ଆଜି ‘ନନ୍ଦିଘୋଷ ଟିଭି’ର ୫ମ ସ୍ୱନକ୍ଷତ୍ର: ଉଦ୍‌ଘାଟନ କରିବେ ବିରୋଧୀଦଳ ନେତା ନବୀନ ପଟ୍ଟନାୟକ

The Sakala Picture
Published On

ଭୁବନେଶ୍ୱର: ଆଜି ‘ନନ୍ଦିଘୋଷ ଟିଭି’ର ୫ମ ସ୍ୱନକ୍ଷତ୍ର। ସ୍ଥାନୀୟ ସ୍ୱସ୍ତି ପ୍ରିମିୟମ ହୋଟେଲଠାରେ ଅନୁଷ୍ଠିତ ହେବାକୁ ଥିବା ଏହି କାର୍ଯ୍ୟକ୍ରମକୁ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀଦଳ ନେତା ନବୀନ ପଟ୍ଟନାୟକ ଉଦ୍‌ଘାଟନ କରିବେ। ଏହି ଅବସରରେ ୫ଟି ପର୍ଯ୍ୟାୟରେ ‘ଏକ ରାଷ୍ଟ୍ର-ଏକ ନିର୍ବାଚନ’, ‘ବିତର୍କ: ୩୬ ପାଇଁ ବିକାଶ ନକ୍ସା’, ‘ହାସ୍ୟ ଅଭିନୟ: ଦିଗ୍‌ବଳୟ ଯାଏ’, ‘ନାରୀ: ନୁହେଁ ଦୁଇ ଅକ୍ଷର’, ୟୁଟ୍ୟୁବ୍‌: ରୋଜଗାରର ମାଧ୍ୟମ’ ଆଦି ପ୍ରସଙ୍ଗରେ ଆଲୋଚନା ହେବ। ରାଜନୈତିକ ପ୍ରସଙ୍ଗରେ ଅତିଥି ବକ୍ତା […]

ଭୁବନେଶ୍ୱର: ଆଜି ‘ନନ୍ଦିଘୋଷ ଟିଭି’ର ୫ମ ସ୍ୱନକ୍ଷତ୍ର। ସ୍ଥାନୀୟ ସ୍ୱସ୍ତି ପ୍ରିମିୟମ ହୋଟେଲଠାରେ ଅନୁଷ୍ଠିତ ହେବାକୁ ଥିବା ଏହି କାର୍ଯ୍ୟକ୍ରମକୁ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀଦଳ ନେତା ନବୀନ ପଟ୍ଟନାୟକ ଉଦ୍‌ଘାଟନ କରିବେ। ଏହି ଅବସରରେ ୫ଟି ପର୍ଯ୍ୟାୟରେ ‘ଏକ ରାଷ୍ଟ୍ର-ଏକ ନିର୍ବାଚନ’, ‘ବିତର୍କ: ୩୬ ପାଇଁ ବିକାଶ ନକ୍ସା’, ‘ହାସ୍ୟ ଅଭିନୟ: ଦିଗ୍‌ବଳୟ ଯାଏ’, ‘ନାରୀ: ନୁହେଁ ଦୁଇ ଅକ୍ଷର’, ୟୁଟ୍ୟୁବ୍‌: ରୋଜଗାରର ମାଧ୍ୟମ’ ଆଦି ପ୍ରସଙ୍ଗରେ ଆଲୋଚନା ହେବ। ରାଜନୈତିକ ପ୍ରସଙ୍ଗରେ ଅତିଥି ବକ୍ତା ରୂପେ ସି-ଭୋଟର ପ୍ରତିଷ୍ଠାତା ଯଶବନ୍ତ ଦେଶମୁଖ, ବିଶିଷ୍ଟ ଲେଖିକା ତଥା ରାଜ୍ୟସଭା ସାଂସଦ ଡ. ମହୁଆ ମାଜି ଯୋଗଦେବେ।

ଆହୁରି ପଢ଼ନ୍ତୁ: ବରଗଡ଼ ପୁରୁଣା ହସ୍ପିଟାଲରେ କାର୍ଯ୍ୟରତ ଡାକ୍ତରଙ୍କୁ ମରଣାନ୍ତକ ଆକ୍ରମଣ, ଅଭିଯୁକ୍ତ ଅଟକ

ସେହିପରି ଅନ୍ୟାନ୍ୟ ପ୍ରସଙ୍ଗରେ ଅନୁଷ୍ଠିତ ହେବାକୁଥିବା ପ୍ୟାନେଲ ଆଲୋଚନାରେ ବଲିଉଡ଼୍‌ ହାସ୍ୟ ଅଭିନେତା ବରୁଣ ଶର୍ମା, ସିୱାଇଏସ୍‌ଡି ସହ ପ୍ରତିଷ୍ଠାତା ଜଗଦାନନ୍ଦ, ପୂର୍ବତନ ମନ୍ତ୍ରୀ ପଞ୍ଚାନନ କାନୁନଗୋ, ବରିଷ୍ଠ ସାମ୍ବାଦିକ ଦିଲ୍ଲୀପ ବିଶୋୟୀ, ମେୟର ସୁଲୋଚନା ଦାସ, ଅଭିନେତ୍ରୀ ପୁଷ୍ପା ପଣ୍ଡା, ବିଧାୟିକା ସୋଫିଆ ଫିରଦୋଶ୍‌, ଡିଜିଟାଲ କ୍ରିଏଟର ସୁଧାଂଶୁ ଶେଖର ସାହୁ, ସୁଶ୍ରୀସଙ୍ଗୀତା ମିଶ୍ର, ସତ୍ୟନାରାୟଣ ଦାଶ ପ୍ରମୁଖ ଯୋଗଦେବାର କାର୍ଯ୍ୟକ୍ରମ ରହିଛି ।

ଆହୁରି ପଢ଼ନ୍ତୁ: ପୁଣି ଅଶାନ୍ତ ରାଜଧାନୀ; ଦିନ ଦ୍ୱିପ୍ରହରରେ ବୁଲିଲା ଖଣ୍ଡା, ଯୁବକଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଲେ ଦୁର୍ବୃତ୍ତ

15 Feb 2025 By The Sakala

ଆଜି ‘ନନ୍ଦିଘୋଷ ଟିଭି’ର ୫ମ ସ୍ୱନକ୍ଷତ୍ର: ଉଦ୍‌ଘାଟନ କରିବେ ବିରୋଧୀଦଳ ନେତା ନବୀନ ପଟ୍ଟନାୟକ

ଭୁବନେଶ୍ୱର: ଆଜି ‘ନନ୍ଦିଘୋଷ ଟିଭି’ର ୫ମ ସ୍ୱନକ୍ଷତ୍ର। ସ୍ଥାନୀୟ ସ୍ୱସ୍ତି ପ୍ରିମିୟମ ହୋଟେଲଠାରେ ଅନୁଷ୍ଠିତ ହେବାକୁ ଥିବା ଏହି କାର୍ଯ୍ୟକ୍ରମକୁ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀଦଳ ନେତା ନବୀନ ପଟ୍ଟନାୟକ ଉଦ୍‌ଘାଟନ କରିବେ। ଏହି ଅବସରରେ ୫ଟି ପର୍ଯ୍ୟାୟରେ ‘ଏକ ରାଷ୍ଟ୍ର-ଏକ ନିର୍ବାଚନ’, ‘ବିତର୍କ: ୩୬ ପାଇଁ ବିକାଶ ନକ୍ସା’, ‘ହାସ୍ୟ ଅଭିନୟ: ଦିଗ୍‌ବଳୟ ଯାଏ’, ‘ନାରୀ: ନୁହେଁ ଦୁଇ ଅକ୍ଷର’, ୟୁଟ୍ୟୁବ୍‌: ରୋଜଗାରର ମାଧ୍ୟମ’ ଆଦି ପ୍ରସଙ୍ଗରେ ଆଲୋଚନା ହେବ। ରାଜନୈତିକ ପ୍ରସଙ୍ଗରେ ଅତିଥି ବକ୍ତା ରୂପେ ସି-ଭୋଟର ପ୍ରତିଷ୍ଠାତା ଯଶବନ୍ତ ଦେଶମୁଖ, ବିଶିଷ୍ଟ ଲେଖିକା ତଥା ରାଜ୍ୟସଭା ସାଂସଦ ଡ. ମହୁଆ ମାଜି ଯୋଗଦେବେ।

ସେହିପରି ଅନ୍ୟାନ୍ୟ ପ୍ରସଙ୍ଗରେ ଅନୁଷ୍ଠିତ ହେବାକୁଥିବା ପ୍ୟାନେଲ ଆଲୋଚନାରେ ବଲିଉଡ଼୍‌ ହାସ୍ୟ ଅଭିନେତା ବରୁଣ ଶର୍ମା, ସିୱାଇଏସ୍‌ଡି ସହ ପ୍ରତିଷ୍ଠାତା ଜଗଦାନନ୍ଦ, ପୂର୍ବତନ ମନ୍ତ୍ରୀ ପଞ୍ଚାନନ କାନୁନଗୋ, ବରିଷ୍ଠ ସାମ୍ବାଦିକ ଦିଲ୍ଲୀପ ବିଶୋୟୀ, ମେୟର ସୁଲୋଚନା ଦାସ, ଅଭିନେତ୍ରୀ ପୁଷ୍ପା ପଣ୍ଡା, ବିଧାୟିକା ସୋଫିଆ ଫିରଦୋଶ୍‌, ଡିଜିଟାଲ କ୍ରିଏଟର ସୁଧାଂଶୁ ଶେଖର ସାହୁ, ସୁଶ୍ରୀସଙ୍ଗୀତା ମିଶ୍ର, ସତ୍ୟନାରାୟଣ ଦାଶ ପ୍ରମୁଖ ଯୋଗଦେବାର କାର୍ଯ୍ୟକ୍ରମ ରହିଛି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର