ବଢୁଛି ହୀରାକୁଦ ଜଳ ଭଣ୍ଡାରର ଜଳସ୍ତର

The Sakala Picture
Published On

ସମ୍ବଲପୁର: ଛତିଶଗଡ଼ କଲମାର ସମସ୍ତ ୬୬ ଗେଟ୍ ଖୋଲିଦେଲା ପରେ ଦୃତ ଗତିରେ ବଢିଚାଲିଛି ହୀରାକୁଦ ଜଳ ଭଣ୍ଡାରର ଜଳସ୍ତର।  ବର୍ତ୍ତମାନର ସୂଚନା ଅନୁଯାୟୀ, ପ୍ରତି ସେକେଣ୍ଡରେ ଡ୍ୟାମ ଭିତରକୁ ୧,୧୩,୬୭୮ ଘନଫୁଟ ବନ୍ୟାଜଳ ଭିତରକୁ ପ୍ରବେଶ କରୁଛି । ବିଭିନ୍ନ କେନାଲ ଦେଇ ୩୦,୫୫୫ ଘନଫୁଟ ଜଳନିଷ୍କାସିତ ହେଉଛି।  ହୀରାକୁଦର ଜଳଭଣ୍ଡାରର ଜଳସ୍ତର ୬୦୫.୧୫ ଫୁଟରେ ପହଞ୍ଚିଛି।

ଆହୁରି ପଢ଼ନ୍ତୁ: ଥାଇଲ୍ୟାଣ୍ଡରେ ଫସିଛନ୍ତି ୪ ଓଡ଼ିଆ ଶ୍ରମିକ: ଭୋକ ଉପବାସରେ କଟୁଛି ଜୀବନ, ଉଦ୍ଧାର ପାଇଁ ସରକାରଙ୍କୁ ଆକୁଳ ନିବେଦନ..

01 Jul 2023 By The Sakala

ବଢୁଛି ହୀରାକୁଦ ଜଳ ଭଣ୍ଡାରର ଜଳସ୍ତର

ସମ୍ବଲପୁର: ଛତିଶଗଡ଼ କଲମାର ସମସ୍ତ ୬୬ ଗେଟ୍ ଖୋଲିଦେଲା ପରେ ଦୃତ ଗତିରେ ବଢିଚାଲିଛି ହୀରାକୁଦ ଜଳ ଭଣ୍ଡାରର ଜଳସ୍ତର।  ବର୍ତ୍ତମାନର ସୂଚନା ଅନୁଯାୟୀ, ପ୍ରତି ସେକେଣ୍ଡରେ ଡ୍ୟାମ ଭିତରକୁ ୧,୧୩,୬୭୮ ଘନଫୁଟ ବନ୍ୟାଜଳ ଭିତରକୁ ପ୍ରବେଶ କରୁଛି । ବିଭିନ୍ନ କେନାଲ ଦେଇ ୩୦,୫୫୫ ଘନଫୁଟ ଜଳନିଷ୍କାସିତ ହେଉଛି।  ହୀରାକୁଦର ଜଳଭଣ୍ଡାରର ଜଳସ୍ତର ୬୦୫.୧୫ ଫୁଟରେ ପହଞ୍ଚିଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର