ବାତ୍ଯା ଗୁଲାବ ପ୍ରଭାବ: ମାଲକାନଗିରିରେ ଲଗାଣ ବର୍ଷା ଜାରି, ଗଛ ପଡି ଭାଙ୍ଗିଲା ଘର

The Sakala Picture
Published On

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ବାତ୍ୟା ଗୁଲାବ ପ୍ରଭାବରେ ଲଗାଣ ବର୍ଷା ଜାରି ରହିବା ସହ ବିଭିନ୍ନ ସ୍ଥାନରେ ଗଛ ପଡି ରାସ୍ତା ଅବରୋଧ ହେବା ସହ ଘର ମଧ୍ୟ ଭାଙ୍ଗିଯାଇଛି। ମାଲକାନଗିରି ଜିଲ୍ଲା ସଦର ମହକୁମାର ବାଲିମେଳା ଓ ମାଲକାନଗିରିକୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତାରେ ଗଛ ପଡି ରାସ୍ତା ଅବରୋଧ ହେଇଥିବା ବେଳେ ସଦର ମହକୁମାର ଟେକବାଡ଼ି କଲୋନୀରେ ଗଛ ପଡି ଗୋଟିଏ ଘର ଭାଙ୍ଗି ଯାଇଛି। ଖବର ପାଇ ଦମକଳ ବାହିନୀ ଘଟଣା ସ୍ଥଳରେ […]

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ବାତ୍ୟା ଗୁଲାବ ପ୍ରଭାବରେ ଲଗାଣ ବର୍ଷା ଜାରି ରହିବା ସହ ବିଭିନ୍ନ ସ୍ଥାନରେ ଗଛ ପଡି ରାସ୍ତା ଅବରୋଧ ହେବା ସହ ଘର ମଧ୍ୟ ଭାଙ୍ଗିଯାଇଛି। ମାଲକାନଗିରି ଜିଲ୍ଲା ସଦର ମହକୁମାର ବାଲିମେଳା ଓ ମାଲକାନଗିରିକୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତାରେ ଗଛ ପଡି ରାସ୍ତା ଅବରୋଧ ହେଇଥିବା ବେଳେ ସଦର ମହକୁମାର ଟେକବାଡ଼ି କଲୋନୀରେ ଗଛ ପଡି ଗୋଟିଏ ଘର ଭାଙ୍ଗି ଯାଇଛି। ଖବର ପାଇ ଦମକଳ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି। ଜିଲ୍ଲାର ବିଭିନ୍ନ ସ୍ଥାନରେ କ୍ରମଶଃ ବର୍ଷା ମଧ୍ୟ ବଢ଼ିବାରେ ଲାଗିଛି ।

ଆହୁରି ପଢ଼ନ୍ତୁ: ଅସୁରକ୍ଷିତ ରାଜଧାନୀ: ଡେଲିଭରୀ ବୟଙ୍କୁ ଗୋଡ଼ାଇ ଗୋଡ଼ାଇ ଖଣ୍ଡାରେ ହାଣିଲେ ଦୁର୍ବୃତ୍ତ

27 Sep 2021 By The Sakala

ବାତ୍ଯା ଗୁଲାବ ପ୍ରଭାବ: ମାଲକାନଗିରିରେ ଲଗାଣ ବର୍ଷା ଜାରି, ଗଛ ପଡି ଭାଙ୍ଗିଲା ଘର

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ବାତ୍ୟା ଗୁଲାବ ପ୍ରଭାବରେ ଲଗାଣ ବର୍ଷା ଜାରି ରହିବା ସହ ବିଭିନ୍ନ ସ୍ଥାନରେ ଗଛ ପଡି ରାସ୍ତା ଅବରୋଧ ହେବା ସହ ଘର ମଧ୍ୟ ଭାଙ୍ଗିଯାଇଛି। ମାଲକାନଗିରି ଜିଲ୍ଲା ସଦର ମହକୁମାର ବାଲିମେଳା ଓ ମାଲକାନଗିରିକୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତାରେ ଗଛ ପଡି ରାସ୍ତା ଅବରୋଧ ହେଇଥିବା ବେଳେ ସଦର ମହକୁମାର ଟେକବାଡ଼ି କଲୋନୀରେ ଗଛ ପଡି ଗୋଟିଏ ଘର ଭାଙ୍ଗି ଯାଇଛି। ଖବର ପାଇ ଦମକଳ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି। ଜିଲ୍ଲାର ବିଭିନ୍ନ ସ୍ଥାନରେ କ୍ରମଶଃ ବର୍ଷା ମଧ୍ୟ ବଢ଼ିବାରେ ଲାଗିଛି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର