ସମୁଦ୍ରରେ ଗାଧୋଇବାବେଳେ ବୁଡ଼ିଗଲେ ଦୁଇ ପର୍ଯ୍ୟଟକ; ଜଣେ ମୃତ, ଅନ୍ୟଜଣେ ନିଖୋଜ

The Sakala Picture
Published On

ପୁରୀ: ପୁରୀ ସମୁଦ୍ରରେ ପୁଣିଥରେ ଅଘଟଣ ଘଟିଛି । ଗୁରୁବାର ଅପରାହ୍ନରେ ସ୍ୱର୍ଗଦ୍ୱାର ନିକଟ ୧୩ ନମ୍ବର ସେକ୍ଟର ସମୁଦ୍ରରେ ସ୍ନାନ କରୁଥିବା ବେଳେ ଜଣେ ପର୍ଯ୍ୟଟକଙ୍କ ମୃତ୍ୟୁ ଘଟିଛି । ଅନ୍ୟ ଜଣେ ସମୁଦ୍ରରେ ନିଖୋଜ ହୋଇଯାଇଛନ୍ତି । ମୃତ ପର୍ଯ୍ୟଟକ ହେଲେ ପଶ୍ଚିମବଙ୍ଗ ହୁଗୁଳି ଜିଲ୍ଲାର ଅରିନ୍ଦମ ଦାସ । ନିଖୋଜ ପର୍ଯ୍ୟଟକଙ୍କୁ ଲାଇଫ୍‌ଗାର୍ଡ ଖୋଜାଖୋଜି କରୁଛନ୍ତି । ହେଲେ ତାଙ୍କର କୌଣସି ସନ୍ଧାନ ମିଳି ନାହିଁ । ସୂଚନାଥାଉ କି, ବୁଧବାର ମଧ୍ୟ […]

ପୁରୀ: ପୁରୀ ସମୁଦ୍ରରେ ପୁଣିଥରେ ଅଘଟଣ ଘଟିଛି । ଗୁରୁବାର ଅପରାହ୍ନରେ ସ୍ୱର୍ଗଦ୍ୱାର ନିକଟ ୧୩ ନମ୍ବର ସେକ୍ଟର ସମୁଦ୍ରରେ ସ୍ନାନ କରୁଥିବା ବେଳେ ଜଣେ ପର୍ଯ୍ୟଟକଙ୍କ ମୃତ୍ୟୁ ଘଟିଛି । ଅନ୍ୟ ଜଣେ ସମୁଦ୍ରରେ ନିଖୋଜ ହୋଇଯାଇଛନ୍ତି । ମୃତ ପର୍ଯ୍ୟଟକ ହେଲେ ପଶ୍ଚିମବଙ୍ଗ ହୁଗୁଳି ଜିଲ୍ଲାର ଅରିନ୍ଦମ ଦାସ । ନିଖୋଜ ପର୍ଯ୍ୟଟକଙ୍କୁ ଲାଇଫ୍‌ଗାର୍ଡ ଖୋଜାଖୋଜି କରୁଛନ୍ତି । ହେଲେ ତାଙ୍କର କୌଣସି ସନ୍ଧାନ ମିଳି ନାହିଁ ।

ଆହୁରି ପଢ଼ନ୍ତୁ: ବାଲିଅନ୍ତା ସୌମ୍ୟ ହତ୍ୟା ମାମଲା: ଓମ୍ ସତ କହିଥିବା ଲାଇ ଡିଟେକ୍ସନ ଟେଷ୍ଟ ରିପୋର୍ଟରୁ ସ୍ପଷ୍ଟ, ୫/୬ ଅଭିଯୁକ୍ତ ଏବେ ବି ଫେରାର

ସୂଚନାଥାଉ କି, ବୁଧବାର ମଧ୍ୟ ସମୁଦ୍ରରେ ସ୍ନାନ ବେଳେ ବାପା, ପୁଅଙ୍କ ମୃତ୍ୟୁ ଘଟିବା ସହ ଅନ୍ୟ ଜଣେ ଗୁରୁତର ଆହତ ହୋଇଥିଲେ । ଲାଇଫ୍‌ଗାର୍ଡଙ୍କ ବାରଣ ସତ୍ତ୍ୱେ ପର୍ଯ୍ୟଟକମାନେ ମନଇଚ୍ଛା ସମୁଦ୍ରରେ ସ୍ନାନ କରୁଥିବା ବେଳେ ଏଭଳି ଅଘଟଣ ଘଟୁଛି । ମାତ୍ର କେହି ବି ସଚେତନ ହେଉନାହାନ୍ତି ।

ଆହୁରି ପଢ଼ନ୍ତୁ: ମହାପ୍ରଭୁଙ୍କ ବାହୁଡ଼ା ଯାତ୍ରା ପାଇଁ ପ୍ରସ୍ତୁତି ଆରମ୍ଭ: ଆଜି ହେବ ତିନି ରଥର ଦକ୍ଷିଣ ମୋଡ଼

04 May 2023 By The Sakala

ସମୁଦ୍ରରେ ଗାଧୋଇବାବେଳେ ବୁଡ଼ିଗଲେ ଦୁଇ ପର୍ଯ୍ୟଟକ; ଜଣେ ମୃତ, ଅନ୍ୟଜଣେ ନିଖୋଜ

ପୁରୀ: ପୁରୀ ସମୁଦ୍ରରେ ପୁଣିଥରେ ଅଘଟଣ ଘଟିଛି । ଗୁରୁବାର ଅପରାହ୍ନରେ ସ୍ୱର୍ଗଦ୍ୱାର ନିକଟ ୧୩ ନମ୍ବର ସେକ୍ଟର ସମୁଦ୍ରରେ ସ୍ନାନ କରୁଥିବା ବେଳେ ଜଣେ ପର୍ଯ୍ୟଟକଙ୍କ ମୃତ୍ୟୁ ଘଟିଛି । ଅନ୍ୟ ଜଣେ ସମୁଦ୍ରରେ ନିଖୋଜ ହୋଇଯାଇଛନ୍ତି । ମୃତ ପର୍ଯ୍ୟଟକ ହେଲେ ପଶ୍ଚିମବଙ୍ଗ ହୁଗୁଳି ଜିଲ୍ଲାର ଅରିନ୍ଦମ ଦାସ । ନିଖୋଜ ପର୍ଯ୍ୟଟକଙ୍କୁ ଲାଇଫ୍‌ଗାର୍ଡ ଖୋଜାଖୋଜି କରୁଛନ୍ତି । ହେଲେ ତାଙ୍କର କୌଣସି ସନ୍ଧାନ ମିଳି ନାହିଁ ।

ସୂଚନାଥାଉ କି, ବୁଧବାର ମଧ୍ୟ ସମୁଦ୍ରରେ ସ୍ନାନ ବେଳେ ବାପା, ପୁଅଙ୍କ ମୃତ୍ୟୁ ଘଟିବା ସହ ଅନ୍ୟ ଜଣେ ଗୁରୁତର ଆହତ ହୋଇଥିଲେ । ଲାଇଫ୍‌ଗାର୍ଡଙ୍କ ବାରଣ ସତ୍ତ୍ୱେ ପର୍ଯ୍ୟଟକମାନେ ମନଇଚ୍ଛା ସମୁଦ୍ରରେ ସ୍ନାନ କରୁଥିବା ବେଳେ ଏଭଳି ଅଘଟଣ ଘଟୁଛି । ମାତ୍ର କେହି ବି ସଚେତନ ହେଉନାହାନ୍ତି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର