ବାଘୁଣୀ-ଅଜଗର ଲଢ଼େଇ : ଡାକ୍ତରଖାନା ଗଲା ଅଜଗର

The Sakala Picture
Published On

ନନ୍ଦନକାନନ : ନନ୍ଦନକାନନ ଚିଡ଼ିଆଖାନାରେ ବାଘୁଣୀ ଓ ଅଜଗର ଲଢେଇରେ ଅଜଗର ଖଣ୍ଡିଆ ଖାବରା ହୋଇ ହସ୍ପିଟାଲରେ ଚିକିତ୍ସିତ ହେଉଛି। ଖବର ନେବାରୁ ଜଣାପଡ଼ିଛି ଏକ ଜଙ୍ଗଲୀ ଅଜଗର ଆଜି ୩୨ନମ୍ବର ଖୁଆଡ଼ରେ ପ୍ରବେଶ କରିଥିଲା। ଯାହାର ଲମ୍ବ ୧୨ ଫୁଟ ହେବ। ଏଠାରେ ରହୁଥିବା ବାଘୁଣୀ ରୁପାର ନଜରରେ ଅଜଗରଟି ଆସିଯିବା ପରେ ରୁପା ଝାମ୍ପି ପଡିଥିଲା ତା ଉପରକୁ। ଏହି ଘମାଘୋଟ ଲଢେଇରେ ବାଘୁଣୀର ଆମୁଡ଼ା ଓ ଜାବୁଡ଼ା ଅଜଗରଟି ଖଣ୍ଡିଆ ଖାବରା ହୋଇ […]

ନନ୍ଦନକାନନ : ନନ୍ଦନକାନନ ଚିଡ଼ିଆଖାନାରେ ବାଘୁଣୀ ଓ ଅଜଗର ଲଢେଇରେ ଅଜଗର ଖଣ୍ଡିଆ ଖାବରା ହୋଇ ହସ୍ପିଟାଲରେ ଚିକିତ୍ସିତ ହେଉଛି। ଖବର ନେବାରୁ ଜଣାପଡ଼ିଛି ଏକ ଜଙ୍ଗଲୀ ଅଜଗର ଆଜି ୩୨ନମ୍ବର ଖୁଆଡ଼ରେ ପ୍ରବେଶ କରିଥିଲା। ଯାହାର ଲମ୍ବ ୧୨ ଫୁଟ ହେବ। ଏଠାରେ ରହୁଥିବା ବାଘୁଣୀ ରୁପାର ନଜରରେ ଅଜଗରଟି ଆସିଯିବା ପରେ ରୁପା ଝାମ୍ପି ପଡିଥିଲା ତା ଉପରକୁ। ଏହି ଘମାଘୋଟ ଲଢେଇରେ ବାଘୁଣୀର ଆମୁଡ଼ା ଓ ଜାବୁଡ଼ା ଅଜଗରଟି ଖଣ୍ଡିଆ ଖାବରା ହୋଇ ଆହତ ହୋଇଥିଲା । ଏହା ଜାଣିବା ପରେ ଅଜଗରକୁ ନନ୍ଦନକାନନ ଭେଟେରେନାରୀ ହସ୍ପିଟାଲରେ ରଖ୍ ଚିକିତ୍ସା କରାଯାଉଥିବା ଜଣାପଡିଛି।

ଆହୁରି ପଢ଼ନ୍ତୁ: ଆସନ୍ତାକାଲି ଠାରୁ ରାଜ୍ୟରେ ୨ରୁ ୩ ଡିଗ୍ରୀ ପର୍ଯ୍ୟନ୍ତ ବଢ଼ିପାରେ ଦିନ ତାପମାତ୍ରା

06 Oct 2021 By The Sakala

ବାଘୁଣୀ-ଅଜଗର ଲଢ଼େଇ : ଡାକ୍ତରଖାନା ଗଲା ଅଜଗର

ନନ୍ଦନକାନନ : ନନ୍ଦନକାନନ ଚିଡ଼ିଆଖାନାରେ ବାଘୁଣୀ ଓ ଅଜଗର ଲଢେଇରେ ଅଜଗର ଖଣ୍ଡିଆ ଖାବରା ହୋଇ ହସ୍ପିଟାଲରେ ଚିକିତ୍ସିତ ହେଉଛି। ଖବର ନେବାରୁ ଜଣାପଡ଼ିଛି ଏକ ଜଙ୍ଗଲୀ ଅଜଗର ଆଜି ୩୨ନମ୍ବର ଖୁଆଡ଼ରେ ପ୍ରବେଶ କରିଥିଲା। ଯାହାର ଲମ୍ବ ୧୨ ଫୁଟ ହେବ। ଏଠାରେ ରହୁଥିବା ବାଘୁଣୀ ରୁପାର ନଜରରେ ଅଜଗରଟି ଆସିଯିବା ପରେ ରୁପା ଝାମ୍ପି ପଡିଥିଲା ତା ଉପରକୁ। ଏହି ଘମାଘୋଟ ଲଢେଇରେ ବାଘୁଣୀର ଆମୁଡ଼ା ଓ ଜାବୁଡ଼ା ଅଜଗରଟି ଖଣ୍ଡିଆ ଖାବରା ହୋଇ ଆହତ ହୋଇଥିଲା । ଏହା ଜାଣିବା ପରେ ଅଜଗରକୁ ନନ୍ଦନକାନନ ଭେଟେରେନାରୀ ହସ୍ପିଟାଲରେ ରଖ୍ ଚିକିତ୍ସା କରାଯାଉଥିବା ଜଣାପଡିଛି।

https://www.thesakala.in/latest-odisha-news/the-tiger-python-fight-the-python-went-to-the-hospital/article-5903
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର