ଡିସେମ୍ବର ୫ ଯାଏଁ କନିଷ୍ଠ ମେଧା ବୃତ୍ତି ଆବେଦନ

The Sakala Picture
Published On

ଭୁବନେଶ୍ୱର: ରାଜ୍ୟର ବିଭିନ୍ନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଅଧ୍ୟୟନରତ ଛାତ୍ରଛାତ୍ରୀଙ୍କୁ ‘ଜୁନିୟର ମେରିଟ୍‌'(କନିଷ୍ଠ ମେଧା) ବୃତ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ନଭେମ୍ବର ୧୭ ତାରିଖରୁ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଥିବାବେଳେ ଡିସେମ୍ବର ୫ ଆବେଦନର ଶେଷ ତାରିଖ ରହିଛି। ତେବେ ୧୦ ହଜାର ମେଧା ଛାତ୍ରଛାତ୍ରୀଙ୍କୁ ଏହି ବୃତ୍ତି ପ୍ରଦାନ  କରାଯିବାକୁ ଥିବାବେଳେ୨ ବର୍ଷ ପାଇଁ ସେମାନଙ୍କୁ ୩ ହଜାର ଟଙ୍କା ଲେଖାଏଁ ବୃତ୍ତି ପ୍ରଦାନ କରାଯିବ। ମାଟ୍ରିକ୍‌ରେ ୬୦ ପ୍ରତିଶତରୁ ଅଧିକ ନମ୍ବର ରଖିଥିବା […]

ଭୁବନେଶ୍ୱର: ରାଜ୍ୟର ବିଭିନ୍ନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଅଧ୍ୟୟନରତ ଛାତ୍ରଛାତ୍ରୀଙ୍କୁ ‘ଜୁନିୟର ମେରିଟ୍‌'(କନିଷ୍ଠ ମେଧା) ବୃତ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ନଭେମ୍ବର ୧୭ ତାରିଖରୁ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଥିବାବେଳେ ଡିସେମ୍ବର ୫ ଆବେଦନର ଶେଷ ତାରିଖ ରହିଛି। ତେବେ ୧୦ ହଜାର ମେଧା ଛାତ୍ରଛାତ୍ରୀଙ୍କୁ ଏହି ବୃତ୍ତି ପ୍ରଦାନ  କରାଯିବାକୁ ଥିବାବେଳେ୨ ବର୍ଷ ପାଇଁ ସେମାନଙ୍କୁ ୩ ହଜାର ଟଙ୍କା ଲେଖାଏଁ ବୃତ୍ତି ପ୍ରଦାନ କରାଯିବ। ମାଟ୍ରିକ୍‌ରେ ୬୦ ପ୍ରତିଶତରୁ ଅଧିକ ନମ୍ବର ରଖିଥିବା ଛାତ୍ରଛାତ୍ରୀ ଏଥି ପାଇଁ ଆବେଦନ କରିବାକୁ ଥିବାବେଳେ ଛାତ୍ରଛାତ୍ରୀ www.scholarship odisha gov.in ମାଧ୍ୟମରେ ସବିଶେଷ ତଥ୍ୟ ପାଇ ପାରିବେ ବୋଲି ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ଦର୍ଶାଇଛି।

ଆହୁରି ପଢ଼ନ୍ତୁ: ରାଜ୍ୟର ଡିଜିଟାଲ ଓ ମୋବାଇଲ ସଂଯୋଗର ସାନ୍ଦ୍ରତା ନେଇ ରାଜ୍ୟସଭାରେ ପ୍ରଶ୍ନ ଉଠାଇଲେ ମାନସ ମଙ୍ଗରାଜ

19 Nov 2021 By The Sakala

ଡିସେମ୍ବର ୫ ଯାଏଁ କନିଷ୍ଠ ମେଧା ବୃତ୍ତି ଆବେଦନ

ଭୁବନେଶ୍ୱର: ରାଜ୍ୟର ବିଭିନ୍ନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଅଧ୍ୟୟନରତ ଛାତ୍ରଛାତ୍ରୀଙ୍କୁ ‘ଜୁନିୟର ମେରିଟ୍‌'(କନିଷ୍ଠ ମେଧା) ବୃତ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ନଭେମ୍ବର ୧୭ ତାରିଖରୁ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଥିବାବେଳେ ଡିସେମ୍ବର ୫ ଆବେଦନର ଶେଷ ତାରିଖ ରହିଛି। ତେବେ ୧୦ ହଜାର ମେଧା ଛାତ୍ରଛାତ୍ରୀଙ୍କୁ ଏହି ବୃତ୍ତି ପ୍ରଦାନ  କରାଯିବାକୁ ଥିବାବେଳେ୨ ବର୍ଷ ପାଇଁ ସେମାନଙ୍କୁ ୩ ହଜାର ଟଙ୍କା ଲେଖାଏଁ ବୃତ୍ତି ପ୍ରଦାନ କରାଯିବ। ମାଟ୍ରିକ୍‌ରେ ୬୦ ପ୍ରତିଶତରୁ ଅଧିକ ନମ୍ବର ରଖିଥିବା ଛାତ୍ରଛାତ୍ରୀ ଏଥି ପାଇଁ ଆବେଦନ କରିବାକୁ ଥିବାବେଳେ ଛାତ୍ରଛାତ୍ରୀ www.scholarship odisha gov.in ମାଧ୍ୟମରେ ସବିଶେଷ ତଥ୍ୟ ପାଇ ପାରିବେ ବୋଲି ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ଦର୍ଶାଇଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର