ସିସିଟିଭି ଓ ଫେସବୁକ୍‍ ଯୋଗୁ ମୋବାଇଲ ଲୁଟିଆକୁ ଧରିଲେ ଦୋକାନୀ

The Sakala Picture
Published On

ଧର୍ମଶାଳା: ସିସିଟିଭି ଓ ଫେସବୁକ ସେୟାରରୁ ମୋବାଇଲ ଲୁଟିଆର ପରିଚୟ ମିଳିଲା। ଚୋରି ମୋବାଇଲ ବି ମିଳିଗଲା। ଏଭଳି ଘଟଣା ଆଜି ବେଶ ଚର୍ଚ୍ଚାର ବିଷୟ ହୋଇଛି ଜାରକା ଅଞ୍ଚଳରେ। ମିଳିଥିବା ସୂଚନା ଅନୁଯାୟୀ, ପ୍ରଦୀପ୍ତ ଦାସଙ୍କ ଜାରକା ଶାନ୍ତି ବଜାର ଠାରେ ମାଆ ଫର୍ଟିଲାଇଜର ସାର ଦୋକାନ ରହିଛି। ଆଜି ଅପରାହ୍ନ ସମୟରେ ପ୍ରଦୀପ୍ତ ପରିଶ୍ରା କରିବାକୁ ଦୋକାନ ବାହାରକୁ ଯାଇଥିଲେ। ପରେ ଦୋକାନକୁ ଆସି ମୋବାଇଲଟିକୁ ନପାଇବା ପରେ ସିସି କ୍ୟାମେରା ଦେଖିଥିଲେ। ଜଣେ […]

ଧର୍ମଶାଳା: ସିସିଟିଭି ଓ ଫେସବୁକ ସେୟାରରୁ ମୋବାଇଲ ଲୁଟିଆର ପରିଚୟ ମିଳିଲା। ଚୋରି ମୋବାଇଲ ବି ମିଳିଗଲା। ଏଭଳି ଘଟଣା ଆଜି ବେଶ ଚର୍ଚ୍ଚାର ବିଷୟ ହୋଇଛି ଜାରକା ଅଞ୍ଚଳରେ।

ଆହୁରି ପଢ଼ନ୍ତୁ: ଭୁବନେଶ୍ୱର ଫେରିଲେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ, ବଡ଼ ଭାଇଙ୍କ ଅସୁସ୍ଥତା ଖବର ପାଇ ଦିଲ୍ଲୀ ଯାଇଥିଲେ

ମିଳିଥିବା ସୂଚନା ଅନୁଯାୟୀ, ପ୍ରଦୀପ୍ତ ଦାସଙ୍କ ଜାରକା ଶାନ୍ତି ବଜାର ଠାରେ ମାଆ ଫର୍ଟିଲାଇଜର ସାର ଦୋକାନ ରହିଛି। ଆଜି ଅପରାହ୍ନ ସମୟରେ ପ୍ରଦୀପ୍ତ ପରିଶ୍ରା କରିବାକୁ ଦୋକାନ ବାହାରକୁ ଯାଇଥିଲେ। ପରେ ଦୋକାନକୁ ଆସି ମୋବାଇଲଟିକୁ ନପାଇବା ପରେ ସିସି କ୍ୟାମେରା ଦେଖିଥିଲେ। ଜଣେ ହାପ୍‍ ପ୍ୟାଣ୍ଟ ଓ ଟି ସାର୍ଟ ପିନ୍ଧା ଯୁବକ ହଠାତ୍‍ ଦୋକାନକୁ ଆସି ଚାର୍ଜରେ ବସିଥିବା ମୋବାଇଲକୁ ନିମିଷକ ମଧ୍ୟରେ ପକେଟରେ ପଶେଇ ଧରି ଚାଲିଯାଉଛି। ଏହି ଚୋରି ଦୃଶ୍ୟ ଦୋକାନର ଲାଗିଥିବା ସିସି କ୍ୟାମେରାରେ କଏଦ ହୋଇ ରହିଥିଲା। ସେ ଏହି ଚୋରି ଦୃଶ୍ୟକୁ ସଙ୍ଗେ ସଙ୍ଗେ ଫେସବୁକରେ ସେୟାର କରିବା ପରେ ଚୋର ଯୁବକର ପରିଚୟ ମିଳିଯାଇଥିଲା। ସ୍ଥାନୀୟ ନିଳକଣ୍ଠପୁର ଗ୍ରାମର ଯୁବକ ବୋଲି ଜଣାପଡ଼ିଥିଲା। ଦୋକାନୀ ତାଙ୍କ ଘରକୁ ଯାଇ ପରିବାର ଠାରୁ ଚୋରି ମୋବାଇଲକୁ ଉଦ୍ଧାର କରିଥିଲେ। ହେଲେ ଯୁବକ ଜଣଙ୍କ ଧରାଛୁଆଁ ଦେଇ ନ ଥିଲେ। ଏନେଇ ଥାନାରେ ଏତଲା କରିବେ ବୋଲି ଜଣାଯାଇଛି। ଏଥିପୂର୍ବରୁ ସମାନ ଶୈଳୀରେ ଜାରକା ବଜାରରେ ଥିବା ଏକ ସାଇକେଲ ଷ୍ଟୋରରୁ ମାଲିକ ତଥା ସମିତିସଭ୍ୟ ଜଳଧର ସାହୁଙ୍କ ମୋବାଇଲ ଚୋରି ହୋଇଥିଲା।

ଆହୁରି ପଢ଼ନ୍ତୁ: ଭୋଟର ଲିଷ୍ଟରୁ ୯.୮ଲକ୍ଷ ଭୋଟରଙ୍କ ନାଁ କଟିବା ପ୍ରସଙ୍ଗ: ପୁନର୍ବିଚାର ପାଇଁ ମୁଖ୍ୟ ନିର୍ବାଚନ କମିଶନରଙ୍କୁ ଚିଠି ଲେଖିଲେ ସସ୍ମିତ ପାତ୍ର

17 Oct 2021 By The Sakala

ସିସିଟିଭି ଓ ଫେସବୁକ୍‍ ଯୋଗୁ ମୋବାଇଲ ଲୁଟିଆକୁ ଧରିଲେ ଦୋକାନୀ

ଧର୍ମଶାଳା: ସିସିଟିଭି ଓ ଫେସବୁକ ସେୟାରରୁ ମୋବାଇଲ ଲୁଟିଆର ପରିଚୟ ମିଳିଲା। ଚୋରି ମୋବାଇଲ ବି ମିଳିଗଲା। ଏଭଳି ଘଟଣା ଆଜି ବେଶ ଚର୍ଚ୍ଚାର ବିଷୟ ହୋଇଛି ଜାରକା ଅଞ୍ଚଳରେ।

ମିଳିଥିବା ସୂଚନା ଅନୁଯାୟୀ, ପ୍ରଦୀପ୍ତ ଦାସଙ୍କ ଜାରକା ଶାନ୍ତି ବଜାର ଠାରେ ମାଆ ଫର୍ଟିଲାଇଜର ସାର ଦୋକାନ ରହିଛି। ଆଜି ଅପରାହ୍ନ ସମୟରେ ପ୍ରଦୀପ୍ତ ପରିଶ୍ରା କରିବାକୁ ଦୋକାନ ବାହାରକୁ ଯାଇଥିଲେ। ପରେ ଦୋକାନକୁ ଆସି ମୋବାଇଲଟିକୁ ନପାଇବା ପରେ ସିସି କ୍ୟାମେରା ଦେଖିଥିଲେ। ଜଣେ ହାପ୍‍ ପ୍ୟାଣ୍ଟ ଓ ଟି ସାର୍ଟ ପିନ୍ଧା ଯୁବକ ହଠାତ୍‍ ଦୋକାନକୁ ଆସି ଚାର୍ଜରେ ବସିଥିବା ମୋବାଇଲକୁ ନିମିଷକ ମଧ୍ୟରେ ପକେଟରେ ପଶେଇ ଧରି ଚାଲିଯାଉଛି। ଏହି ଚୋରି ଦୃଶ୍ୟ ଦୋକାନର ଲାଗିଥିବା ସିସି କ୍ୟାମେରାରେ କଏଦ ହୋଇ ରହିଥିଲା। ସେ ଏହି ଚୋରି ଦୃଶ୍ୟକୁ ସଙ୍ଗେ ସଙ୍ଗେ ଫେସବୁକରେ ସେୟାର କରିବା ପରେ ଚୋର ଯୁବକର ପରିଚୟ ମିଳିଯାଇଥିଲା। ସ୍ଥାନୀୟ ନିଳକଣ୍ଠପୁର ଗ୍ରାମର ଯୁବକ ବୋଲି ଜଣାପଡ଼ିଥିଲା। ଦୋକାନୀ ତାଙ୍କ ଘରକୁ ଯାଇ ପରିବାର ଠାରୁ ଚୋରି ମୋବାଇଲକୁ ଉଦ୍ଧାର କରିଥିଲେ। ହେଲେ ଯୁବକ ଜଣଙ୍କ ଧରାଛୁଆଁ ଦେଇ ନ ଥିଲେ। ଏନେଇ ଥାନାରେ ଏତଲା କରିବେ ବୋଲି ଜଣାଯାଇଛି। ଏଥିପୂର୍ବରୁ ସମାନ ଶୈଳୀରେ ଜାରକା ବଜାରରେ ଥିବା ଏକ ସାଇକେଲ ଷ୍ଟୋରରୁ ମାଲିକ ତଥା ସମିତିସଭ୍ୟ ଜଳଧର ସାହୁଙ୍କ ମୋବାଇଲ ଚୋରି ହୋଇଥିଲା।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର