେ ଭଦ୍ରକ ଜିଲ୍ଲାରୁ ଆସିଥିବା ବେଳେ ଆଜି ସକାଳୁ ସୀତାକୁଣ୍ଡରେ ପହଞ୍ଚି ବଣଭୋଜି କରୁଥିଲେ । ଘଟଣା ସ୍ଥଳରେ ବାରିପଦା ସଦର ଥାନା ପୋଲିସ ପହଞ୍ଚି ଘଟଣାର ତଦନ୍ତ ଜାରି ରଖିଛି ।
26 Dec 2025
By Madhusudan Das

https://www.thesakala.in/latest-odisha-news/two-youths-drown-while-bathing-in-sitakunda/article-43799