ମନୋରଞ୍ଜନ

ଟେଲିଭିଜନ୍ ଅଭିନେତ୍ରୀ ସଞ୍ଚିତା ଉଗଲେଙ୍କ ଆତ୍ମହତ୍ୟା: ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ତାରିଖ ସହ ରହିଛି ସଂଯୋଗ, ଶେଷ ପୋଷ୍ଟକୁ ନେଇ ଚର୍ଚ୍ଚା
'୩୭୦ ଟଙ୍କାର ବିରିୟାନୀ' ବିବାଦ: କ୍ଷମା ମାଗିଲେ କମେଡିଆନ୍ ପ୍ରଣୀତ ମୋରେ, କହିଲେ- 'ମୁଁ ଏହି ଘୃଣାର ଯୋଗ୍ୟ'
ସଲମାନ ଖାନ ଏବଂ ଲରେନ୍ସ ବିଷ୍ଣୋଇଙ୍କ ବିବାଦ ଉପରେ ଆଧାରିତ ଫିଲ୍ମ 'କାଲା ହିରଣ'ର ଫାଷ୍ଟ ଲୁକ୍ ରିଲିଜ୍
ମନି ଲଣ୍ଡରିଂ ମାମଲା: ଜ୍ୟାକଲିନ ଫର୍ଣ୍ଣାଣ୍ଡିଜଙ୍କ ଆବେଦନ ଶୁଣାଣିରୁ ଓହରିଲେ ସୁପ୍ରିମକୋର୍ଟ ବିଚାରପତି, ଜୁନ ୨୫ରେ ପରବର୍ତ୍ତୀ ଶୁଣାଣି
ଗାୟକ ଗୁରୁ ରନ୍ଧାୱାଙ୍କ ଜିମ୍ ଉପରକୁ ଗୁଳିମାଡ଼: ସଲମାନ ଖାନଙ୍କ ସହ ସମ୍ପର୍କ ପାଇଁ ଆକ୍ରମଣ କରାଇଥିବା ଦାବି କଲା ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ

ଦୁର୍ଘଟଣା ଘଟାଇ ଫେରାର ହୋଇଯାଉଥିଲା ଟ୍ରକ ଚାଳକ: ସ୍ଥାନୀୟଲୋକେ କାବୁ କରି ନିସ୍ତୁକ ପିଟିଲେ

The Sakala Picture
Published On

ବଲାଙ୍ଗୀର: ଟ୍ରକ ଡ୍ରାଇଭରକୁ ନିସ୍ତୁକ ମାଡ଼। ଦୁର୍ଘଟଣା ଘଟାଇ ଫେରାର ହୋଇଯାଉଥିବାବେଳେ ଟ୍ରକ ଡ୍ରାଇଭରକୁ କାବୁ କରି ସ୍ଥାନୀୟ ବାସିନ୍ଦା ନିସ୍ତୁକ ମାଡ ମାରିଛନ୍ତି। ପୋଲିସ ହେପାଜତରେ ଥିବାବେଳେ ଡ୍ରାଇଭରକୁ ନିସ୍ତୁକ ମାଡ଼ ମାରିଛନ୍ତି ସ୍ଥାନୀୟ ଲୋକ। ଏପରି ଏକ ଘଟଣା ଘଟିଛି ସୋନପୁର ସାତମାଇଲ ଛକରେ। ୫୭ନଂ ଜାତୀୟ ରାଜପଥ ସାତମାଇଲ ଛକ ଠାରେ ଟ୍ରକ ଧକ୍କାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଥିବା ବେଳେ ଜଣେ ଗୁରୁତର ହୋଇଥିଲେ। ଗୁରୁତରଙ୍କୁ ସ୍ଥାନୀୟ ଲୋକମାନେ ଉଦ୍ଧାର କରି […]

ବଲାଙ୍ଗୀର: ଟ୍ରକ ଡ୍ରାଇଭରକୁ ନିସ୍ତୁକ ମାଡ଼। ଦୁର୍ଘଟଣା ଘଟାଇ ଫେରାର ହୋଇଯାଉଥିବାବେଳେ ଟ୍ରକ ଡ୍ରାଇଭରକୁ କାବୁ କରି ସ୍ଥାନୀୟ ବାସିନ୍ଦା ନିସ୍ତୁକ ମାଡ ମାରିଛନ୍ତି। ପୋଲିସ ହେପାଜତରେ ଥିବାବେଳେ ଡ୍ରାଇଭରକୁ ନିସ୍ତୁକ ମାଡ଼ ମାରିଛନ୍ତି ସ୍ଥାନୀୟ ଲୋକ। ଏପରି ଏକ ଘଟଣା ଘଟିଛି ସୋନପୁର ସାତମାଇଲ ଛକରେ। ୫୭ନଂ ଜାତୀୟ ରାଜପଥ ସାତମାଇଲ ଛକ ଠାରେ ଟ୍ରକ ଧକ୍କାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଥିବା ବେଳେ ଜଣେ ଗୁରୁତର ହୋଇଥିଲେ। ଗୁରୁତରଙ୍କୁ ସ୍ଥାନୀୟ ଲୋକମାନେ ଉଦ୍ଧାର କରି ବଲାଙ୍ଗୀର ମେଡିକାଲ କଲେଜ ହସ୍ପିଟାଲରେ ଭର୍ତ୍ତି କରିଛନ୍ତି। ମୃତକ ହେଲେ କୁଲେରବାହାଲି ଗାଁର ଅର୍ଜୁନ ବାଗ। ଗୁରୁତର ବ୍ୟକ୍ତି ହେଲେ ଲମ୍ବୋଦର ବଗର୍ତ୍ତି ।

ଆହୁରି ପଢ଼ନ୍ତୁ: ଏନକାଉଣ୍ଟରରେ ଦୁର୍ଦ୍ଦାନ୍ତ ଅପରାଧୀ ପପୁ ମଲ୍ଲିକ ଆହତ, ୩ ପୋଲିସ କର୍ମଚାରୀ ବି ଆହତ

ସୂଚନା ଅନୁଯାୟୀ, ଅର୍ଜୁନ ଓ ଲମ୍ବୋଦର ଏକ ମୋଟର ସାଇକେଲରେ ଯାଉଥିବା ବେଳେ ଟ୍ରକ ସହ ମୁହାଁମୁହିଁ ଧକ୍କା ହୋଇଥିଲେ। ଘଟଣା ସ୍ଥଳରେ ହିଁ ଅର୍ଜୁନଙ୍କ ମୃତ୍ୟୁ ଘଟିଛି। ଦୁର୍ଘଟଣା ପରେ ଟ୍ରକ ଡ୍ରାଇଭର ଗାଡ଼ି ଛାଡି ଫେରାର ମାରିବାକୁ ଚେଷ୍ଟା କରୁଥିବା ବେଳେ ସ୍ଥାନୀୟ ଲୋକେ ଡ୍ରାଇଭରକୁ କାବୁ କରି ପୁଇଁତଲା ପୋଲିସକୁ ଖବର ଦେଇଥିଲେ। ପୋଲିସ ଘଟଣାସ୍ଥଳରେ ପହଞ୍ଚିବା ପରେ ଉତ୍ତେଜନା ପ୍ରକାଶ ପାଇଥିଲା । ପୋଲିସ ହେପାଜତରେ ଥିବା ଟ୍ରକ ଡ୍ରାଇଭରକୁ ମରଣାନ୍ତକ ଆକ୍ରମଣ କରିଥିଲେ ଉତ୍ତ୍ୟକ୍ତ ଲୋକେ । ମୃତଦେହ ରଖି ବଲାଙ୍ଗିର-ସୋନପୁର ରାସ୍ତା ଅବରୋଧ କରିଛନ୍ତି ଲୋକେ।

ଆହୁରି ପଢ଼ନ୍ତୁ: ଓଡ଼ିଶାରେ ମୋହନ ସରକାରକୁ ପୂରିଲା ୨ ବର୍ଷ: ଲୋକପ୍ରିୟତା ତଉଲିବ ଆଗାମୀ ପଞ୍ଚାୟତ ଓ ପୌର ନିର୍ବାଚନ

17 Sep 2021 By The Sakala

ଦୁର୍ଘଟଣା ଘଟାଇ ଫେରାର ହୋଇଯାଉଥିଲା ଟ୍ରକ ଚାଳକ: ସ୍ଥାନୀୟଲୋକେ କାବୁ କରି ନିସ୍ତୁକ ପିଟିଲେ

ବଲାଙ୍ଗୀର: ଟ୍ରକ ଡ୍ରାଇଭରକୁ ନିସ୍ତୁକ ମାଡ଼। ଦୁର୍ଘଟଣା ଘଟାଇ ଫେରାର ହୋଇଯାଉଥିବାବେଳେ ଟ୍ରକ ଡ୍ରାଇଭରକୁ କାବୁ କରି ସ୍ଥାନୀୟ ବାସିନ୍ଦା ନିସ୍ତୁକ ମାଡ ମାରିଛନ୍ତି। ପୋଲିସ ହେପାଜତରେ ଥିବାବେଳେ ଡ୍ରାଇଭରକୁ ନିସ୍ତୁକ ମାଡ଼ ମାରିଛନ୍ତି ସ୍ଥାନୀୟ ଲୋକ। ଏପରି ଏକ ଘଟଣା ଘଟିଛି ସୋନପୁର ସାତମାଇଲ ଛକରେ। ୫୭ନଂ ଜାତୀୟ ରାଜପଥ ସାତମାଇଲ ଛକ ଠାରେ ଟ୍ରକ ଧକ୍କାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଥିବା ବେଳେ ଜଣେ ଗୁରୁତର ହୋଇଥିଲେ। ଗୁରୁତରଙ୍କୁ ସ୍ଥାନୀୟ ଲୋକମାନେ ଉଦ୍ଧାର କରି ବଲାଙ୍ଗୀର ମେଡିକାଲ କଲେଜ ହସ୍ପିଟାଲରେ ଭର୍ତ୍ତି କରିଛନ୍ତି। ମୃତକ ହେଲେ କୁଲେରବାହାଲି ଗାଁର ଅର୍ଜୁନ ବାଗ। ଗୁରୁତର ବ୍ୟକ୍ତି ହେଲେ ଲମ୍ବୋଦର ବଗର୍ତ୍ତି ।

ସୂଚନା ଅନୁଯାୟୀ, ଅର୍ଜୁନ ଓ ଲମ୍ବୋଦର ଏକ ମୋଟର ସାଇକେଲରେ ଯାଉଥିବା ବେଳେ ଟ୍ରକ ସହ ମୁହାଁମୁହିଁ ଧକ୍କା ହୋଇଥିଲେ। ଘଟଣା ସ୍ଥଳରେ ହିଁ ଅର୍ଜୁନଙ୍କ ମୃତ୍ୟୁ ଘଟିଛି। ଦୁର୍ଘଟଣା ପରେ ଟ୍ରକ ଡ୍ରାଇଭର ଗାଡ଼ି ଛାଡି ଫେରାର ମାରିବାକୁ ଚେଷ୍ଟା କରୁଥିବା ବେଳେ ସ୍ଥାନୀୟ ଲୋକେ ଡ୍ରାଇଭରକୁ କାବୁ କରି ପୁଇଁତଲା ପୋଲିସକୁ ଖବର ଦେଇଥିଲେ। ପୋଲିସ ଘଟଣାସ୍ଥଳରେ ପହଞ୍ଚିବା ପରେ ଉତ୍ତେଜନା ପ୍ରକାଶ ପାଇଥିଲା । ପୋଲିସ ହେପାଜତରେ ଥିବା ଟ୍ରକ ଡ୍ରାଇଭରକୁ ମରଣାନ୍ତକ ଆକ୍ରମଣ କରିଥିଲେ ଉତ୍ତ୍ୟକ୍ତ ଲୋକେ । ମୃତଦେହ ରଖି ବଲାଙ୍ଗିର-ସୋନପୁର ରାସ୍ତା ଅବରୋଧ କରିଛନ୍ତି ଲୋକେ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର