ସାନଖେମୁଣ୍ଡିରେ ବାଘ ଆତଙ୍କ ! ଲୋକେ ଭୟଭୀତ
ବ୍ରହ୍ମପୁର:ସାବଧାନ! ବୁଲୁଛି ବାଘ । ଗଞ୍ଜାମ ଜିଲ୍ଲା ସାନ ଖେମୁଣ୍ଡି ବ୍ଲକ କରାଖଣ୍ଡି-ଗମ୍ଭାରୀଗୁଡା ଅଞ୍ଚଳରେ ଏକ ବାଘ ବୁଲୁଥିବାର ଜଣାପଡ଼ିଛି । ବାଘ ବୁଲୁଥିବା ପ୍ରଚାର ପରେ ଲୋକଙ୍କ ମଧ୍ୟରେ ଭୟ ସୃଷ୍ଟି ହୋଇଛି । ବନ ବିଭାଗ ତରଫରୁ ସଚେତନ ସହ ସତର୍କ ନିମନ୍ତେ ଡାକ ବାଜି ଯନ୍ତ୍ର ସାହାଯ୍ୟରେ ଅଞ୍ଚଳବାସୀଙ୍କୁ ସତର୍କ କରାଯାଉଛି । କାଲି ସକାଳ ୯ଘ ୫୮ ମିନଟ୍ ସମୟେ ସାନଖେମୁଣ୍ଡି କରାଖଣ୍ଡି ଗମ୍ଭାରୀଗୁଡା ମିଲ ନିକଟ ସିସିଟିଭିରେ ଏକ ବାଘ […]
ବ୍ରହ୍ମପୁର:ସାବଧାନ! ବୁଲୁଛି ବାଘ । ଗଞ୍ଜାମ ଜିଲ୍ଲା ସାନ ଖେମୁଣ୍ଡି ବ୍ଲକ କରାଖଣ୍ଡି-ଗମ୍ଭାରୀଗୁଡା ଅଞ୍ଚଳରେ ଏକ ବାଘ ବୁଲୁଥିବାର ଜଣାପଡ଼ିଛି । ବାଘ ବୁଲୁଥିବା ପ୍ରଚାର ପରେ ଲୋକଙ୍କ ମଧ୍ୟରେ ଭୟ ସୃଷ୍ଟି ହୋଇଛି । ବନ ବିଭାଗ ତରଫରୁ ସଚେତନ ସହ ସତର୍କ ନିମନ୍ତେ ଡାକ ବାଜି ଯନ୍ତ୍ର ସାହାଯ୍ୟରେ ଅଞ୍ଚଳବାସୀଙ୍କୁ ସତର୍କ କରାଯାଉଛି । କାଲି ସକାଳ ୯ଘ ୫୮ ମିନଟ୍ ସମୟେ ସାନଖେମୁଣ୍ଡି କରାଖଣ୍ଡି ଗମ୍ଭାରୀଗୁଡା ମିଲ ନିକଟ ସିସିଟିଭିରେ ଏକ ବାଘ ବୁକୁଥିବାର ଦୃଶ୍ୟ କଏଦ ହୋଇଥିଲା । ତେବେ ବନ ବିଭାଗ ପହଂଚି ତଦନ୍ତ କରିଥିବା ବେଳେ ବ୍ରହ୍ମପୁର DFO ମଧ୍ୟ କଲରପତରିଆ ବାଘ ବୋଲି ସୂଚନା ଦେଇଛନ୍ତି । ସ୍ଥାନୀୟ ଅଂଚଳରେ ବନ ବିଭାଗ ପକ୍ଷରୁ ସଚେତନ ସହ ସୁରକ୍ଷା ନିମନ୍ତେ ୮ ଜଣିଆ ଟିମ ରହିଛନ୍ତି ଏବଂ ସତର୍କ କରାଉଥିବା ଦେଖିବାକୁ ମିଳିଛି ।