ପୁରୀ ସମୁଦ୍ରରେ ଭାସିଗଲେ ୨ ପର୍ଯ୍ୟଟକ : ଜଣଙ୍କ ମୃତଦେହ ଉଦ୍ଧାର, ଅନ୍ୟଜଣେ ନିଖୋଜ

The Sakala Picture
Published On

ପୁରୀ : ସମୁଦ୍ରରେ ଗାଧୋଇବା ବେଳେ ଅଘଟଣ । ଗାଧୋଇବା ବେଳେ ଭାସିଗଲେ ଦୁଇ ପର୍ଯ୍ୟଟକ। ଅସାବଧାନତା ବଶତଃ ସମୁଦ୍ରରେ ଭାସି ଯାଉଥିବା ଦୁଇ ପର୍ଯ୍ୟଟକ ନିଖୋଜ ହେବା ପରେ ଅଗ୍ନିଶମ ବିଭାଗ ପକ୍ଷରୁ ଖୋଜା ଖୋଜି କରାଯାଇଥିଲା। ତେବେ ସ୍ୱର୍ଗଦ୍ୱାର ନିକଟ ସମୁଦ୍ରରେ  ଏକ ମୃତଦେହ ଉଦ୍ଧାର କରିଛି ଅଗ୍ନିଶମ ବିଭାଗ। ଉଦ୍ଧାର ମୃତ ଦେହ ଟି ର ପରିଚୟ ମିଳିନାହିଁ। ସୂଚନାଯୋଗ୍ୟ ଚକ୍ରତୀର୍ଥ ରୋଡ୍ ହୋଟେଲ ପିଙ୍କ୍ ହାଉସ୍ ପଛପଟ ଓ  ଲାଇଟ ହାଉସ […]

ପୁରୀ : ସମୁଦ୍ରରେ ଗାଧୋଇବା ବେଳେ ଅଘଟଣ । ଗାଧୋଇବା ବେଳେ ଭାସିଗଲେ ଦୁଇ ପର୍ଯ୍ୟଟକ। ଅସାବଧାନତା ବଶତଃ ସମୁଦ୍ରରେ ଭାସି ଯାଉଥିବା ଦୁଇ ପର୍ଯ୍ୟଟକ ନିଖୋଜ ହେବା ପରେ ଅଗ୍ନିଶମ ବିଭାଗ ପକ୍ଷରୁ ଖୋଜା ଖୋଜି କରାଯାଇଥିଲା। ତେବେ ସ୍ୱର୍ଗଦ୍ୱାର ନିକଟ ସମୁଦ୍ରରେ  ଏକ ମୃତଦେହ ଉଦ୍ଧାର କରିଛି ଅଗ୍ନିଶମ ବିଭାଗ। ଉଦ୍ଧାର ମୃତ ଦେହ ଟି ର ପରିଚୟ ମିଳିନାହିଁ।

ଆହୁରି ପଢ଼ନ୍ତୁ: ବିଜେପିର ଜନବିରୋଧୀ ନୀତି ପାଇଁ ଓଡ଼ିଶା ଉପେକ୍ଷିତ: ବିଜେଡି

ସୂଚନାଯୋଗ୍ୟ ଚକ୍ରତୀର୍ଥ ରୋଡ୍ ହୋଟେଲ ପିଙ୍କ୍ ହାଉସ୍ ପଛପଟ ଓ  ଲାଇଟ ହାଉସ ସମ୍ମୁଖ ସମୁଦ୍ରରେ ସ୍ନାନ କରୁଥିଲେ ଦୁଇ ଜଣ ପର୍ୟ୍ୟଟକ। ଅସାବଧାନତା ବଶତଃ ଉଭୟ ସମୁଦ୍ରରେ ଭାସିଯାଇଥିଲେ । ସ୍ୱର୍ଗଦ୍ୱାର ନିକଟ ସମୁଦ୍ରରେ ଉଦ୍ଧାର କରାଯାଇଥିବା ମୃତଦେହ କାହାର ପରିଚୟ ମିଳିନଥିବା ବେଳେ ସେ ଲାଇଟ ହାଉସ ନିକଟରେ ଗାଧୋଇବା ସମୟରେ ବୁଡ଼ିଥିଲେ ବୋଲି ସନ୍ଦେହ କରାଯାଉଛି। ବର୍ତ୍ତମାନ ସୁଦ୍ଧା ଅନ୍ୟ ଜଣେ ପର୍ଯ୍ୟଟକ ନିଖୋଜ ରହିଛନ୍ତି।

ଆହୁରି ପଢ଼ନ୍ତୁ: ମୁଖ୍ୟମନ୍ତ୍ରୀଙ୍କ ୟୁଏଇ ଗସ୍ତ ଉପରେ ବିଜେଡିର ପ୍ରତିକ୍ରିୟା: ଦୁଇ ବର୍ଷର ଶିଳ୍ପ ପ୍ରଗତି ଉପରେ ରାଜ୍ୟ ସରକାର ଶ୍ୱେତପତ୍ର ପ୍ରକାଶ କରନ୍ତୁ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର