ଆଜି ସାମ୍ବାଦିକଙ୍କ ପାଇଁ ଖୋଲୁଛି ଲୋକସେବା ଭବନ

The Sakala Picture
Published On

ଭୁବନେଶ୍ୱର: ଆଜିଠୁ ଜନସାଧାରଣ, ସାମ୍ବାଦିକଙ୍କ ପାଇଁ ଖୋଲୁଛି ଲୋକସେବା ଭବନ । ସ୍ୱୀକୃତିପ୍ରାପ୍ତ ସାମ୍ବାଦିକ ଯାଇପାରିବେ ଲୋକସେବା ଭବନ । କୋଭିଡ ସ୍ଥିତିରେ ସୁଧାର ଆସିବା ପରେ ଗୃହ ବିଭାଗ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି । ଲୋକସେବା ଭବନ , ଖାରବେଳ ଭବନ ଓ ରାଜୀବ ଭବନ ଅଭ୍ୟର୍ଥନା ପ୍ରକୋଷ୍ଠ କାର୍ଯ୍ୟକ୍ଷମ ହୋଇଛି । ସାଧାରଣ ଲୋକେ ନିଜର କାମ ପାଇଁ ଲୋକସେବା ଭବନ ଯାଇପାରିବେ । ସେପଟେ ଲୋକସେବା ଭବନକୁ ଯିବାକୁ ହେଲେ ପାସ୍ […]

ଭୁବନେଶ୍ୱର: ଆଜିଠୁ ଜନସାଧାରଣ, ସାମ୍ବାଦିକଙ୍କ ପାଇଁ ଖୋଲୁଛି ଲୋକସେବା ଭବନ । ସ୍ୱୀକୃତିପ୍ରାପ୍ତ ସାମ୍ବାଦିକ ଯାଇପାରିବେ ଲୋକସେବା ଭବନ । କୋଭିଡ ସ୍ଥିତିରେ ସୁଧାର ଆସିବା ପରେ ଗୃହ ବିଭାଗ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି । ଲୋକସେବା ଭବନ , ଖାରବେଳ ଭବନ ଓ ରାଜୀବ ଭବନ ଅଭ୍ୟର୍ଥନା ପ୍ରକୋଷ୍ଠ କାର୍ଯ୍ୟକ୍ଷମ ହୋଇଛି । ସାଧାରଣ ଲୋକେ ନିଜର କାମ ପାଇଁ ଲୋକସେବା ଭବନ ଯାଇପାରିବେ ।

ଆହୁରି ପଢ଼ନ୍ତୁ: ବିବାହ ବେଦୀରେ ବସିବା ପରେ ବଦଳିଗଲା ବରର ମନ, କନିଆଁକୁ ଛାଡ଼ି ପଳାଇ ଆସିଲା ପୁଅ

ସେପଟେ ଲୋକସେବା ଭବନକୁ ଯିବାକୁ ହେଲେ ପାସ୍ ଆବଶ୍ୟକ । ଅନଲାଇନରେ ଆବେଦନ କରିପାରିବେ ସାଧାରଣ ଲୋକ । ଗୃହ ବିଭାଗର ଏହି ନିଷ୍ପତ୍ତି ପାଇଁ ମୁଖ୍ୟମନ୍ତ୍ରୀ ଓ ରାଜ୍ୟ ସରକାରଙ୍କୁ ଧନ୍ୟବାଦ ଜଣାଇଛନ୍ତି ସାମ୍ବାଦିକ । କୋଭିଡ କଟକଣା ହଟିବା ପରେ ଲୋକସେବା ଭବନକୁ ସାମ୍ବାଦିକଙ୍କୁ ଅନୁମତି ନେଇ ବାରମ୍ବାର ସାମ୍ବାଦିକଙ୍କ ପକ୍ଷରୁ ଦାବି ହୋଇ ଆସୁଥିଲା । ଏହି ଦାବି ପୂରଣ ପାଇଁ ପ୍ରତିଶ୍ରୁତି ଦେଇଥିଲେ ରାଜ୍ୟ ସରକାରଙ୍କ ଗଣମାଧ୍ୟମ ପରାମର୍ଶଦାତା ମାନସ ମଙ୍ଗରାଜ ।

ଆହୁରି ପଢ଼ନ୍ତୁ: ଆଇନଶୃଙ୍ଖଳା ତତ୍ତ୍ବାବଧାନ କରିବେ ବରିଷ୍ଠ ଆଇପିଏସ୍‌: ୧୫ ପୁଲିସ ଅଧିକାରୀଙ୍କୁ ୧୭ ଜିଲ୍ଲା ଦାୟିତ୍ୱ

18 Apr 2022 By The Sakala

ଆଜି ସାମ୍ବାଦିକଙ୍କ ପାଇଁ ଖୋଲୁଛି ଲୋକସେବା ଭବନ

ଭୁବନେଶ୍ୱର: ଆଜିଠୁ ଜନସାଧାରଣ, ସାମ୍ବାଦିକଙ୍କ ପାଇଁ ଖୋଲୁଛି ଲୋକସେବା ଭବନ । ସ୍ୱୀକୃତିପ୍ରାପ୍ତ ସାମ୍ବାଦିକ ଯାଇପାରିବେ ଲୋକସେବା ଭବନ । କୋଭିଡ ସ୍ଥିତିରେ ସୁଧାର ଆସିବା ପରେ ଗୃହ ବିଭାଗ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି । ଲୋକସେବା ଭବନ , ଖାରବେଳ ଭବନ ଓ ରାଜୀବ ଭବନ ଅଭ୍ୟର୍ଥନା ପ୍ରକୋଷ୍ଠ କାର୍ଯ୍ୟକ୍ଷମ ହୋଇଛି । ସାଧାରଣ ଲୋକେ ନିଜର କାମ ପାଇଁ ଲୋକସେବା ଭବନ ଯାଇପାରିବେ ।

ସେପଟେ ଲୋକସେବା ଭବନକୁ ଯିବାକୁ ହେଲେ ପାସ୍ ଆବଶ୍ୟକ । ଅନଲାଇନରେ ଆବେଦନ କରିପାରିବେ ସାଧାରଣ ଲୋକ । ଗୃହ ବିଭାଗର ଏହି ନିଷ୍ପତ୍ତି ପାଇଁ ମୁଖ୍ୟମନ୍ତ୍ରୀ ଓ ରାଜ୍ୟ ସରକାରଙ୍କୁ ଧନ୍ୟବାଦ ଜଣାଇଛନ୍ତି ସାମ୍ବାଦିକ । କୋଭିଡ କଟକଣା ହଟିବା ପରେ ଲୋକସେବା ଭବନକୁ ସାମ୍ବାଦିକଙ୍କୁ ଅନୁମତି ନେଇ ବାରମ୍ବାର ସାମ୍ବାଦିକଙ୍କ ପକ୍ଷରୁ ଦାବି ହୋଇ ଆସୁଥିଲା । ଏହି ଦାବି ପୂରଣ ପାଇଁ ପ୍ରତିଶ୍ରୁତି ଦେଇଥିଲେ ରାଜ୍ୟ ସରକାରଙ୍କ ଗଣମାଧ୍ୟମ ପରାମର୍ଶଦାତା ମାନସ ମଙ୍ଗରାଜ ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର