ଏଥର ଭାଉଜ ଖେଳିବେ ରଜ

The Sakala Picture
Published On

ଭୁବନେଶ୍ୱର : ଆମ ଟିଭି ପ୍ରସ୍ତୁତ ରଜର ରାଜକୁମାରୀ ସିଜିନ୍-୩କୁ ଏଥର ନିଆରା ଢଙ୍ଗରେ ପାଳନ କରାଜିବ। ଏଥର ଅବିବାହିତା ନୁହେଁ ବିବାହିତା ରଜର ସ୍ମୃତିକୁ ମନେ ପକାଇ ଖେଳିବେ ରଜ ଦୋଳି। ଛୋଟ ଛୁଆଙ୍କୁ ସଜବାଜ କରିବା ସହ ରଜ ଗୀତ ଗାଇବା ସହ ମୋବାଇଲ୍ରେ ଭିଡିଓ କରି ହ୍ୱାଟସ୍ଆପ୍ ମାଧ୍ୟମରେ ପଠାଇବେ। ନିର୍ବାଚିତ ପ୍ରତିଯୋଗୀଙ୍କ ଭିଡିଓକୁ ବିଚାରକମଣ୍ଡଳୀ ମାଧ୍ୟମରେ ମନୋନୀତ କରାଯାଇ ଜୁମ୍ ମିଟିଙ୍ଗ ମାଧ୍ୟମରେ ପୁରସ୍କୃତ କରାଜିବ ବୋଲି ଆମ ଟିଭିର ପ୍ରତିଷ୍ଠାତା […]

ଭୁବନେଶ୍ୱର : ଆମ ଟିଭି ପ୍ରସ୍ତୁତ ରଜର ରାଜକୁମାରୀ ସିଜିନ୍-୩କୁ ଏଥର ନିଆରା ଢଙ୍ଗରେ ପାଳନ କରାଜିବ। ଏଥର ଅବିବାହିତା ନୁହେଁ ବିବାହିତା ରଜର ସ୍ମୃତିକୁ ମନେ ପକାଇ ଖେଳିବେ ରଜ ଦୋଳି। ଛୋଟ ଛୁଆଙ୍କୁ ସଜବାଜ କରିବା ସହ ରଜ ଗୀତ ଗାଇବା ସହ ମୋବାଇଲ୍ରେ ଭିଡିଓ କରି ହ୍ୱାଟସ୍ଆପ୍ ମାଧ୍ୟମରେ ପଠାଇବେ। ନିର୍ବାଚିତ ପ୍ରତିଯୋଗୀଙ୍କ ଭିଡିଓକୁ ବିଚାରକମଣ୍ଡଳୀ ମାଧ୍ୟମରେ ମନୋନୀତ କରାଯାଇ ଜୁମ୍ ମିଟିଙ୍ଗ ମାଧ୍ୟମରେ ପୁରସ୍କୃତ କରାଜିବ ବୋଲି ଆମ ଟିଭିର ପ୍ରତିଷ୍ଠାତା ପ୍ରଣୟ ସେଠୀ ଜଣାଇଛନ୍ତି । ଚଳିତବର୍ଷ ବିଚାରକଭାବେ ଗତବର୍ଷର ବିଜେତା ଦିପ୍ତୀ ପଟ୍ଟନାୟକ, ଅଭିନେତ୍ରୀ ସୁଇଟ ପଟ୍ଟନାୟକ, ସଙ୍ଗୀତ ନିର୍ଦେଶକ ଅଭିଜିତ୍ ମଜୁମଦାର୍ ପ୍ରମୁଖ ଯୋଗ ଦେବେ। ଇଚ୍ଛୁକ ମହିଳାମାନେ ୯୯୩୮୯୧୫୨୫୫ ନମରରେ ହ୍ୱାଟସ୍ଆପ୍ ମାଧ୍ୟମରେ ପଠାଇପାରିବେ।

ଆହୁରି ପଢ଼ନ୍ତୁ: ଏପ୍ରିଲ ୨୭ ସୁଦ୍ଧା ସବୁ ସ୍କୁଲର ଛାତ୍ରଛାତ୍ରୀଙ୍କୁ ପୋଷାକ ବଣ୍ଟନ ନେଇ SOP ଜାରି

24 May 2021 By The Sakala

ଏଥର ଭାଉଜ ଖେଳିବେ ରଜ

ଭୁବନେଶ୍ୱର : ଆମ ଟିଭି ପ୍ରସ୍ତୁତ ରଜର ରାଜକୁମାରୀ ସିଜିନ୍-୩କୁ ଏଥର ନିଆରା ଢଙ୍ଗରେ ପାଳନ କରାଜିବ। ଏଥର ଅବିବାହିତା ନୁହେଁ ବିବାହିତା ରଜର ସ୍ମୃତିକୁ ମନେ ପକାଇ ଖେଳିବେ ରଜ ଦୋଳି। ଛୋଟ ଛୁଆଙ୍କୁ ସଜବାଜ କରିବା ସହ ରଜ ଗୀତ ଗାଇବା ସହ ମୋବାଇଲ୍ରେ ଭିଡିଓ କରି ହ୍ୱାଟସ୍ଆପ୍ ମାଧ୍ୟମରେ ପଠାଇବେ। ନିର୍ବାଚିତ ପ୍ରତିଯୋଗୀଙ୍କ ଭିଡିଓକୁ ବିଚାରକମଣ୍ଡଳୀ ମାଧ୍ୟମରେ ମନୋନୀତ କରାଯାଇ ଜୁମ୍ ମିଟିଙ୍ଗ ମାଧ୍ୟମରେ ପୁରସ୍କୃତ କରାଜିବ ବୋଲି ଆମ ଟିଭିର ପ୍ରତିଷ୍ଠାତା ପ୍ରଣୟ ସେଠୀ ଜଣାଇଛନ୍ତି । ଚଳିତବର୍ଷ ବିଚାରକଭାବେ ଗତବର୍ଷର ବିଜେତା ଦିପ୍ତୀ ପଟ୍ଟନାୟକ, ଅଭିନେତ୍ରୀ ସୁଇଟ ପଟ୍ଟନାୟକ, ସଙ୍ଗୀତ ନିର୍ଦେଶକ ଅଭିଜିତ୍ ମଜୁମଦାର୍ ପ୍ରମୁଖ ଯୋଗ ଦେବେ। ଇଚ୍ଛୁକ ମହିଳାମାନେ ୯୯୩୮୯୧୫୨୫୫ ନମରରେ ହ୍ୱାଟସ୍ଆପ୍ ମାଧ୍ୟମରେ ପଠାଇପାରିବେ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର