ସାତକୋଶିଆରେ ପୁଣି ଆରମ୍ଭ ହେବ ବ୍ୟାଘ୍ର ପ୍ରକଳ୍ପ, ପର୍ଯ୍ୟାୟକ୍ରମେ ଆସିବେ ୧୪ ବାଘ…

The Sakala Picture
Published On

ଭୁବନେଶ୍ବର: ସାତକୋଶିଆରେ ପୁଣି ଆରମ୍ଭ ହେବ ବ୍ୟାଘ୍ର ପ୍ରକଳ୍ପ। ବିଭାଗ ତରଫରୁ କରାଯିବ୫ ବର୍ଷିଆ ଯୋଜନା। ୫ ବର୍ଷରେ ପ୍ରାୟ ୧୪ ଟି ବାଘ ପର୍ଯ୍ୟାୟକ୍ରମେ ଆସିବେ। ମହାରାଷ୍ଟ୍ରର ତଡବା ଜଙ୍ଗଲରେ ବାଘ ମାନଙ୍କ ଜେନେଟିକ ଓଡ଼ିଶାର ବାଘଙ୍କ ସାମଞ୍ଜସ୍ୟ ଥିବାରୁ ସେଇଠାରୁ ବାଘ ଆସିବେ। ପୁଣି ଥରେ ବ୍ୟାଘ୍ର ପ୍ରକଳ୍ପ ଆରମ୍ଭ କରିବାକୁ ଏନଟିସିଏ  ଅନୁମୋଦନ ଦେଇଛି। ବ୍ୟାଘ୍ର ପ୍ରକଳ୍ପ ପାଇଁ ଏନଟିସିଏ ରଖିଛି ଗୁଡ଼ାଏ ସର୍ତ୍ତ ରଖିଛି। ଆମେ ସବୁ ସର୍ତ୍ତ ମାନି ବ୍ୟାଘ୍ର […]

ଭୁବନେଶ୍ବର: ସାତକୋଶିଆରେ ପୁଣି ଆରମ୍ଭ ହେବ ବ୍ୟାଘ୍ର ପ୍ରକଳ୍ପ। ବିଭାଗ ତରଫରୁ କରାଯିବ୫ ବର୍ଷିଆ ଯୋଜନା। ୫ ବର୍ଷରେ ପ୍ରାୟ ୧୪ ଟି ବାଘ ପର୍ଯ୍ୟାୟକ୍ରମେ ଆସିବେ। ମହାରାଷ୍ଟ୍ରର ତଡବା ଜଙ୍ଗଲରେ ବାଘ ମାନଙ୍କ ଜେନେଟିକ ଓଡ଼ିଶାର ବାଘଙ୍କ ସାମଞ୍ଜସ୍ୟ ଥିବାରୁ ସେଇଠାରୁ ବାଘ ଆସିବେ। ପୁଣି ଥରେ ବ୍ୟାଘ୍ର ପ୍ରକଳ୍ପ ଆରମ୍ଭ କରିବାକୁ ଏନଟିସିଏ  ଅନୁମୋଦନ ଦେଇଛି।
ବ୍ୟାଘ୍ର ପ୍ରକଳ୍ପ ପାଇଁ ଏନଟିସିଏ ରଖିଛି ଗୁଡ଼ାଏ ସର୍ତ୍ତ ରଖିଛି। ଆମେ ସବୁ ସର୍ତ୍ତ ମାନି ବ୍ୟାଘ୍ର ପ୍ରକଳ୍ପ ଚଳାଇବୁ। ସ୍ଥାନୀୟ ବାସିନ୍ଦା ଓ ଜନ ପ୍ରତିନିଧିଙ୍କ ସହ ବିସ୍ତୃତ ଆଲୋଚନା କରାଯିବ। କୋର ଏରିଆରୁ ସମସ୍ତ ଜନବସତି ଖାଲି କରାଯାଇଛି। ବଫର ଏରିଆରୁ ୬ଟି ଗାଁ ଖାଲି ହୋଇଥିବା ବେଳେ ଆଉ କିଛି ଗାଁ ଖାଲି କରାଯିବ।ସାତକୋଶିଆ ଓଡ଼ିଶାର ଗର୍ବ ହୋଇଥିବାରୁ ଏହାପ୍ରତି ଆମେ ସମସ୍ତେ ଯତ୍ନବାନ ରହିଛୁ ବୋଲି ପିସିସିଏଫ ସୁଶାନ୍ତ ନନ୍ଦ କହିଛନ୍ତି।

28 Aug 2024 By The Sakala

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର