ଚା’ ଦୋକାନ ଉପରକୁ ମାଡ଼ିଗଲା ହାଇୱା, ଜଣେ ମହିଳାଙ୍କ ସମେତ ୩ ମୃତ

The Sakala Picture
Published On

ବଣାଇଁ : ରାଜାମୁଣ୍ଡା- ପାଣିକୋଇଲି ୫୨୦ ନମ୍ବର ଜାତୀୟ ରାଜପଥର ଜାମୁଡ଼ିହି ନିକଟରେ ମର୍ମନ୍ତୁଦ ସଡ଼କ ଘଟଣା। ଜାମୁଡ଼ିହି ଟୋଲ ପ୍ଲାଜା ନିକଟରେ ରାସ୍ତା କଡରେ ଥିବା ଏକ ଦୋକାନକୁ ଭାରସାମ୍ୟ ହରାଇ ଦୃତ ଗତିରେ ମାଡ଼ିଯାଇଛି ହାଇୱା। ଏହି ଦୁର୍ଘଟଣାରେ ଜଣେ ମହିଳାଙ୍କ ସମେତ ତିନି ଜଣଙ୍କର ମୃତ୍ୟୁ ହୋଇଛି। ରିପୋର୍ଟ ଲେଖାଯିବା ବେଳକୁ ମୃତକମାନଙ୍କର ପରିଚୟ ମିଳିପାରି ନାହିଁ। ଘଟଣାସ୍ଥଳରେ କେ.ବଲାଙ୍ଗ ପୁଲିସ ଓ ଅଗ୍ନିଶମ ବାହିନୀର ପହଞ୍ଚି ଉଦ୍ଧାର କରିଛନ୍ତି। ମିଳିଥିବା ସୂଚନା ଅନୁସାରେ […]

ବଣାଇଁ : ରାଜାମୁଣ୍ଡା- ପାଣିକୋଇଲି ୫୨୦ ନମ୍ବର ଜାତୀୟ ରାଜପଥର ଜାମୁଡ଼ିହି ନିକଟରେ ମର୍ମନ୍ତୁଦ ସଡ଼କ ଘଟଣା। ଜାମୁଡ଼ିହି ଟୋଲ ପ୍ଲାଜା ନିକଟରେ ରାସ୍ତା କଡରେ ଥିବା ଏକ ଦୋକାନକୁ ଭାରସାମ୍ୟ ହରାଇ ଦୃତ ଗତିରେ ମାଡ଼ିଯାଇଛି ହାଇୱା। ଏହି ଦୁର୍ଘଟଣାରେ ଜଣେ ମହିଳାଙ୍କ ସମେତ ତିନି ଜଣଙ୍କର ମୃତ୍ୟୁ ହୋଇଛି। ରିପୋର୍ଟ ଲେଖାଯିବା ବେଳକୁ ମୃତକମାନଙ୍କର ପରିଚୟ ମିଳିପାରି ନାହିଁ। ଘଟଣାସ୍ଥଳରେ କେ.ବଲାଙ୍ଗ ପୁଲିସ ଓ ଅଗ୍ନିଶମ ବାହିନୀର ପହଞ୍ଚି ଉଦ୍ଧାର କରିଛନ୍ତି।

ଆହୁରି ପଢ଼ନ୍ତୁ: ଆଜି ମହାନ ଜନନାୟକ, ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୧୧୦ତମ ଜୟନ୍ତୀ, ଭୂମିପୁତ୍ରଙ୍କୁ ମନେ ପକାଉଛି ସାରା ରାଜ୍ୟ

ମିଳିଥିବା ସୂଚନା ଅନୁସାରେ ସ୍ଥାନୀୟ ଲୋକଙ୍କର କହିବା ଅନୁସାରେ କେ. ବଲାଙ୍ଗା ଥାନା ଅନ୍ତର୍ଗତ ଜାମୁଡିହି ଟୋଲଗେ୍‌ଟ୍‌ ନିକଟରେ ଏକ ହାଇୱା ଦ୍ରୁତଗତିରେ ଯାଉଥିଲା। ଫଳରେ ନିୟନ୍ତ୍ରଣ ହରାଇ ରାସ୍ତାକଡ଼ରେ ଥିବା ଚା’ ଦୋକାନ ଉପରକୁ ମାଡ଼ି ଯାଇଥିଲା। ଦୋକାନ ଭିତରେ କିଛି ଲୋକ ଥିଲେ। ସେମାନଙ୍କ ମଧ୍ୟରୁ ୩ ଜଣଙ୍କର ମୃତ୍ୟୁ ହୋଇଛି।

ଆହୁରି ପଢ଼ନ୍ତୁ: ମିଠା କିଣାକୁ ନେଇ ବଚସା; ରାଜଧାନୀରେ ଦୋକାନୀଙ୍କୁ ମରଣାନ୍ତକ ଆକ୍ରମଣ

23 Mar 2025 By The Sakala

ଚା’ ଦୋକାନ ଉପରକୁ ମାଡ଼ିଗଲା ହାଇୱା, ଜଣେ ମହିଳାଙ୍କ ସମେତ ୩ ମୃତ

ବଣାଇଁ : ରାଜାମୁଣ୍ଡା- ପାଣିକୋଇଲି ୫୨୦ ନମ୍ବର ଜାତୀୟ ରାଜପଥର ଜାମୁଡ଼ିହି ନିକଟରେ ମର୍ମନ୍ତୁଦ ସଡ଼କ ଘଟଣା। ଜାମୁଡ଼ିହି ଟୋଲ ପ୍ଲାଜା ନିକଟରେ ରାସ୍ତା କଡରେ ଥିବା ଏକ ଦୋକାନକୁ ଭାରସାମ୍ୟ ହରାଇ ଦୃତ ଗତିରେ ମାଡ଼ିଯାଇଛି ହାଇୱା। ଏହି ଦୁର୍ଘଟଣାରେ ଜଣେ ମହିଳାଙ୍କ ସମେତ ତିନି ଜଣଙ୍କର ମୃତ୍ୟୁ ହୋଇଛି। ରିପୋର୍ଟ ଲେଖାଯିବା ବେଳକୁ ମୃତକମାନଙ୍କର ପରିଚୟ ମିଳିପାରି ନାହିଁ। ଘଟଣାସ୍ଥଳରେ କେ.ବଲାଙ୍ଗ ପୁଲିସ ଓ ଅଗ୍ନିଶମ ବାହିନୀର ପହଞ୍ଚି ଉଦ୍ଧାର କରିଛନ୍ତି।

ମିଳିଥିବା ସୂଚନା ଅନୁସାରେ ସ୍ଥାନୀୟ ଲୋକଙ୍କର କହିବା ଅନୁସାରେ କେ. ବଲାଙ୍ଗା ଥାନା ଅନ୍ତର୍ଗତ ଜାମୁଡିହି ଟୋଲଗେ୍‌ଟ୍‌ ନିକଟରେ ଏକ ହାଇୱା ଦ୍ରୁତଗତିରେ ଯାଉଥିଲା। ଫଳରେ ନିୟନ୍ତ୍ରଣ ହରାଇ ରାସ୍ତାକଡ଼ରେ ଥିବା ଚା’ ଦୋକାନ ଉପରକୁ ମାଡ଼ି ଯାଇଥିଲା। ଦୋକାନ ଭିତରେ କିଛି ଲୋକ ଥିଲେ। ସେମାନଙ୍କ ମଧ୍ୟରୁ ୩ ଜଣଙ୍କର ମୃତ୍ୟୁ ହୋଇଛି।

https://www.thesakala.in/latest-odisha-news/three-including-a-woman-killed-as-hyva-truck-crashed-into-a-tea-stall-near-jamudihi-toll-gate/article-39518
Join Us @ WhatsApp

About The Author

23 Mar 2025 By The Sakala

ଚା’ ଦୋକାନ ଉପରକୁ ମାଡ଼ିଗଲା ହାଇୱା, ଜଣେ ମହିଳାଙ୍କ ସମେତ ୩ ମୃତ

ବଣାଇଁ : ରାଜାମୁଣ୍ଡା- ପାଣିକୋଇଲି ୫୨୦ ନମ୍ବର ଜାତୀୟ ରାଜପଥର ଜାମୁଡ଼ିହି ନିକଟରେ ମର୍ମନ୍ତୁଦ ସଡ଼କ ଘଟଣା। ଜାମୁଡ଼ିହି ଟୋଲ ପ୍ଲାଜା ନିକଟରେ ରାସ୍ତା କଡରେ ଥିବା ଏକ ଦୋକାନକୁ ଭାରସାମ୍ୟ ହରାଇ ଦୃତ ଗତିରେ ମାଡ଼ିଯାଇଛି ହାଇୱା। ଏହି ଦୁର୍ଘଟଣାରେ ଜଣେ ମହିଳାଙ୍କ ସମେତ ତିନି ଜଣଙ୍କର ମୃତ୍ୟୁ ହୋଇଛି। ରିପୋର୍ଟ ଲେଖାଯିବା ବେଳକୁ ମୃତକମାନଙ୍କର ପରିଚୟ ମିଳିପାରି ନାହିଁ। ଘଟଣାସ୍ଥଳରେ କେ.ବଲାଙ୍ଗ ପୁଲିସ ଓ ଅଗ୍ନିଶମ ବାହିନୀର ପହଞ୍ଚି ଉଦ୍ଧାର କରିଛନ୍ତି।

ମିଳିଥିବା ସୂଚନା ଅନୁସାରେ ସ୍ଥାନୀୟ ଲୋକଙ୍କର କହିବା ଅନୁସାରେ କେ. ବଲାଙ୍ଗା ଥାନା ଅନ୍ତର୍ଗତ ଜାମୁଡିହି ଟୋଲଗେ୍‌ଟ୍‌ ନିକଟରେ ଏକ ହାଇୱା ଦ୍ରୁତଗତିରେ ଯାଉଥିଲା। ଫଳରେ ନିୟନ୍ତ୍ରଣ ହରାଇ ରାସ୍ତାକଡ଼ରେ ଥିବା ଚା’ ଦୋକାନ ଉପରକୁ ମାଡ଼ି ଯାଇଥିଲା। ଦୋକାନ ଭିତରେ କିଛି ଲୋକ ଥିଲେ। ସେମାନଙ୍କ ମଧ୍ୟରୁ ୩ ଜଣଙ୍କର ମୃତ୍ୟୁ ହୋଇଛି।

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର