ଫୁଲୁଛି ମହାନଦୀ: ମୁଣ୍ଡଳୀରେ ପ୍ରବାହିତ ହେଲା ଚଳିତ ବର୍ଷର ପ୍ରଥମ ବନ୍ୟାଜଳ

The Sakala Picture
Published On

ଭୁବନେଶ୍ବର: ଫୁଲୁଛି ମହାନଦୀ । ମୁଣ୍ଡଳୀରେ ପ୍ରବାହିତ ହେଲା ଚଳିତ ବର୍ଷର ପ୍ରଥମ ବନ୍ୟାଜଳ। ଉପର ମୁଣ୍ଡରେ ଲଗାଣ ବର୍ଷା ପାଇଁ ବୃଦ୍ଧି ପାଇଛି ହୀରାକୁଦ ଜଳସ୍ତର। ହୀରାକୁଦର ଜଳସ୍ତର ବୃଦ୍ଧି ପାଇଥିବା ବେଳେ ରବିବାର ହୀରାକୁଦ ଡ୍ୟାମ କର୍ତ୍ତୃପକ୍ଷ ଚଳିତ ବର୍ଷର ପ୍ରଥମ ବନ୍ୟାଜଳ ନିଷ୍କାସନ କରିଥିଲ । ପର୍ଯ୍ୟାୟକ୍ରମେ ମୋଟ ୨୦ ଟି ସୁଇଜ ଗେଟ ଖୋଲା ଯାଇଥିବା ବେଳେ ଡ୍ୟାମରୁ ୩ ଲକ୍ଷ ୪୬ ହଜାର ୬୯୮ ଘନପୁଟୁ ବନ୍ୟା ନିଷ୍କାସନ କରାଯାଉଛି। […]

ଭୁବନେଶ୍ବର: ଫୁଲୁଛି ମହାନଦୀ । ମୁଣ୍ଡଳୀରେ ପ୍ରବାହିତ ହେଲା ଚଳିତ ବର୍ଷର ପ୍ରଥମ ବନ୍ୟାଜଳ। ଉପର ମୁଣ୍ଡରେ ଲଗାଣ ବର୍ଷା ପାଇଁ ବୃଦ୍ଧି ପାଇଛି ହୀରାକୁଦ ଜଳସ୍ତର। ହୀରାକୁଦର ଜଳସ୍ତର ବୃଦ୍ଧି ପାଇଥିବା ବେଳେ ରବିବାର ହୀରାକୁଦ ଡ୍ୟାମ କର୍ତ୍ତୃପକ୍ଷ ଚଳିତ ବର୍ଷର ପ୍ରଥମ ବନ୍ୟାଜଳ ନିଷ୍କାସନ କରିଥିଲ । ପର୍ଯ୍ୟାୟକ୍ରମେ ମୋଟ ୨୦ ଟି ସୁଇଜ ଗେଟ ଖୋଲା ଯାଇଥିବା ବେଳେ ଡ୍ୟାମରୁ ୩ ଲକ୍ଷ ୪୬ ହଜାର ୬୯୮ ଘନପୁଟୁ ବନ୍ୟା ନିଷ୍କାସନ କରାଯାଉଛି। ସେପଟେ ରବିବାର ହୀରାକୁଦ ଡ୍ୟାମରୁ ଚଳିତ ବର୍ଷର ପ୍ରଥମ ବନ୍ୟାଜଳ ଛଡା ଯାଇଥିବା ବେଳେ ଆଜି ମୁଣ୍ଡଳୀରେ ପହଞ୍ଚିଲା ଚଳିତ ବର୍ଷର ପ୍ରଥମ ବନ୍ୟାଜଳ। ମୁଣ୍ଡଳୀ ନିକଟସ୍ଥ ମହାନଦୀରେ ଚଳିତ ବର୍ଷର ବନ୍ୟାଜଳ ପ୍ରବାହିତ ହେଉଥିବା ବେଳେ ଧୀରେଧୀରେ ମହାନଦୀର ଜଳସ୍ତର ବୃଦ୍ଧି ପାଉଥିବା ବେଳେ ମୁଣ୍ଡଳୀ ଠାରେ ୧ ଲକ୍ଷ ୯୦ ହଜାର ୧୩୨ ଘନପୁଟୁ ବନ୍ୟା ଜଳ ପ୍ରବାହିତ ହେଉଛି । ମୁଣ୍ଡଳୀର ଉପର ଭାଗରେ ଜଳସ୍ତର ୮୨.୪୦ ତଳ ଭାଗରେ ୭୮.୬୦ ରହିଥିବା ବେଳେ ବିପଦ ସଙ୍କେତ ତଳେ ରହିଛି ବନ୍ୟା ଜଳ । ଦିନ ୧୨ ଟା ସୁଦ୍ଧା ପିକରେ ପହଞ୍ଚିବ ବନ୍ୟାଜଳ। ମହାନଦୀ ଫୁଲୁ ଥିବାରୁ ତଳିଆ ଅଞ୍ଚଳବାସୀ ଆତଙ୍କିତ ଅବସ୍ଥାରେ ରହିଛନ୍ତି।

ଆହୁରି ପଢ଼ନ୍ତୁ: ବିବାହ ବେଦୀରେ ବସିବା ପରେ ବଦଳିଗଲା ବରର ମନ, କନିଆଁକୁ ଛାଡ଼ି ପଳାଇ ଆସିଲା ପୁଅ

ସୂଚନା ଅନୁଯାୟୀ, ମହାନଦୀର ଜଳସ୍ତର ସକାଳ ୯ ସୁଦ୍ଧା ୨ ଲକ୍ଷ ୫୭ ହଜାର ୨୦୦ ଘନପୁଟ ବନ୍ୟା ଜଳ ପ୍ରବାହିତ ହେଉଥିବାବେଳେ ମୁଣ୍ଡଳୀର ଉପର ଭାଗରେ ୮୩.୯୦ ଓ ତଳ ମୁଣ୍ଡରେ ୮୦. ୪୦ ଫୁଟରେ ରହିଛି ।

ଆହୁରି ପଢ଼ନ୍ତୁ: ଜଗା ଦର୍ଶନ ପାଇଁ ଆସୁଥିବା ବେଳେ ହେଲା ମର୍ମନ୍ତୁଦ ସଡକ ଦୁର୍ଘଟଣା, ୬ ଗୁରୁତର

30 Jul 2024 By The Sakala

ଫୁଲୁଛି ମହାନଦୀ: ମୁଣ୍ଡଳୀରେ ପ୍ରବାହିତ ହେଲା ଚଳିତ ବର୍ଷର ପ୍ରଥମ ବନ୍ୟାଜଳ

ଭୁବନେଶ୍ବର: ଫୁଲୁଛି ମହାନଦୀ । ମୁଣ୍ଡଳୀରେ ପ୍ରବାହିତ ହେଲା ଚଳିତ ବର୍ଷର ପ୍ରଥମ ବନ୍ୟାଜଳ। ଉପର ମୁଣ୍ଡରେ ଲଗାଣ ବର୍ଷା ପାଇଁ ବୃଦ୍ଧି ପାଇଛି ହୀରାକୁଦ ଜଳସ୍ତର। ହୀରାକୁଦର ଜଳସ୍ତର ବୃଦ୍ଧି ପାଇଥିବା ବେଳେ ରବିବାର ହୀରାକୁଦ ଡ୍ୟାମ କର୍ତ୍ତୃପକ୍ଷ ଚଳିତ ବର୍ଷର ପ୍ରଥମ ବନ୍ୟାଜଳ ନିଷ୍କାସନ କରିଥିଲ । ପର୍ଯ୍ୟାୟକ୍ରମେ ମୋଟ ୨୦ ଟି ସୁଇଜ ଗେଟ ଖୋଲା ଯାଇଥିବା ବେଳେ ଡ୍ୟାମରୁ ୩ ଲକ୍ଷ ୪୬ ହଜାର ୬୯୮ ଘନପୁଟୁ ବନ୍ୟା ନିଷ୍କାସନ କରାଯାଉଛି। ସେପଟେ ରବିବାର ହୀରାକୁଦ ଡ୍ୟାମରୁ ଚଳିତ ବର୍ଷର ପ୍ରଥମ ବନ୍ୟାଜଳ ଛଡା ଯାଇଥିବା ବେଳେ ଆଜି ମୁଣ୍ଡଳୀରେ ପହଞ୍ଚିଲା ଚଳିତ ବର୍ଷର ପ୍ରଥମ ବନ୍ୟାଜଳ। ମୁଣ୍ଡଳୀ ନିକଟସ୍ଥ ମହାନଦୀରେ ଚଳିତ ବର୍ଷର ବନ୍ୟାଜଳ ପ୍ରବାହିତ ହେଉଥିବା ବେଳେ ଧୀରେଧୀରେ ମହାନଦୀର ଜଳସ୍ତର ବୃଦ୍ଧି ପାଉଥିବା ବେଳେ ମୁଣ୍ଡଳୀ ଠାରେ ୧ ଲକ୍ଷ ୯୦ ହଜାର ୧୩୨ ଘନପୁଟୁ ବନ୍ୟା ଜଳ ପ୍ରବାହିତ ହେଉଛି । ମୁଣ୍ଡଳୀର ଉପର ଭାଗରେ ଜଳସ୍ତର ୮୨.୪୦ ତଳ ଭାଗରେ ୭୮.୬୦ ରହିଥିବା ବେଳେ ବିପଦ ସଙ୍କେତ ତଳେ ରହିଛି ବନ୍ୟା ଜଳ । ଦିନ ୧୨ ଟା ସୁଦ୍ଧା ପିକରେ ପହଞ୍ଚିବ ବନ୍ୟାଜଳ। ମହାନଦୀ ଫୁଲୁ ଥିବାରୁ ତଳିଆ ଅଞ୍ଚଳବାସୀ ଆତଙ୍କିତ ଅବସ୍ଥାରେ ରହିଛନ୍ତି।

ସୂଚନା ଅନୁଯାୟୀ, ମହାନଦୀର ଜଳସ୍ତର ସକାଳ ୯ ସୁଦ୍ଧା ୨ ଲକ୍ଷ ୫୭ ହଜାର ୨୦୦ ଘନପୁଟ ବନ୍ୟା ଜଳ ପ୍ରବାହିତ ହେଉଥିବାବେଳେ ମୁଣ୍ଡଳୀର ଉପର ଭାଗରେ ୮୩.୯୦ ଓ ତଳ ମୁଣ୍ଡରେ ୮୦. ୪୦ ଫୁଟରେ ରହିଛି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର