ସାବତ ମା’ ମାଡ଼ରେ ଦୁଇ ଶିଶୁ ଗୁରୁତର, ମେଡିକାଲରେ ଭର୍ତ୍ତି

The Sakala Picture
Published On

ଆଠଗଡ଼: ସାବତ ମା’ଙ୍କ ମାଡ଼ରେ ଦୁଇ ଶିଶୁ ଗୁରୁତର। ସ୍ଥାନୀୟ ଲୋକଙ୍କ ଦ୍ୱାରା ଦୁଇ ଶିଶୁ ଉଦ୍ଧାର ହୋଇଛନ୍ତି । ଗୁରୁତର ଭାବରେ ଆଠଗଡ଼ ମେଡିକାଲରେ ଭର୍ତ୍ତି ହୋଇଛନ୍ତି ଦୁଇ ଶିଶୁ। ଏଭଳି ଅଭାବନୀୟ ଘଟଣା ଘଟିଛି ଆଠଗଡ଼ ଥାନା ଅନ୍ତର୍ଗତ ଅଶୋକ ନଗର ଅଞ୍ଚଳରେ। ଶିଶୁ ଦୁଇ ଜଣଙ୍କୁ ଅତି ନିର୍ମମ ଭାବରେ ମାଡ଼ ମାରିଥିବା ଅଭିଯୋଗ ହୋଇଛି । ରଶିରେ ବାନ୍ଧି ବାଡିରେ ମାରିଥିବା ଅଭିଯୋଗ ଆଣିଲେ ଶିଶୁ। ଶିଶୁଙ୍କ ଶରୀରର ବିଭିନ୍ନ ସ୍ଥାନରେ […]

ଆଠଗଡ଼: ସାବତ ମା’ଙ୍କ ମାଡ଼ରେ ଦୁଇ ଶିଶୁ ଗୁରୁତର। ସ୍ଥାନୀୟ ଲୋକଙ୍କ ଦ୍ୱାରା ଦୁଇ ଶିଶୁ ଉଦ୍ଧାର ହୋଇଛନ୍ତି । ଗୁରୁତର ଭାବରେ ଆଠଗଡ଼ ମେଡିକାଲରେ ଭର୍ତ୍ତି ହୋଇଛନ୍ତି ଦୁଇ ଶିଶୁ। ଏଭଳି ଅଭାବନୀୟ ଘଟଣା ଘଟିଛି ଆଠଗଡ଼ ଥାନା ଅନ୍ତର୍ଗତ ଅଶୋକ ନଗର ଅଞ୍ଚଳରେ। ଶିଶୁ ଦୁଇ ଜଣଙ୍କୁ ଅତି ନିର୍ମମ ଭାବରେ ମାଡ଼ ମାରିଥିବା ଅଭିଯୋଗ ହୋଇଛି । ରଶିରେ ବାନ୍ଧି ବାଡିରେ ମାରିଥିବା ଅଭିଯୋଗ ଆଣିଲେ ଶିଶୁ। ଶିଶୁଙ୍କ ଶରୀରର ବିଭିନ୍ନ ସ୍ଥାନରେ ଗଭୀର ଆଘାତ ରହିଥିବା ଜଣାପଡିଛି ।

ଆହୁରି ପଢ଼ନ୍ତୁ: ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଖସିଗଲା ହୁଲକ୍ ଗିବନ୍, ପର୍ଯ୍ୟଟକ ପାଟି ଶୁଣି ପୁଣି ନିଜେ ଫେରିଲା ଖୁଆଡ଼କୁ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର