ଆଜି ‘ନିଟ୍‍’ ପ୍ରବେଶିକା ପରୀକ୍ଷା; ରାଜ୍ୟରେ ୧୬ ପରୀକ୍ଷା କେନ୍ଦ୍ର

The Sakala Picture
Published On

ଭୁବନେଶ୍ୱର: ଡାକ୍ତରୀ ନାମଲେଖା ପାଇଁ ‘ନିଟ୍‍’ ୟୁଜି ପ୍ରବେଶିକା ଆଜି(ରବିବାର) ଅନୁଷ୍ଠିତ ହେବ। ଏନଟିଏ ପକ୍ଷରୁ ପରୀକ୍ଷା ଆୟୋଜିତ ହୋଉଥିବା ବେଳେ ଭାରତର ୪୯୭ଟି ସହର ଓ ବିଦେଶର ୧୪ଟି ସହରରେ ପ୍ରବେଶିକା ଅନୁଷ୍ଠିତ ହେବ। ସର୍ବଭାରତୀୟ ସ୍ତରରେ ଚଳିତ ବର୍ଷ ୧୮ଲକ୍ଷ ୭୨ ହଜାର ୩୪୧ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେବାକୁ ଥିବାବେଳେ ଓଡ଼ିଶାର ୧୬ଟି ସହର ଅନୁଗୋଳ, ବାଲେଶ୍ୱର, ବ୍ରହ୍ମପୁର, ଭୁବନେଶ୍ୱର, କଟକ, ରାଉଲକେଲା, ସମ୍ବଲପୁର, ବଲାଙ୍ଗିର, ଭବାନୀପାଟଣା, କେନ୍ଦୁଝର, କୋରାପୁଟ, ମାଲକାନାଗିରି, ପାରଳାଖମୁଣ୍ଡି, ଫୁଲବାଣୀ, […]

ଭୁବନେଶ୍ୱର: ଡାକ୍ତରୀ ନାମଲେଖା ପାଇଁ ‘ନିଟ୍‍’ ୟୁଜି ପ୍ରବେଶିକା ଆଜି(ରବିବାର) ଅନୁଷ୍ଠିତ ହେବ। ଏନଟିଏ ପକ୍ଷରୁ ପରୀକ୍ଷା ଆୟୋଜିତ ହୋଉଥିବା ବେଳେ ଭାରତର ୪୯୭ଟି ସହର ଓ ବିଦେଶର ୧୪ଟି ସହରରେ ପ୍ରବେଶିକା ଅନୁଷ୍ଠିତ ହେବ। ସର୍ବଭାରତୀୟ ସ୍ତରରେ ଚଳିତ ବର୍ଷ ୧୮ଲକ୍ଷ ୭୨ ହଜାର ୩୪୧ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେବାକୁ ଥିବାବେଳେ ଓଡ଼ିଶାର ୧୬ଟି ସହର ଅନୁଗୋଳ, ବାଲେଶ୍ୱର, ବ୍ରହ୍ମପୁର, ଭୁବନେଶ୍ୱର, କଟକ, ରାଉଲକେଲା, ସମ୍ବଲପୁର, ବଲାଙ୍ଗିର, ଭବାନୀପାଟଣା, କେନ୍ଦୁଝର, କୋରାପୁଟ, ମାଲକାନାଗିରି, ପାରଳାଖମୁଣ୍ଡି, ଫୁଲବାଣୀ, ରାୟଗଡ଼ା, ପୁରୀରେ ପିଲାଙ୍କ ପରୀକ୍ଷା ପାଇଁ ବନ୍ଦୋବସ୍ତ ହୋଇଛି। ପରୀକ୍ଷା ଅପରାହ୍ଣ ୨ଟା ରୁ ୫ଟା ୨୦ ମଧ୍ୟରେ ଅନୁଷ୍ଠିତ ହେବ।

ଆହୁରି ପଢ଼ନ୍ତୁ: ଶ୍ରୀମନ୍ଦିରରେ ଆରମ୍ଭ ହେବ 'ଇ-ହୁଣ୍ଡି' ବ୍ୟବସ୍ଥା: ଘରେ ବସି ଶ୍ରୀଜୀଉଙ୍କୁ ଦାନ କରିପାରିବେ ଦେଶବିଦେଶର ଭକ୍ତ

17 Jul 2022 By The Sakala

ଆଜି ‘ନିଟ୍‍’ ପ୍ରବେଶିକା ପରୀକ୍ଷା; ରାଜ୍ୟରେ ୧୬ ପରୀକ୍ଷା କେନ୍ଦ୍ର

ଭୁବନେଶ୍ୱର: ଡାକ୍ତରୀ ନାମଲେଖା ପାଇଁ ‘ନିଟ୍‍’ ୟୁଜି ପ୍ରବେଶିକା ଆଜି(ରବିବାର) ଅନୁଷ୍ଠିତ ହେବ। ଏନଟିଏ ପକ୍ଷରୁ ପରୀକ୍ଷା ଆୟୋଜିତ ହୋଉଥିବା ବେଳେ ଭାରତର ୪୯୭ଟି ସହର ଓ ବିଦେଶର ୧୪ଟି ସହରରେ ପ୍ରବେଶିକା ଅନୁଷ୍ଠିତ ହେବ। ସର୍ବଭାରତୀୟ ସ୍ତରରେ ଚଳିତ ବର୍ଷ ୧୮ଲକ୍ଷ ୭୨ ହଜାର ୩୪୧ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେବାକୁ ଥିବାବେଳେ ଓଡ଼ିଶାର ୧୬ଟି ସହର ଅନୁଗୋଳ, ବାଲେଶ୍ୱର, ବ୍ରହ୍ମପୁର, ଭୁବନେଶ୍ୱର, କଟକ, ରାଉଲକେଲା, ସମ୍ବଲପୁର, ବଲାଙ୍ଗିର, ଭବାନୀପାଟଣା, କେନ୍ଦୁଝର, କୋରାପୁଟ, ମାଲକାନାଗିରି, ପାରଳାଖମୁଣ୍ଡି, ଫୁଲବାଣୀ, ରାୟଗଡ଼ା, ପୁରୀରେ ପିଲାଙ୍କ ପରୀକ୍ଷା ପାଇଁ ବନ୍ଦୋବସ୍ତ ହୋଇଛି। ପରୀକ୍ଷା ଅପରାହ୍ଣ ୨ଟା ରୁ ୫ଟା ୨୦ ମଧ୍ୟରେ ଅନୁଷ୍ଠିତ ହେବ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର