ଲଜରୁ କଲରା ପତରିଆ ବାଘ ଛାଲ ଜବତ, ଜଣେ ଗିରଫ

The Sakala Picture
Published On

ବାରିପଦା: ବାରିପଦା ସହରରେ ଥିବା ଏକ ପ୍ରମୁଖ ହୋଟେଲ ବା ଲଜରେ ଏସଟିଏଫ ଟିମ ଚଢ଼ାଉ କରି ଏକ ୨ଫୁଟ ଲମ୍ବର କଲରାପତରିଆ ବାଘ ଛାଲକୁ ଜବତ କରିଛି । ବନବିଭାଗକୁ ଅଭିଯୁକ୍ତ ଯୁବକ ଓ ଚମଡା ହସ୍ତାନ୍ତର ପରେ ବନବିଭାଗ ଘଟଣାରେ ଜଡ଼ିତ ଯୁବକକୁ ଅଟକ ରଖି ପଚରାଉଚରା ଜାରି ରଖିବା ସହ ବିଭିନ୍ନ ସ୍ଥାନରେ ଚଢ଼ାଉ କରି ସହଯୋଗୀ ଅଭିଯୁକ୍ତଙ୍କୁ ଧରିବା ପାଇଁ ଛାନଭିନ ଆରମ୍ଭ କରିଛି ।

ଆହୁରି ପଢ଼ନ୍ତୁ: କୋର୍ଟରେ ଖାରଜ ହେଲା ନବୀନ ପଟ୍ଟନାୟକ ଓ ଭି.କେ. ପାଣ୍ଡିଆନଙ୍କ ବିରୋଧରେ ହେଲିକପ୍ଟର ଅପବ୍ୟବହାର ମାମଲା

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର