ଓଡିଶା ପାଇଁ ଖୁସି ଖବର, ଆଜି ରାଜ୍ୟରୁ ସୁସ୍ଥ ହେଲେ ଆଉ ୪, ୫୮୭ କରୋନା ଆକ୍ରାନ୍ତ

The Sakala Picture
Published On

ଆଜି ରାଜ୍ୟରେ ମହାମାରୀ କରୋନାରୁ ସୁସ୍ଥ ହେଲେ ଆଉ ୪ ହଜାର ୫୮୭ କରୋନା ପଜିଟିଭ । ସେପଟେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଧିରେ ଧିରେ କମିବା ସହିତ ଏପଟେ ଆକ୍ରାନ୍ତଙ୍କ ତୁଳନାରେ ସୁସ୍ଥ ହେଉଥିବା ସଂଖ୍ୟା ବଢ଼ିବାରେ ଲାଗିଛି । ଆଜି ଗୋଟିଏ ଦିନରେ ୩, ୦୩୧ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଆଜି ଖୋର୍ଦ୍ଧାରୁ ସର୍ବାଧିକ ୬୭୧ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ସେହିପରି ସୁନ୍ଦରଗଡରୁ ୧୫୫, କଟକରୁ ୪୪୦, ନବରଙ୍ଗପୁରରୁ […]

ଆଜି ରାଜ୍ୟରେ ମହାମାରୀ କରୋନାରୁ ସୁସ୍ଥ ହେଲେ ଆଉ ୪ ହଜାର ୫୮୭ କରୋନା ପଜିଟିଭ । ସେପଟେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଧିରେ ଧିରେ କମିବା ସହିତ ଏପଟେ ଆକ୍ରାନ୍ତଙ୍କ ତୁଳନାରେ ସୁସ୍ଥ ହେଉଥିବା ସଂଖ୍ୟା ବଢ଼ିବାରେ ଲାଗିଛି । ଆଜି ଗୋଟିଏ ଦିନରେ ୩, ୦୩୧ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ଆହୁରି ପଢ଼ନ୍ତୁ: କନ୍ଧମାଳରେ ସଶସ୍ତ୍ର ଲୁଟେରା ଗ୍ୟାଙ୍ଗ୍‌ ଠାବ: ୩ ଗିରଫ, ବନ୍ଧୁକ ସହ ବିପୁଳ ପରିମାଣର ଗଞ୍ଜେଇ ଜବତ

ଆଜି ଖୋର୍ଦ୍ଧାରୁ ସର୍ବାଧିକ ୬୭୧ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ସେହିପରି ସୁନ୍ଦରଗଡରୁ ୧୫୫, କଟକରୁ ୪୪୦, ନବରଙ୍ଗପୁରରୁ ୧୨୨, ଝାରସୁଗୁଡାରୁ ୨୦, ଅନୁଗୁଳରୁ ୨୪୪, ମୟୂରଭଞ୍ଜରୁ ୨୧୦, ସମ୍ବଲପୁରରୁ ୫୨, ନୂଆପଡାରୁ ୧୫, ପୁରୀରୁ ୨୪୧, ବରଗଡରୁ ୫୬, ଯାଜପୁରରୁ ୩୧୩, ବଲାଙ୍ଗିରିରୁ ୫୪, କେନ୍ଦୁଝରରୁ ୧୧୫, ଗଞ୍ଜାମରୁ ୩୩, ବାଲେଶ୍ୱରରୁ ୩୨୦, ଗଜପତିରୁ ୪୧, ରାୟଗଡାରୁ ୬୦, କଳାହାଣ୍ଡିରୁ ୫୯, ନୟାଗଡରୁ ୧୩୯, ସୋନପୁରରୁ ୪୧, ଜଗତସିଂହପୁରରୁ ୨୦୨, ଦେବଗଡରୁ ୨୯, କେନ୍ଦ୍ରାପଡାରୁ ୧୮୦, କୋରାପୁଟରୁ ୬୮, ଭଦ୍ରକରୁ ୨୧୪, କନ୍ଧମାଳରୁ ୬୦, ମାଲକାନଗିରିରୁ ୭୩, ଢେଙ୍କାନାଳରୁ ୨୧୦ ଓ ବୌଦ୍ଧରୁ ୫୨ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।

ଆହୁରି ପଢ଼ନ୍ତୁ: ଖଣି ଆଇନ ସଂଶୋଧନକୁ ବିରୋଧ: ୯ରେ ଲୋକଭବନ ସମ୍ମୁଖରେ ବିଜେଡିର ଗଣଧାରଣା

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର