ଉପର ମୁହାଁ କରୋନା ଗ୍ରାଫ: ରାଜ୍ଯରେ ୪ଶହ ପାର କଲା ଦୈନିକ ସଂକ୍ରମଣ
ଭୁବନେଶ୍ବର: ରାଜ୍ଯରେ ପୁଣି କରୋନା ଗ୍ରାଫ ଉପର ମୁହାଁ ହୋଇଛି । କ୍ରମାଗତ ଭାବ ଦୈନିକ ସଂକ୍ରମଣ ବଢିବାରେ ଲାଗିଛି। ଆଜି ଦୈନିକ ସଂକ୍ରମଣ ୪୦୦ ପାର କରିଛି। ୨୪ଘଣ୍ଟାରେ ୨୪ ଜିଲ୍ଲା ଓ ଷ୍ଟେଟ ପୁଲରୁ ମୋଟ୍ ୪୨୮ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେଥିମଧ୍ଯରୁ ମଧ୍ୟରୁ କ୍ୱାରେଣ୍ଟାଇନରୁ ୨୫୧ ଜଣ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ସଂକ୍ରମଣଙ୍କ ସଂଖ୍ୟା ୧୭୭ ଜଣ ରହିଛନ୍ତି। ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ୧୮ ବର୍ଷରୁ କମ୍ ବୟସର […]
ଭୁବନେଶ୍ବର: ରାଜ୍ଯରେ ପୁଣି କରୋନା ଗ୍ରାଫ ଉପର ମୁହାଁ ହୋଇଛି । କ୍ରମାଗତ ଭାବ ଦୈନିକ ସଂକ୍ରମଣ ବଢିବାରେ ଲାଗିଛି। ଆଜି ଦୈନିକ ସଂକ୍ରମଣ ୪୦୦ ପାର କରିଛି। ୨୪ଘଣ୍ଟାରେ ୨୪ ଜିଲ୍ଲା ଓ ଷ୍ଟେଟ ପୁଲରୁ ମୋଟ୍ ୪୨୮ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେଥିମଧ୍ଯରୁ ମଧ୍ୟରୁ କ୍ୱାରେଣ୍ଟାଇନରୁ ୨୫୧ ଜଣ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ସଂକ୍ରମଣଙ୍କ ସଂଖ୍ୟା ୧୭୭ ଜଣ ରହିଛନ୍ତି। ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ୧୮ ବର୍ଷରୁ କମ୍ ବୟସର ୫୬ ଜଣ ପଜିଟିଭ ରହିଛନ୍ତି। ଖୋର୍ଦ୍ଧରୁ ସର୍ବାଧିକ ୧୮୩ ଓ କଟକରୁ ୮୮ ଜଣ ଚିହ୍ନଟ ହୋଇଥିବା ବେଳେ ରାଜ୍ୟରେ ମୋଟ ସକ୍ରିୟ ମାମଲା ୨୨୩୫ କୁ ବୃଦ୍ଧି ପାଇଛି।
Covid-19 Report For 6th July
ଆହୁରି ପଢ଼ନ୍ତୁ: ରାଜ୍ୟସଭା ପାଇଁ ନାମାଙ୍କନ ଭରିଲେ ବିଜେପି ପ୍ରାର୍ଥୀ ମନମୋହନ ଓ ସୁଜିତ କୁମାର, ସ୍ଵାଧୀନରେ ଲଢିବେ ଦିଲ୍ଲୀପNew Positive Cases: 428
Of which 0-18 years: 56
In quarantine: 251
Local contacts: 177ଆହୁରି ପଢ଼ନ୍ତୁ: ଅର୍ଜୁନ ତେନ୍ଦୁଲକର ଓ ସାନିଆ ଚାନ୍ଦୋକଙ୍କ ବିବାହ ସମ୍ପନ୍ନ: ମୁମ୍ବାଇରେ ଏକାଠି ହେଲେ କ୍ରିକେଟ ଓ ବଲିଉଡ ତାରକା(Details of local contacts will be shared by concerned District)
1. Balasore: 22
2. Bargarh: 4
3. Bhadrak: 5
4. Cuttack: 88
5. Deogarh: 1
6. Ganjam: 1— I & PR Department, Odisha (@IPR_Odisha) July 7, 2022
7. Jagatsinghpur: 6
8. Jajpur: 5
9. Jharsuguda: 4
10. Kalahandi: 1
11. Kandhamal: 1
12. Kendrapada: 2
13. Khurda: 183
14. Koraput: 1
15. Malkangiri: 2
16. Mayurbhanj: 8
17. Nayagarh: 4
18. Nuapada: 3
19. Puri: 11
20. Rayagada: 2
21. Sambalpur: 9— I & PR Department, Odisha (@IPR_Odisha) July 7, 2022
22. Sonepur: 2
23. Sundargarh: 20
24. State Pool: 43New recoveries: 150
Cumulative tested: 32180824
Positive: 1291946
Recovered: 1280532
Active cases: 2235— I & PR Department, Odisha (@IPR_Odisha) July 7, 2022
ଉପର ମୁହାଁ କରୋନା ଗ୍ରାଫ: ରାଜ୍ଯରେ ୪ଶହ ପାର କଲା ଦୈନିକ ସଂକ୍ରମଣ
ଭୁବନେଶ୍ବର: ରାଜ୍ଯରେ ପୁଣି କରୋନା ଗ୍ରାଫ ଉପର ମୁହାଁ ହୋଇଛି । କ୍ରମାଗତ ଭାବ ଦୈନିକ ସଂକ୍ରମଣ ବଢିବାରେ ଲାଗିଛି। ଆଜି ଦୈନିକ ସଂକ୍ରମଣ ୪୦୦ ପାର କରିଛି। ୨୪ଘଣ୍ଟାରେ ୨୪ ଜିଲ୍ଲା ଓ ଷ୍ଟେଟ ପୁଲରୁ ମୋଟ୍ ୪୨୮ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେଥିମଧ୍ଯରୁ ମଧ୍ୟରୁ କ୍ୱାରେଣ୍ଟାଇନରୁ ୨୫୧ ଜଣ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ସଂକ୍ରମଣଙ୍କ ସଂଖ୍ୟା ୧୭୭ ଜଣ ରହିଛନ୍ତି। ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ୧୮ ବର୍ଷରୁ କମ୍ ବୟସର ୫୬ ଜଣ ପଜିଟିଭ ରହିଛନ୍ତି। ଖୋର୍ଦ୍ଧରୁ ସର୍ବାଧିକ ୧୮୩ ଓ କଟକରୁ ୮୮ ଜଣ ଚିହ୍ନଟ ହୋଇଥିବା ବେଳେ ରାଜ୍ୟରେ ମୋଟ ସକ୍ରିୟ ମାମଲା ୨୨୩୫ କୁ ବୃଦ୍ଧି ପାଇଛି।
Covid-19 Report For 6th July
New Positive Cases: 428
Of which 0-18 years: 56
In quarantine: 251
Local contacts: 177(Details of local contacts will be shared by concerned District)