କୋଭିଡ୍‌ ନିୟମ ଉଲଙ୍ଘନ, ସିଲ୍ ହେଲା ୨ଟି ଘରୋଇ କୋଚିଂ ସେଣ୍ଟର

The Sakala Picture
Published On

ଭୁବନେଶ୍ୱର: କୋଭିଡ୍‌ ନିୟମ ଉଲ୍ଲଂଘନ ଯୋଗୁ  ମଙ୍ଗଳବାର ରାଜଧାନୀ ଭୁବନେଶ୍ୱରରେ ଦୁଇଟି ଘରୋଇ କୋଚିଂ ସେଣ୍ଟରକୁ ବିଏମସି ସିଲ୍ କରିଛି। ଏହି କୋଚିଂ ସେଣ୍ଟର ହେଉଛି ନୟାପଲ୍ଲୀରେ ଅଦ୍ବିତୀୟ ଏକାଡେମୀ ଏବଂ କଲିଙ୍ଗ ଏକାଡେମୀ। ପୂର୍ବ ଦିନ ଆଇଆରସି ଭିଲେଜ୍‌ରେ ଥିବା ଏକ ଘରୋଇ କୋଚିଂ ସେଣ୍ଟରକୁ ମଧ୍ଯ ସିଲ୍ କରାଯାଇଥିଲା। କରୋନା ମାମଲାରେ ବୃଦ୍ଧି ପାଉଥିବାରୁ ରାଜ୍ଯ ସରକାର ଏପ୍ରିଲ ୧୯ରୁ ରାଜ୍ୟର ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଥିଲେ।

ଭୁବନେଶ୍ୱର: କୋଭିଡ୍‌ ନିୟମ ଉଲ୍ଲଂଘନ ଯୋଗୁ  ମଙ୍ଗଳବାର ରାଜଧାନୀ ଭୁବନେଶ୍ୱରରେ ଦୁଇଟି ଘରୋଇ କୋଚିଂ ସେଣ୍ଟରକୁ ବିଏମସି ସିଲ୍ କରିଛି। ଏହି କୋଚିଂ ସେଣ୍ଟର ହେଉଛି ନୟାପଲ୍ଲୀରେ ଅଦ୍ବିତୀୟ ଏକାଡେମୀ ଏବଂ କଲିଙ୍ଗ ଏକାଡେମୀ। ପୂର୍ବ ଦିନ ଆଇଆରସି ଭିଲେଜ୍‌ରେ ଥିବା ଏକ ଘରୋଇ କୋଚିଂ ସେଣ୍ଟରକୁ ମଧ୍ଯ ସିଲ୍ କରାଯାଇଥିଲା।

ଆହୁରି ପଢ଼ନ୍ତୁ: ସମଗ୍ର ଓଡ଼ିଶାକୁ ଛୁଇଁଲା ମୌସୁମୀ, ବର୍ଷା ବଢିବା ସହ ଖସିବ ତାପମାତ୍ରା

କରୋନା ମାମଲାରେ ବୃଦ୍ଧି ପାଉଥିବାରୁ ରାଜ୍ଯ ସରକାର ଏପ୍ରିଲ ୧୯ରୁ ରାଜ୍ୟର ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଥିଲେ।

ଆହୁରି ପଢ଼ନ୍ତୁ: ପୁରୀର ଐତିହାସିକ ଅଠରନଳା ଉପରେ ମାଂସ ରନ୍ଧା ଓ ଭୋଜିଭାତ: ଐତିହ୍ୟସ୍ଥଳୀର ଅବମାନନାକୁ ନେଇ ତୀବ୍ର ଅସନ୍ତୋଷ

20 Apr 2021 By The Sakala

କୋଭିଡ୍‌ ନିୟମ ଉଲଙ୍ଘନ, ସିଲ୍ ହେଲା ୨ଟି ଘରୋଇ କୋଚିଂ ସେଣ୍ଟର

ଭୁବନେଶ୍ୱର: କୋଭିଡ୍‌ ନିୟମ ଉଲ୍ଲଂଘନ ଯୋଗୁ  ମଙ୍ଗଳବାର ରାଜଧାନୀ ଭୁବନେଶ୍ୱରରେ ଦୁଇଟି ଘରୋଇ କୋଚିଂ ସେଣ୍ଟରକୁ ବିଏମସି ସିଲ୍ କରିଛି। ଏହି କୋଚିଂ ସେଣ୍ଟର ହେଉଛି ନୟାପଲ୍ଲୀରେ ଅଦ୍ବିତୀୟ ଏକାଡେମୀ ଏବଂ କଲିଙ୍ଗ ଏକାଡେମୀ। ପୂର୍ବ ଦିନ ଆଇଆରସି ଭିଲେଜ୍‌ରେ ଥିବା ଏକ ଘରୋଇ କୋଚିଂ ସେଣ୍ଟରକୁ ମଧ୍ଯ ସିଲ୍ କରାଯାଇଥିଲା।

କରୋନା ମାମଲାରେ ବୃଦ୍ଧି ପାଉଥିବାରୁ ରାଜ୍ଯ ସରକାର ଏପ୍ରିଲ ୧୯ରୁ ରାଜ୍ୟର ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଥିଲେ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର