ସାପ କାମୁଡ଼ାରେ ଦୁଇ ସମ୍ପର୍କୀୟ ଭଉଣୀଙ୍କ ମୃତ୍ୟୁ

The Sakala Picture
Published On

ବୌଦ୍ଧ: ସାପ କାମୁଡ଼ାରେ ଗଲା ଦୁଇ ସମ୍ପର୍କୀୟ ଭଉଣୀଙ୍କ ଜୀବନ । ମୃତକ ହେଲେ କଣ୍ଟାମାଳ ଥାନା ଅନ୍ତର୍ଗତ ଗୌରୀବେଙ୍ଗସ ଗ୍ରାମର ସୌରୀନ୍ଦ୍ରୀ ନାଏକ ଓ ଝରଣା ଭୋଇ। ପୁଟାଖେତା ପତ୍ରଫଡ଼ିରେ ନିଜ ପରିବାର ସହ ଶୋଇଥିବା ବେଳେ ବିଷଧର ସାପ କାମୁଡାର ଶିକାର ହୋଇଥିଲେ। ପରେ କଣ୍ଟାମାଳ ମେଡିକାଲରେ ଭର୍ତ୍ତି କରିଥିଲେ ପରିବାରଲୋକେ। ତେବେ ସେଠାରେ ଉଭୟଙ୍କୁ ମୃତ ଘୋଷଣା କରିଥିଲେ ଡାକ୍ତର ।

ଆହୁରି ପଢ଼ନ୍ତୁ: ଗହୀରମଥାରେ ଅଣ୍ଡା ନଦେଇ ଫେରିଗଲେ ଅଲିଭ ରିଡ଼ଲେ କଇଁଛ, ଚିନ୍ତାରେ ପରିବେଶବିତ୍

23 Jun 2023 By The Sakala

ସାପ କାମୁଡ଼ାରେ ଦୁଇ ସମ୍ପର୍କୀୟ ଭଉଣୀଙ୍କ ମୃତ୍ୟୁ

ବୌଦ୍ଧ: ସାପ କାମୁଡ଼ାରେ ଗଲା ଦୁଇ ସମ୍ପର୍କୀୟ ଭଉଣୀଙ୍କ ଜୀବନ । ମୃତକ ହେଲେ କଣ୍ଟାମାଳ ଥାନା ଅନ୍ତର୍ଗତ ଗୌରୀବେଙ୍ଗସ ଗ୍ରାମର ସୌରୀନ୍ଦ୍ରୀ ନାଏକ ଓ ଝରଣା ଭୋଇ। ପୁଟାଖେତା ପତ୍ରଫଡ଼ିରେ ନିଜ ପରିବାର ସହ ଶୋଇଥିବା ବେଳେ ବିଷଧର ସାପ କାମୁଡାର ଶିକାର ହୋଇଥିଲେ। ପରେ କଣ୍ଟାମାଳ ମେଡିକାଲରେ ଭର୍ତ୍ତି କରିଥିଲେ ପରିବାରଲୋକେ। ତେବେ ସେଠାରେ ଉଭୟଙ୍କୁ ମୃତ ଘୋଷଣା କରିଥିଲେ ଡାକ୍ତର ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର