କୁବେର ଅଫିସର ନିହାର ରଞ୍ଜନ ଦାଶ ଓ ତାଙ୍କ ପତ୍ନୀଙ୍କୁ ଆଜି ମୁହାଁମୁହିଁ ଜେରା କରିବ ଭିଜିଲାନ୍ସ

The Sakala Picture
Published On

ଭୁବନେଶ୍ୱର: ଅତିରିକ୍ତ ମୁଖ୍ୟଯନ୍ତ୍ରୀ ନିହାର ରଞ୍ଜନ ଦାଶଙ୍କୁ ରିମାଣ୍ଡରେ ନେବା ପରେ ପ୍ରଥମ ଦିନରେ ଭିଜିଲାନ୍ସକୁ ବହୁ ଗୁରୁତ୍ୱପୂର୍ଣ୍ଣ ସୂଚନା ମିଳିଛି। RWSS ର ଭୁବନେଶ୍ୱର ସର୍କଲର ଅତିରିକ୍ତ ମୁଖ୍ୟଯନ୍ତ୍ରୀ ନିହାର ରଞ୍ଜନ ଦାଶ । ନିହାର ଓ ତାଙ୍କ ପତ୍ନୀଙ୍କୁ ଆଜି ମୁହାଁମୁହିଁ ଜେରା କରିବ ଭିଜିଲାନ୍ସ । ଚଢ଼ାଉ ବେଳେ ୩୮ଟି କ୍ରିପ୍ଟ ୱାଲେଟ ମିଳିଥିବା ବେଳେ ଗତକାଲି ଆହୁରି ୫୦ଟି ମିଳିଛି । ମୁମ୍ବାଇରୁ ଆସି ଖୋଳତାଡ଼ କରୁଛନ୍ତି କ୍ରିପ୍ଟ କରେନ୍ସି ଏକ୍ସପର୍ଟ […]

ଭୁବନେଶ୍ୱର: ଅତିରିକ୍ତ ମୁଖ୍ୟଯନ୍ତ୍ରୀ ନିହାର ରଞ୍ଜନ ଦାଶଙ୍କୁ ରିମାଣ୍ଡରେ ନେବା ପରେ ପ୍ରଥମ ଦିନରେ ଭିଜିଲାନ୍ସକୁ ବହୁ ଗୁରୁତ୍ୱପୂର୍ଣ୍ଣ ସୂଚନା ମିଳିଛି। RWSS ର ଭୁବନେଶ୍ୱର ସର୍କଲର ଅତିରିକ୍ତ ମୁଖ୍ୟଯନ୍ତ୍ରୀ ନିହାର ରଞ୍ଜନ ଦାଶ । ନିହାର ଓ ତାଙ୍କ ପତ୍ନୀଙ୍କୁ ଆଜି ମୁହାଁମୁହିଁ ଜେରା କରିବ ଭିଜିଲାନ୍ସ । ଚଢ଼ାଉ ବେଳେ ୩୮ଟି କ୍ରିପ୍ଟ ୱାଲେଟ ମିଳିଥିବା ବେଳେ ଗତକାଲି ଆହୁରି ୫୦ଟି ମିଳିଛି ।

ଆହୁରି ପଢ଼ନ୍ତୁ: ଆସାମରେ ବାୟୁସେନାର ସୁଖୋଇ-୩୦ ଯୁଦ୍ଧ ବିମାନ ଦୁର୍ଘଟଣାଗ୍ରସ୍ତ, ୨ ପାଇଲଟ୍ ଶହୀଦ

ମୁମ୍ବାଇରୁ ଆସି ଖୋଳତାଡ଼ କରୁଛନ୍ତି କ୍ରିପ୍ଟ କରେନ୍ସି ଏକ୍ସପର୍ଟ । ସ୍ତ୍ରୀଙ୍କ ନାଁରେ କ୍ରିପ୍ଟୋ କରେନ୍ସିରେ ବିନିଯୋଗ ହୋଇଥିଲା ୬ କୋଟି ଟଙ୍କା। ୬ ଟି ସ୍ଥାନରେ ଏକକାଳୀନ ଚଢ଼ାଉ କରି ବାବୁଙ୍କୁ ବାନ୍ଧିଥିଲା ଭିଜିଲାନ୍ସ । ସମ୍ବଲପୁରରେ ବାବୁଙ୍କର ଥିଲା ୮ଟି ପ୍ଲଟ, ଭୁବନେଶ୍ୱରରେ ଥିଲା ଫ୍ଲାଟ । ଭିଜିଲାନ୍ସକୁ ଚକମା ଦେବାକୁ ଫୋପାଡ଼ି ଦେଇଥିଲେ ମୋବାଇଲ । ସମ୍ବଲପୁର, ବରଗଡ଼ ଓ ଭୁବନେଶ୍ୱରରେ ହୋଇଥିଲା ମାରାଥନ ରେଡ଼ । ପୁଅ ନାଁରେ ସେୟାର ମାର୍କେଟରେ ଟଙ୍କା ଲାଗିଥିବା ପ୍ରମାଣ ପାଇଛି ଭିଜିଲାନ୍ସ । କିଛି ସ୍କାନର ଓ ୱେବସାଇଟ ଲିଙ୍କକୁ ନେଇ ଚାଲିଛି ଖୋଳତାଡ଼ ।

ଆହୁରି ପଢ଼ନ୍ତୁ: ଓଡ଼ିଶାରେ ହୋଲି ବେଳେ ବଡ଼ ଅଘଟଣ: ଗାଧୋଇବା ବେଳେ ପାଣିରେ ବୁଡ଼ି ୯ ମୃତ, ଜଣେ ନିଖୋଜ

04 Nov 2022 By The Sakala

କୁବେର ଅଫିସର ନିହାର ରଞ୍ଜନ ଦାଶ ଓ ତାଙ୍କ ପତ୍ନୀଙ୍କୁ ଆଜି ମୁହାଁମୁହିଁ ଜେରା କରିବ ଭିଜିଲାନ୍ସ

ଭୁବନେଶ୍ୱର: ଅତିରିକ୍ତ ମୁଖ୍ୟଯନ୍ତ୍ରୀ ନିହାର ରଞ୍ଜନ ଦାଶଙ୍କୁ ରିମାଣ୍ଡରେ ନେବା ପରେ ପ୍ରଥମ ଦିନରେ ଭିଜିଲାନ୍ସକୁ ବହୁ ଗୁରୁତ୍ୱପୂର୍ଣ୍ଣ ସୂଚନା ମିଳିଛି। RWSS ର ଭୁବନେଶ୍ୱର ସର୍କଲର ଅତିରିକ୍ତ ମୁଖ୍ୟଯନ୍ତ୍ରୀ ନିହାର ରଞ୍ଜନ ଦାଶ । ନିହାର ଓ ତାଙ୍କ ପତ୍ନୀଙ୍କୁ ଆଜି ମୁହାଁମୁହିଁ ଜେରା କରିବ ଭିଜିଲାନ୍ସ । ଚଢ଼ାଉ ବେଳେ ୩୮ଟି କ୍ରିପ୍ଟ ୱାଲେଟ ମିଳିଥିବା ବେଳେ ଗତକାଲି ଆହୁରି ୫୦ଟି ମିଳିଛି ।

ମୁମ୍ବାଇରୁ ଆସି ଖୋଳତାଡ଼ କରୁଛନ୍ତି କ୍ରିପ୍ଟ କରେନ୍ସି ଏକ୍ସପର୍ଟ । ସ୍ତ୍ରୀଙ୍କ ନାଁରେ କ୍ରିପ୍ଟୋ କରେନ୍ସିରେ ବିନିଯୋଗ ହୋଇଥିଲା ୬ କୋଟି ଟଙ୍କା। ୬ ଟି ସ୍ଥାନରେ ଏକକାଳୀନ ଚଢ଼ାଉ କରି ବାବୁଙ୍କୁ ବାନ୍ଧିଥିଲା ଭିଜିଲାନ୍ସ । ସମ୍ବଲପୁରରେ ବାବୁଙ୍କର ଥିଲା ୮ଟି ପ୍ଲଟ, ଭୁବନେଶ୍ୱରରେ ଥିଲା ଫ୍ଲାଟ । ଭିଜିଲାନ୍ସକୁ ଚକମା ଦେବାକୁ ଫୋପାଡ଼ି ଦେଇଥିଲେ ମୋବାଇଲ । ସମ୍ବଲପୁର, ବରଗଡ଼ ଓ ଭୁବନେଶ୍ୱରରେ ହୋଇଥିଲା ମାରାଥନ ରେଡ଼ । ପୁଅ ନାଁରେ ସେୟାର ମାର୍କେଟରେ ଟଙ୍କା ଲାଗିଥିବା ପ୍ରମାଣ ପାଇଛି ଭିଜିଲାନ୍ସ । କିଛି ସ୍କାନର ଓ ୱେବସାଇଟ ଲିଙ୍କକୁ ନେଇ ଚାଲିଛି ଖୋଳତାଡ଼ ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର