ରେଭେନ୍ସା ବିଶ୍ୱବିଦ୍ୟାଳୟରେ ସମାଜ ବିଜ୍ଞାନ ବିଭାଗ ପକ୍ଷରୁ ଜାତୀୟ ଆଲୋଚନାଚକ୍ର ଆୟୋଜିତ

The Sakala Picture
Published On

କଟକ:ରେଭେନ୍ସା ବିଶ୍ୱବିଦ୍ୟାଳୟର ସମାଜଶାସ୍ତ୍ର ବିଭାଗ ପକ୍ଷରୁ ସମାଜଶାସ୍ତ୍ରରେ ଗବେଷଣାର ପଦ୍ଧତି ଶୀର୍ଷକରେ ଏକ ଜାତୀୟ ଆଲୋଚନା ଚକ୍ର ସଫଳତାର ସହ ଅନୁଷ୍ଠିତ ହୋଇଯାଇଛି। ଏଥିରେ ବନାରସ୍ ହିନ୍ଦୁ ବିଶ୍ୱବିଦ୍ୟାଳୟର ପ୍ରଫେସର ଶ୍ଵେତା ପ୍ରସାଦ ମୁଖ୍ୟ ବକ୍ତା ରୂପେ ଯୋଗ ଦେଇ ଆଲୋଚନା ରଖିଥିଲେ । ଏହି ଆଲୋଚନା ଚକ୍ରରେ ସମାଜଶାସ୍ତ୍ର ସହ ଅନ୍ୟାନ୍ୟ ବିଭାଗର ଅଧ୍ୟାପକ, ଅଧ୍ୟାପିକା,ଗବେଷକ, ଗବେଷିକା ଏବଂ ଛାତ୍ରଛାତ୍ରୀ ପ୍ରତିଭାଗୀ ରୂପେ ଯୋଗ ଦେଇଥିଲେ। ପ୍ରଫେସର ବିକ୍ରମ କେଶରୀ ମିଶ୍ର ସ୍ୱାଗତ ସମ୍ଭାଷଣ ପ୍ରଦାନ […]

କଟକ:ରେଭେନ୍ସା ବିଶ୍ୱବିଦ୍ୟାଳୟର ସମାଜଶାସ୍ତ୍ର ବିଭାଗ ପକ୍ଷରୁ ସମାଜଶାସ୍ତ୍ରରେ ଗବେଷଣାର ପଦ୍ଧତି ଶୀର୍ଷକରେ ଏକ ଜାତୀୟ ଆଲୋଚନା ଚକ୍ର ସଫଳତାର ସହ ଅନୁଷ୍ଠିତ ହୋଇଯାଇଛି। ଏଥିରେ ବନାରସ୍ ହିନ୍ଦୁ ବିଶ୍ୱବିଦ୍ୟାଳୟର ପ୍ରଫେସର ଶ୍ଵେତା ପ୍ରସାଦ ମୁଖ୍ୟ ବକ୍ତା ରୂପେ ଯୋଗ ଦେଇ ଆଲୋଚନା ରଖିଥିଲେ । ଏହି ଆଲୋଚନା ଚକ୍ରରେ ସମାଜଶାସ୍ତ୍ର ସହ ଅନ୍ୟାନ୍ୟ ବିଭାଗର ଅଧ୍ୟାପକ, ଅଧ୍ୟାପିକା,ଗବେଷକ, ଗବେଷିକା ଏବଂ ଛାତ୍ରଛାତ୍ରୀ ପ୍ରତିଭାଗୀ ରୂପେ ଯୋଗ ଦେଇଥିଲେ। ପ୍ରଫେସର ବିକ୍ରମ କେଶରୀ ମିଶ୍ର ସ୍ୱାଗତ ସମ୍ଭାଷଣ ପ୍ରଦାନ କରିଥିଲେ। ବିଭାଗର ଅଧ୍ୟାପକ ମନୋରଞ୍ଜନ ଦାସ ଅତିଥି ପରିଚୟ ପ୍ରଦାନ କରିଥିଲେ। ମୁଖ୍ୟବକ୍ତା ପ୍ରଫେସର ଶ୍ଵେତା ପ୍ରସାଦ ଶୀର୍ଷକ ସମ୍ପର୍କରେ ମତ ଦେଇ କହିଥିଲେ ସମାଜ ଶାସ୍ତ୍ରର ପାଠ୍ୟକ୍ରମ ଏବଂ ଗବେଷଣାର ଭିତ୍ତି ଅଙ୍ଗାଅଙ୍ଗୀ ଭାବେ ଜଡିତ। ଏଥି ସହିତ ଗବେଷଣା, ଗବେଷକର ଦୃଷ୍ଟିକୋଣ ଏବଂ ନିରପେକ୍ଷତା ଉପରେ ନିର୍ଭର କରେ ବୋଲି ମତ ପୋଷଣ କରିଥିଲେ | ସମାଜ ଶାସ୍ତ୍ରର ଅଧ୍ୟାପିକା ଡକ୍ଟର ମନୋସ୍ମିତା ମହାପାତ୍ର କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ । ଅଧ୍ୟାପକ ଡକ୍ଟର ଈଶ୍ୱର ଚନ୍ଦ୍ର ନାୟକ ଧନ୍ୟବାଦ ଅର୍ପଣ କରିଥିଲେ। ବିଭାଗର ଅଧ୍ୟାପକ ଡ଼କ୍ଟର ଜ୍ଞାନ ରଞ୍ଜନ ପୃଷ୍ଟି, ଅଧ୍ୟାପିକା ଲୁସି ମିଶ୍ର ଏବଂ ଡ଼କ୍ଟର ରୋଶିନା ୟୁସୁଫି, ଛାତ୍ର ରଶ୍ମି ରଞ୍ଜନ ବଳ,ରୋହିତ କୁମାର ଦାସ ଏବଂ ଛାତ୍ରୀ ଅନମୋଲ୍ ଘୋଷାଲ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ |

ଆହୁରି ପଢ଼ନ୍ତୁ: ବିଶିଷ୍ଟ ସାହିତ୍ୟିକ ଡ. ଜଗନ୍ନାଥ ପ୍ରସାଦ ଦାସଙ୍କ ପରଲୋକ, କଳା ଓ ସଂସ୍କୃତିର ବଡ଼ ଗବେଷକ ଥିଲେ

01 Dec 2022 By The Sakala

ରେଭେନ୍ସା ବିଶ୍ୱବିଦ୍ୟାଳୟରେ ସମାଜ ବିଜ୍ଞାନ ବିଭାଗ ପକ୍ଷରୁ ଜାତୀୟ ଆଲୋଚନାଚକ୍ର ଆୟୋଜିତ

କଟକ:ରେଭେନ୍ସା ବିଶ୍ୱବିଦ୍ୟାଳୟର ସମାଜଶାସ୍ତ୍ର ବିଭାଗ ପକ୍ଷରୁ ସମାଜଶାସ୍ତ୍ରରେ ଗବେଷଣାର ପଦ୍ଧତି ଶୀର୍ଷକରେ ଏକ ଜାତୀୟ ଆଲୋଚନା ଚକ୍ର ସଫଳତାର ସହ ଅନୁଷ୍ଠିତ ହୋଇଯାଇଛି। ଏଥିରେ ବନାରସ୍ ହିନ୍ଦୁ ବିଶ୍ୱବିଦ୍ୟାଳୟର ପ୍ରଫେସର ଶ୍ଵେତା ପ୍ରସାଦ ମୁଖ୍ୟ ବକ୍ତା ରୂପେ ଯୋଗ ଦେଇ ଆଲୋଚନା ରଖିଥିଲେ । ଏହି ଆଲୋଚନା ଚକ୍ରରେ ସମାଜଶାସ୍ତ୍ର ସହ ଅନ୍ୟାନ୍ୟ ବିଭାଗର ଅଧ୍ୟାପକ, ଅଧ୍ୟାପିକା,ଗବେଷକ, ଗବେଷିକା ଏବଂ ଛାତ୍ରଛାତ୍ରୀ ପ୍ରତିଭାଗୀ ରୂପେ ଯୋଗ ଦେଇଥିଲେ। ପ୍ରଫେସର ବିକ୍ରମ କେଶରୀ ମିଶ୍ର ସ୍ୱାଗତ ସମ୍ଭାଷଣ ପ୍ରଦାନ କରିଥିଲେ। ବିଭାଗର ଅଧ୍ୟାପକ ମନୋରଞ୍ଜନ ଦାସ ଅତିଥି ପରିଚୟ ପ୍ରଦାନ କରିଥିଲେ। ମୁଖ୍ୟବକ୍ତା ପ୍ରଫେସର ଶ୍ଵେତା ପ୍ରସାଦ ଶୀର୍ଷକ ସମ୍ପର୍କରେ ମତ ଦେଇ କହିଥିଲେ ସମାଜ ଶାସ୍ତ୍ରର ପାଠ୍ୟକ୍ରମ ଏବଂ ଗବେଷଣାର ଭିତ୍ତି ଅଙ୍ଗାଅଙ୍ଗୀ ଭାବେ ଜଡିତ। ଏଥି ସହିତ ଗବେଷଣା, ଗବେଷକର ଦୃଷ୍ଟିକୋଣ ଏବଂ ନିରପେକ୍ଷତା ଉପରେ ନିର୍ଭର କରେ ବୋଲି ମତ ପୋଷଣ କରିଥିଲେ | ସମାଜ ଶାସ୍ତ୍ରର ଅଧ୍ୟାପିକା ଡକ୍ଟର ମନୋସ୍ମିତା ମହାପାତ୍ର କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ । ଅଧ୍ୟାପକ ଡକ୍ଟର ଈଶ୍ୱର ଚନ୍ଦ୍ର ନାୟକ ଧନ୍ୟବାଦ ଅର୍ପଣ କରିଥିଲେ। ବିଭାଗର ଅଧ୍ୟାପକ ଡ଼କ୍ଟର ଜ୍ଞାନ ରଞ୍ଜନ ପୃଷ୍ଟି, ଅଧ୍ୟାପିକା ଲୁସି ମିଶ୍ର ଏବଂ ଡ଼କ୍ଟର ରୋଶିନା ୟୁସୁଫି, ଛାତ୍ର ରଶ୍ମି ରଞ୍ଜନ ବଳ,ରୋହିତ କୁମାର ଦାସ ଏବଂ ଛାତ୍ରୀ ଅନମୋଲ୍ ଘୋଷାଲ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ |

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର