ସରକାରୀ ହଷ୍ଟେଲ ନିର୍ମାଣରେ ଟଙ୍କା ହଡ଼ପ ମାମଲା: ଦୁଇ ଇଞ୍ଜିନିୟରଙ୍କୁ ବାନ୍ଧିଲା ଭିଜିଲାନ୍ସ

The Sakala Picture
Published On

ଭୁବନେଶ୍ୱର: ସୋନପୁର ଜିଲ୍ଲାରେ ଅନୁସୂଚିତ ଜାତି ଛାତ୍ରଛାତ୍ରୀଙ୍କ ପାଇଁ ହଷ୍ଟେଲ ନିର୍ମାଣରେ ୩୪ ଲକ୍ଷ ଟଙ୍କା ଆତ୍ମସାତ ମାମଲାରେ ଆଉ ଦୁଇ ଜଣଙ୍କୁ ଗିରଫ କରାଯାଇଛି। କୋଠା ନିର୍ମାଣ କରିଥିବା ଠିକା ସଂସ୍ଥାର ଦୁଇ ଇଞ୍ଜିନିୟରଙ୍କୁ ଗିରଫ କରିଛି ଭିଜିଲାନ୍ସ । ଗିରଫ ଇଞ୍ଜିନିୟରମାନେ ହେଲେ ସୌରଭ ଦେ ଓ ସପ୍ତର୍ଷି ଗୋସ୍ବାମୀ । ଦୁଇ ଇଞ୍ଜିନିୟର, ହଷ୍ଟେଲ ନିର୍ମାଣ କାର୍ଯ୍ୟର ଯାଞ୍ଚ ନକରି ଠିକାଦାରଙ୍କୁ ବିଲ୍‌ ପାସ କରାଇଥିଲେ। ତେବେ ଗିରଫ ପରେ ଉଭୟଙ୍କୁ କୋର୍ଟ […]

ଭୁବନେଶ୍ୱର: ସୋନପୁର ଜିଲ୍ଲାରେ ଅନୁସୂଚିତ ଜାତି ଛାତ୍ରଛାତ୍ରୀଙ୍କ ପାଇଁ ହଷ୍ଟେଲ ନିର୍ମାଣରେ ୩୪ ଲକ୍ଷ ଟଙ୍କା ଆତ୍ମସାତ ମାମଲାରେ ଆଉ ଦୁଇ ଜଣଙ୍କୁ ଗିରଫ କରାଯାଇଛି। କୋଠା ନିର୍ମାଣ କରିଥିବା ଠିକା ସଂସ୍ଥାର ଦୁଇ ଇଞ୍ଜିନିୟରଙ୍କୁ ଗିରଫ କରିଛି ଭିଜିଲାନ୍ସ । ଗିରଫ ଇଞ୍ଜିନିୟରମାନେ ହେଲେ ସୌରଭ ଦେ ଓ ସପ୍ତର୍ଷି ଗୋସ୍ବାମୀ । ଦୁଇ ଇଞ୍ଜିନିୟର, ହଷ୍ଟେଲ ନିର୍ମାଣ କାର୍ଯ୍ୟର ଯାଞ୍ଚ ନକରି ଠିକାଦାରଙ୍କୁ ବିଲ୍‌ ପାସ କରାଇଥିଲେ। ତେବେ ଗିରଫ ପରେ ଉଭୟଙ୍କୁ କୋର୍ଟ ଚାଲାଣ କରିଛି ଓଡ଼ିଶା ଭିଜିଲାନ୍ସ। ହଷ୍ଟେଲ ନିର୍ମାଣରେ ଅନିୟମିତତା ଓ ଅର୍ଥ ହଡ଼ପ ଅଭିଯୋଗରେ ପୂର୍ବରୁ କଣ୍ଟ୍ରାକ୍ଟର ବାପା ଓ ପୁଅଙ୍କୁ ଗିରଫ କରିସାରିଛି ଭିଜିଲାନ୍ସ। ଅନ୍ୟପଟେ ଆଜି ଏହି ମାମଲାରେ ଠିକା କମ୍ପାନିର ଭୁବନେଶ୍ବର ଅଫିସ ଓ କର୍ମଚାରୀଙ୍କ ଘରେ ଚଢାଉ କରିଥିଲା ଭିଜିଲାନ୍ସ।

ଆହୁରି ପଢ଼ନ୍ତୁ: ଡ୍ରପଆଉଟ୍‌ ପାଇଁ ଓଡ଼ିଶାରେ ବଢ଼ୁଛି ବାଲ୍ୟ ବିବାହ; ସାମାଜିକ ବିଧି ବ୍ୟବସ୍ଥା ଅନ୍ୟତମ ପ୍ରମୁଖ କାରଣ

04 Sep 2023 By The Sakala

ସରକାରୀ ହଷ୍ଟେଲ ନିର୍ମାଣରେ ଟଙ୍କା ହଡ଼ପ ମାମଲା: ଦୁଇ ଇଞ୍ଜିନିୟରଙ୍କୁ ବାନ୍ଧିଲା ଭିଜିଲାନ୍ସ

ଭୁବନେଶ୍ୱର: ସୋନପୁର ଜିଲ୍ଲାରେ ଅନୁସୂଚିତ ଜାତି ଛାତ୍ରଛାତ୍ରୀଙ୍କ ପାଇଁ ହଷ୍ଟେଲ ନିର୍ମାଣରେ ୩୪ ଲକ୍ଷ ଟଙ୍କା ଆତ୍ମସାତ ମାମଲାରେ ଆଉ ଦୁଇ ଜଣଙ୍କୁ ଗିରଫ କରାଯାଇଛି। କୋଠା ନିର୍ମାଣ କରିଥିବା ଠିକା ସଂସ୍ଥାର ଦୁଇ ଇଞ୍ଜିନିୟରଙ୍କୁ ଗିରଫ କରିଛି ଭିଜିଲାନ୍ସ । ଗିରଫ ଇଞ୍ଜିନିୟରମାନେ ହେଲେ ସୌରଭ ଦେ ଓ ସପ୍ତର୍ଷି ଗୋସ୍ବାମୀ । ଦୁଇ ଇଞ୍ଜିନିୟର, ହଷ୍ଟେଲ ନିର୍ମାଣ କାର୍ଯ୍ୟର ଯାଞ୍ଚ ନକରି ଠିକାଦାରଙ୍କୁ ବିଲ୍‌ ପାସ କରାଇଥିଲେ। ତେବେ ଗିରଫ ପରେ ଉଭୟଙ୍କୁ କୋର୍ଟ ଚାଲାଣ କରିଛି ଓଡ଼ିଶା ଭିଜିଲାନ୍ସ। ହଷ୍ଟେଲ ନିର୍ମାଣରେ ଅନିୟମିତତା ଓ ଅର୍ଥ ହଡ଼ପ ଅଭିଯୋଗରେ ପୂର୍ବରୁ କଣ୍ଟ୍ରାକ୍ଟର ବାପା ଓ ପୁଅଙ୍କୁ ଗିରଫ କରିସାରିଛି ଭିଜିଲାନ୍ସ। ଅନ୍ୟପଟେ ଆଜି ଏହି ମାମଲାରେ ଠିକା କମ୍ପାନିର ଭୁବନେଶ୍ବର ଅଫିସ ଓ କର୍ମଚାରୀଙ୍କ ଘରେ ଚଢାଉ କରିଥିଲା ଭିଜିଲାନ୍ସ।

https://www.thesakala.in/latest-odisha-news/two-engineers-arrested-in-the-case-of-misappropriation-of-money-in-the-construction-of-government-hostel/article-25120
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର