ବୈପାରୀଗୁଡା ରେ ବାଘ ଆତଙ୍କ

The Sakala Picture
Published On

ବୈପାରୀଗୁଡା ବନାଞ୍ଚଳ ଅନ୍ତର୍ଗତ ମାଠପଡା ପଂଚାୟତ ଧଳପୁର ହାଟପଦା ଠାରେ ବାଘ ର ପାଦ ଚି଼ହ୍ନ ସହ ଏକ ବାଛୁରୀ ଟି ର ମର ଶରୀର ପଡି ଥିବା ଦେଖିବାକୁ ମିଳିଛି ଏହା ସହ ବାଛୁରୀ ଟି ର ଶରୀର ଅଧା ଖାଇ ବାଘ ଚାଲିଯାଇଥିବା ଗାଁ ଲୋକ ପ୍ରକାଶ କରିଛନ୍ତି, ଗତ କାଲି ରାତିରେ ବାଘ ର ଗର୍ଜନ ମଧ୍ୟ କିଛି ଲୋକ ଶୁଣିଥିବା ପ୍ରକାଶ କରିଛନ୍ତି, ଏହା ସହ ବିଭିନ୍ନ ସ୍ଥାନ ରେ ବାଘ […]

ବୈପାରୀଗୁଡା ବନାଞ୍ଚଳ ଅନ୍ତର୍ଗତ ମାଠପଡା ପଂଚାୟତ ଧଳପୁର ହାଟପଦା ଠାରେ ବାଘ ର ପାଦ ଚି଼ହ୍ନ ସହ ଏକ ବାଛୁରୀ ଟି ର ମର ଶରୀର ପଡି ଥିବା ଦେଖିବାକୁ ମିଳିଛି ଏହା ସହ ବାଛୁରୀ ଟି ର ଶରୀର ଅଧା ଖାଇ ବାଘ ଚାଲିଯାଇଥିବା ଗାଁ ଲୋକ ପ୍ରକାଶ କରିଛନ୍ତି, ଗତ କାଲି ରାତିରେ ବାଘ ର ଗର୍ଜନ ମଧ୍ୟ କିଛି ଲୋକ ଶୁଣିଥିବା ପ୍ରକାଶ କରିଛନ୍ତି, ଏହା ସହ ବିଭିନ୍ନ ସ୍ଥାନ ରେ ବାଘ ର ପାଦ ଚିହ୍ନ ଦେଖିବାକୁ ମିଳୁଛି ତେବେ ସ୍ଥାନୀୟ ଅଞ୍ଚଳ ରେ ଏବେ ଲୋକ ଆତଙ୍କିତ ଅବସ୍ଥାରେ ଅଛନ୍ତି, ତେବେ ତାହା ବାଘ ର ପାଦ ଚି଼ହ୍ନ ନା ଅନ୍ୟ ପଶୁର ତାହା ସ୍ପଷ୍ଟ ହୋଇପାରୁନି ତେବେ ବନବିଭାଗ ଅଧିକାରୀଙ୍କୁ ପଚାରିବାରୁ ଘଟଣାସ୍ଥଳ ଯାଇ ଅନୁଧ୍ୟାନ କରିବା ପରେ ବାଘ ର ଅସ୍ତିତ୍ୱ ଜଣା ପଡିବ ବୋଲି ପ୍ରକାଶ କରିଛନ୍ତି

ଆହୁରି ପଢ଼ନ୍ତୁ: ଭୁବନେଶ୍ୱରରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ, CISFର ୫୭ତମ ପ୍ରତିଷ୍ଠା ଉତ୍ସବରେ ଯୋଗଦେବେ

12 May 2021 By The Sakala

ବୈପାରୀଗୁଡା ରେ ବାଘ ଆତଙ୍କ

ବୈପାରୀଗୁଡା ବନାଞ୍ଚଳ ଅନ୍ତର୍ଗତ ମାଠପଡା ପଂଚାୟତ ଧଳପୁର ହାଟପଦା ଠାରେ ବାଘ ର ପାଦ ଚି଼ହ୍ନ ସହ ଏକ ବାଛୁରୀ ଟି ର ମର ଶରୀର ପଡି ଥିବା ଦେଖିବାକୁ ମିଳିଛି ଏହା ସହ ବାଛୁରୀ ଟି ର ଶରୀର ଅଧା ଖାଇ ବାଘ ଚାଲିଯାଇଥିବା ଗାଁ ଲୋକ ପ୍ରକାଶ କରିଛନ୍ତି, ଗତ କାଲି ରାତିରେ ବାଘ ର ଗର୍ଜନ ମଧ୍ୟ କିଛି ଲୋକ ଶୁଣିଥିବା ପ୍ରକାଶ କରିଛନ୍ତି, ଏହା ସହ ବିଭିନ୍ନ ସ୍ଥାନ ରେ ବାଘ ର ପାଦ ଚିହ୍ନ ଦେଖିବାକୁ ମିଳୁଛି ତେବେ ସ୍ଥାନୀୟ ଅଞ୍ଚଳ ରେ ଏବେ ଲୋକ ଆତଙ୍କିତ ଅବସ୍ଥାରେ ଅଛନ୍ତି, ତେବେ ତାହା ବାଘ ର ପାଦ ଚି଼ହ୍ନ ନା ଅନ୍ୟ ପଶୁର ତାହା ସ୍ପଷ୍ଟ ହୋଇପାରୁନି ତେବେ ବନବିଭାଗ ଅଧିକାରୀଙ୍କୁ ପଚାରିବାରୁ ଘଟଣାସ୍ଥଳ ଯାଇ ଅନୁଧ୍ୟାନ କରିବା ପରେ ବାଘ ର ଅସ୍ତିତ୍ୱ ଜଣା ପଡିବ ବୋଲି ପ୍ରକାଶ କରିଛନ୍ତି

https://www.thesakala.in/latest-odisha-news/tiger-terror-in-baipariguda/article-2123
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର