ଇବ ନଦୀରେ ଗୋଟିଏ ପରିବାରର ତିନି ଜଣ ବୁଡି ନିଖୋଜ ଘଟଣା: ମିଳିଲା ୩ଜଣଙ୍କ ମୃତଦେହ

The Sakala Picture
Published On

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲ୍ଲା ଦେଇ ଯାଇଥିବା ଇବ ନଦୀରେ ବୁଡ଼ି ନିଖୋଜ ଥିବା ଗୋଟିଏ ପରିବାରର ୩ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି । ଜନ୍ମଦିନରେ ଗତକାଲି ପରିବାର ସହ ବଣଭୋଜି କରିବାକୁ ଯାଇ ଇବନଦୀ ସେମିନା ଘାଟରେ ୩ଜଣ କକାପୁଅ ଭାଇ ବୁଡ଼ି ଯାଇଥିଲେ। ଖବର ପାଇ ଅଗ୍ନିଶମ ବାହିନୀ ଉଦ୍ଧାର ପାଇଁ ପହଞ୍ଚି ଥିଲେ । ବହୁ ଖୋଜାଖୋଜି ପରେ ତିନି ଜଣଙ୍କ ମୃତଦେହ ମିଳିଛି । ମୃତକମାନେ ହେଲେ ରିଜେଣ୍ଟ ମାର୍କେଟର ମହମ୍ମଦ […]

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲ୍ଲା ଦେଇ ଯାଇଥିବା ଇବ ନଦୀରେ ବୁଡ଼ି ନିଖୋଜ ଥିବା ଗୋଟିଏ ପରିବାରର ୩ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି । ଜନ୍ମଦିନରେ ଗତକାଲି ପରିବାର ସହ ବଣଭୋଜି କରିବାକୁ ଯାଇ ଇବନଦୀ ସେମିନା ଘାଟରେ ୩ଜଣ କକାପୁଅ ଭାଇ ବୁଡ଼ି ଯାଇଥିଲେ। ଖବର ପାଇ ଅଗ୍ନିଶମ ବାହିନୀ ଉଦ୍ଧାର ପାଇଁ ପହଞ୍ଚି ଥିଲେ । ବହୁ ଖୋଜାଖୋଜି ପରେ ତିନି ଜଣଙ୍କ ମୃତଦେହ ମିଳିଛି । ମୃତକମାନେ ହେଲେ ରିଜେଣ୍ଟ ମାର୍କେଟର ମହମ୍ମଦ ଫରାନ (୧୫) ମହମ୍ମଦ ରିଜୱାନ (୧୭) ଓ ମହମ୍ମଦ ସାହିଦ (୩୫)।

ଆହୁରି ପଢ଼ନ୍ତୁ: ରାଜ୍ୟସଭା ନିର୍ବାଚନ ପାଇଁ ନାମାଙ୍କନ ଭରିଲେ ସଂତୃପ୍ତ ମିଶ୍ର ଓ ଦତ୍ତେଶ୍ବର ହୋତା

ସୂଚନା ଅନୁସାରେ, ଗତକାଲି ଫାରାନଙ୍କ ଜନ୍ମଦିନ ଥିବାରୁ ସମସ୍ତେ ଭୋଜି କରିବାକୁ ଇବ୍ ନଦୀ ପଠକୁ ଯାଇଥିଲେ। ଖୁସିରେ କେକ୍ କାଟି ନାଚ ଗୀତ କରିଥିଲେ । କିଛି ସମୟ ପରେ ତିନି ଜଣ ଗାଧୋଇବାକୁ ଯାଇ ପାଣିରେ ବୁଡି ଯାଇଥିଲେ । ସେମାନଙ୍କ ମଧ୍ୟରେ ଦୁଇ ଜଣ ନାବାଳକ ଥିଲେ। ତିନି ଜଣଙ୍କ ମୃତଦେହ ଉଦ୍ଧାର ପରେ ଗାଁରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଛି ।

ଆହୁରି ପଢ଼ନ୍ତୁ: ରାସ୍ତା କଡ ବୁଦା ଭିତରୁ ଯୁବତୀଙ୍କ ସନ୍ଦେହଜନକ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ

10 Mar 2024 By The Sakala

ଇବ ନଦୀରେ ଗୋଟିଏ ପରିବାରର ତିନି ଜଣ ବୁଡି ନିଖୋଜ ଘଟଣା: ମିଳିଲା ୩ଜଣଙ୍କ ମୃତଦେହ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲ୍ଲା ଦେଇ ଯାଇଥିବା ଇବ ନଦୀରେ ବୁଡ଼ି ନିଖୋଜ ଥିବା ଗୋଟିଏ ପରିବାରର ୩ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି । ଜନ୍ମଦିନରେ ଗତକାଲି ପରିବାର ସହ ବଣଭୋଜି କରିବାକୁ ଯାଇ ଇବନଦୀ ସେମିନା ଘାଟରେ ୩ଜଣ କକାପୁଅ ଭାଇ ବୁଡ଼ି ଯାଇଥିଲେ। ଖବର ପାଇ ଅଗ୍ନିଶମ ବାହିନୀ ଉଦ୍ଧାର ପାଇଁ ପହଞ୍ଚି ଥିଲେ । ବହୁ ଖୋଜାଖୋଜି ପରେ ତିନି ଜଣଙ୍କ ମୃତଦେହ ମିଳିଛି । ମୃତକମାନେ ହେଲେ ରିଜେଣ୍ଟ ମାର୍କେଟର ମହମ୍ମଦ ଫରାନ (୧୫) ମହମ୍ମଦ ରିଜୱାନ (୧୭) ଓ ମହମ୍ମଦ ସାହିଦ (୩୫)।

ସୂଚନା ଅନୁସାରେ, ଗତକାଲି ଫାରାନଙ୍କ ଜନ୍ମଦିନ ଥିବାରୁ ସମସ୍ତେ ଭୋଜି କରିବାକୁ ଇବ୍ ନଦୀ ପଠକୁ ଯାଇଥିଲେ। ଖୁସିରେ କେକ୍ କାଟି ନାଚ ଗୀତ କରିଥିଲେ । କିଛି ସମୟ ପରେ ତିନି ଜଣ ଗାଧୋଇବାକୁ ଯାଇ ପାଣିରେ ବୁଡି ଯାଇଥିଲେ । ସେମାନଙ୍କ ମଧ୍ୟରେ ଦୁଇ ଜଣ ନାବାଳକ ଥିଲେ। ତିନି ଜଣଙ୍କ ମୃତଦେହ ଉଦ୍ଧାର ପରେ ଗାଁରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଛି ।

https://www.thesakala.in/latest-odisha-news/three-deadbody-resque-from-ib-river-sundergarh/article-30544
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର