ଟିଉସନରୁ ଫେରୁଥିବାବେଳେ ବାଇକକୁ ଧକ୍କା ଦେଲା ପିକ୍‌ ଅପ୍‌ ଭ୍ୟାନ୍, ଚାଲିଗଲା ୨ ଛାତ୍ରଙ୍କ ଜୀବନ

The Sakala Picture
Published On

ବାଙ୍କୀ : ବାଙ୍କୀ କଟକ ରାସ୍ତାର ରଣଶଙ୍ଖ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ବାଇକ ଓ ପିକଅପ ଭ୍ୟାନ୍ ଧକ୍କାରେ ଚାଲିଗଲା ୨ ଛାତ୍ରଙ୍କ ଜୀବନ, ଅନ୍ୟ ଜଣେ ଗୁରୁତର ଛାତ୍ରଙ୍କୁ କଟକ ସ୍ଥାନାନ୍ତର କରାଯାଇଛି । ଘଟଣାସ୍ଥଳରେ ଉତେଜନା । ବାଙ୍କୀର ଚକୁଳେଶ୍ୱର ଗାଁରୁ ତିନିଜଣ ଦଶମ ଶ୍ରେଣୀ ଛାତ୍ର ଟିଉସନ୍ ସାରି ଘରକୁ ବାଇକରେ ଫେରୁଥିବା ବେଳେ ରଣ ଶଙ୍ଖ ଠାରେ ଏକ ପିକ୍‌ ଅପ୍‌ ଭ୍ୟାନ ଧକ୍କା ଦେଇଥିଲା । ସୂଚନା […]

ବାଙ୍କୀ : ବାଙ୍କୀ କଟକ ରାସ୍ତାର ରଣଶଙ୍ଖ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ବାଇକ ଓ ପିକଅପ ଭ୍ୟାନ୍ ଧକ୍କାରେ ଚାଲିଗଲା ୨ ଛାତ୍ରଙ୍କ ଜୀବନ, ଅନ୍ୟ ଜଣେ ଗୁରୁତର ଛାତ୍ରଙ୍କୁ କଟକ ସ୍ଥାନାନ୍ତର କରାଯାଇଛି । ଘଟଣାସ୍ଥଳରେ ଉତେଜନା । ବାଙ୍କୀର ଚକୁଳେଶ୍ୱର ଗାଁରୁ ତିନିଜଣ ଦଶମ ଶ୍ରେଣୀ ଛାତ୍ର ଟିଉସନ୍ ସାରି ଘରକୁ ବାଇକରେ ଫେରୁଥିବା ବେଳେ ରଣ ଶଙ୍ଖ ଠାରେ ଏକ ପିକ୍‌ ଅପ୍‌ ଭ୍ୟାନ ଧକ୍କା ଦେଇଥିଲା ।

ଆହୁରି ପଢ଼ନ୍ତୁ: ରାଜଧାନୀରେ ଲଜ୍ଜା: ଚାକିରି ଦେବାକୁ କହି ପାର୍ଲରରେ ଯୁବତୀଙ୍କୁ ଦୁଷ୍କର୍ମ ଅଭିଯୋଗ

ସୂଚନା ଅନୁସାରେ ତିନିଜଣ ଛାତ୍ର ବାଙ୍କୀ ହରିରାଜ ପୁର ଗ୍ରାମର ଆଉ ଜଣଙ୍କ ଘର ବାଙ୍କୀ ଅଞ୍ଚଳର ବୋଲି ଜଣାପଡିଛି । ତିନିଜଣ ଯାକ ଗୋଟିଏ ବାଇକରେ ଏକାଠି ବସି ଘରକୁ ଫେରିଥିବା ବେଳ ରଣ ଶଙ୍ଖ ନିକଟ ଟର୍ଣ୍ଣିଂ ପଏଣ୍ଟରେ ଘଟିଛି ଘଟଣା । ଘଟଣାସ୍ଥଳରେ ଦୁଇ ଜଣଙ୍କର ମୃତ ହୋଇଥିବା ବେଳେ । ଜଣଙ୍କୁ ଗୁରୁତର ଅବସ୍ଥାରେ କଟକ ବଡ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି। ଦୁର୍ଘଟଣା ପରେ କିଛି ସମୟ ପାଇଁ ରାସ୍ତା ଜାମ୍ ରହିଥିଲା ।

ଆହୁରି ପଢ଼ନ୍ତୁ: ଆଇନଶୃଙ୍ଖଳା ତତ୍ତ୍ବାବଧାନ କରିବେ ବରିଷ୍ଠ ଆଇପିଏସ୍‌: ୧୫ ପୁଲିସ ଅଧିକାରୀଙ୍କୁ ୧୭ ଜିଲ୍ଲା ଦାୟିତ୍ୱ

14 Oct 2023 By The Sakala

ଟିଉସନରୁ ଫେରୁଥିବାବେଳେ ବାଇକକୁ ଧକ୍କା ଦେଲା ପିକ୍‌ ଅପ୍‌ ଭ୍ୟାନ୍, ଚାଲିଗଲା ୨ ଛାତ୍ରଙ୍କ ଜୀବନ

ବାଙ୍କୀ : ବାଙ୍କୀ କଟକ ରାସ୍ତାର ରଣଶଙ୍ଖ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ବାଇକ ଓ ପିକଅପ ଭ୍ୟାନ୍ ଧକ୍କାରେ ଚାଲିଗଲା ୨ ଛାତ୍ରଙ୍କ ଜୀବନ, ଅନ୍ୟ ଜଣେ ଗୁରୁତର ଛାତ୍ରଙ୍କୁ କଟକ ସ୍ଥାନାନ୍ତର କରାଯାଇଛି । ଘଟଣାସ୍ଥଳରେ ଉତେଜନା । ବାଙ୍କୀର ଚକୁଳେଶ୍ୱର ଗାଁରୁ ତିନିଜଣ ଦଶମ ଶ୍ରେଣୀ ଛାତ୍ର ଟିଉସନ୍ ସାରି ଘରକୁ ବାଇକରେ ଫେରୁଥିବା ବେଳେ ରଣ ଶଙ୍ଖ ଠାରେ ଏକ ପିକ୍‌ ଅପ୍‌ ଭ୍ୟାନ ଧକ୍କା ଦେଇଥିଲା ।

ସୂଚନା ଅନୁସାରେ ତିନିଜଣ ଛାତ୍ର ବାଙ୍କୀ ହରିରାଜ ପୁର ଗ୍ରାମର ଆଉ ଜଣଙ୍କ ଘର ବାଙ୍କୀ ଅଞ୍ଚଳର ବୋଲି ଜଣାପଡିଛି । ତିନିଜଣ ଯାକ ଗୋଟିଏ ବାଇକରେ ଏକାଠି ବସି ଘରକୁ ଫେରିଥିବା ବେଳ ରଣ ଶଙ୍ଖ ନିକଟ ଟର୍ଣ୍ଣିଂ ପଏଣ୍ଟରେ ଘଟିଛି ଘଟଣା । ଘଟଣାସ୍ଥଳରେ ଦୁଇ ଜଣଙ୍କର ମୃତ ହୋଇଥିବା ବେଳେ । ଜଣଙ୍କୁ ଗୁରୁତର ଅବସ୍ଥାରେ କଟକ ବଡ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି। ଦୁର୍ଘଟଣା ପରେ କିଛି ସମୟ ପାଇଁ ରାସ୍ତା ଜାମ୍ ରହିଥିଲା ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର