ଟ୍ରେନ୍ ଧକ୍କାରେ ଦୁଇ ଭାଇଙ୍କ ମୃତ୍ୟୁ

The Sakala Picture
Published On

ରାଉରକେଲା: ଟ୍ରେନ୍ ଧକ୍କାରେ ଦୁଇ ଭାଇଙ୍କ ମୃତ୍ୟୁ । ପାସେଞ୍ଜର ଟ୍ରେନ ଧକାରେ ଦୁଇଭାଇଙ୍କର ମୃତ୍ୟୁ  ଘଟିଛି। ମୃତ ଦୁଇ ଭାଇ ବାସନ୍ତୀ କଲୋନି ହରିପୁର ବସ୍ତିର ବୋଲି ଜଣାଯାଇଛି।  ଘଟଣାସ୍ଥଳରୁ ଜିଆରପି ଉଭୟଙ୍କ ମୃତଦେହ ଉଦ୍ଧାର କରିଛି।

ରାଉରକେଲା: ଟ୍ରେନ୍ ଧକ୍କାରେ ଦୁଇ ଭାଇଙ୍କ ମୃତ୍ୟୁ । ପାସେଞ୍ଜର ଟ୍ରେନ ଧକାରେ ଦୁଇଭାଇଙ୍କର ମୃତ୍ୟୁ  ଘଟିଛି। ମୃତ ଦୁଇ ଭାଇ ବାସନ୍ତୀ କଲୋନି ହରିପୁର ବସ୍ତିର ବୋଲି ଜଣାଯାଇଛି।  ଘଟଣାସ୍ଥଳରୁ ଜିଆରପି ଉଭୟଙ୍କ ମୃତଦେହ ଉଦ୍ଧାର କରିଛି।

ଆହୁରି ପଢ଼ନ୍ତୁ: ଓଡ଼ିଶା ଡିଜିପି ନିଯୁକ୍ତି ମାମଲା: ଶୁଣାଣିକୁ ସେପ୍ଟେମ୍ବର ୭କୁ ଘୁଞ୍ଚାଇଲେ ସୁପ୍ରିମକୋର୍ଟ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର