ମୃତ ଦୁଇ ଅଜଣା ବ୍ୟକ୍ତିଙ୍କ ମିଳୁନି ପରିଚୟ

The Sakala Picture
Published On

ବାଲେଶ୍ବର : ବାଲେଶ୍ବର ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସାଧୀନ ଅବସ୍ଥାରେ ଦୁଇ ଜଣ ଅଜଣା ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛି। ତେବେ ମୃତ ବ୍ୟକ୍ତିଙ୍କ କୌଣସି ପରିଚୟ ନମିଳିବାରୁ ଶବଗୃହରେ ରଖାଯାଇଛି। ଦୁଇ ଜଣ ସଂକ୍ରମଣ ୱାର୍ଡର ଚିକିତ୍ସା ପାଇଁ ଭର୍ତ୍ତି ହୋଇଥିଲେ। ମାତ୍ର ହୃତଘାତ ଯୋଗୁଁ ଦୁଇ ଜଣ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିଲା। ଜଣଙ୍କ ବୟସ ୨୮ ବର୍ଷ। ୧୫ ତାରିଖ ଦିନ ମୁଖ୍ୟ ଚିକିତ୍ସାଳୟକୁ ଚିକିତ୍ସା ପାଇଁ ଆସିବା ପରେ ମୃତ୍ୟୁ ହୋଇଥିଲା। ସେହିପରି ଆଉ ଜଣଙ୍କ […]

ବାଲେଶ୍ବର : ବାଲେଶ୍ବର ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସାଧୀନ ଅବସ୍ଥାରେ ଦୁଇ ଜଣ ଅଜଣା ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛି। ତେବେ ମୃତ ବ୍ୟକ୍ତିଙ୍କ କୌଣସି ପରିଚୟ ନମିଳିବାରୁ ଶବଗୃହରେ ରଖାଯାଇଛି। ଦୁଇ ଜଣ ସଂକ୍ରମଣ ୱାର୍ଡର ଚିକିତ୍ସା ପାଇଁ ଭର୍ତ୍ତି ହୋଇଥିଲେ। ମାତ୍ର ହୃତଘାତ ଯୋଗୁଁ ଦୁଇ ଜଣ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିଲା। ଜଣଙ୍କ ବୟସ ୨୮ ବର୍ଷ। ୧୫ ତାରିଖ ଦିନ ମୁଖ୍ୟ ଚିକିତ୍ସାଳୟକୁ ଚିକିତ୍ସା ପାଇଁ ଆସିବା ପରେ ମୃତ୍ୟୁ ହୋଇଥିଲା। ସେହିପରି ଆଉ ଜଣଙ୍କ ବୟସ ୬୫। ସେ ମେ ୨୫ ତାରିଖ ଦିନ ବିଳମ୍ବିତ ରାତିରେ ହସପିଟାଲରେ ଭର୍ତ୍ତି ହୋଇଥିଲେ। ଜୁନ୍ ୧୬ ତାରିଖ ଦିନ ମୃତ୍ୟୁ ହୋଇଯାଇଛି। ତେବେ କିଛି ଦିନ ପର୍ଯ୍ୟନ୍ତ ସେମାନଙ୍କୁ ଶବଗୃହରେ ରଖାଯିବ।

ଆହୁରି ପଢ଼ନ୍ତୁ: ବିବାହ ବେଦୀରେ ବସିବା ପରେ ବଦଳିଗଲା ବରର ମନ, କନିଆଁକୁ ଛାଡ଼ି ପଳାଇ ଆସିଲା ପୁଅ

18 Jun 2021 By The Sakala

ମୃତ ଦୁଇ ଅଜଣା ବ୍ୟକ୍ତିଙ୍କ ମିଳୁନି ପରିଚୟ

ବାଲେଶ୍ବର : ବାଲେଶ୍ବର ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସାଧୀନ ଅବସ୍ଥାରେ ଦୁଇ ଜଣ ଅଜଣା ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛି। ତେବେ ମୃତ ବ୍ୟକ୍ତିଙ୍କ କୌଣସି ପରିଚୟ ନମିଳିବାରୁ ଶବଗୃହରେ ରଖାଯାଇଛି। ଦୁଇ ଜଣ ସଂକ୍ରମଣ ୱାର୍ଡର ଚିକିତ୍ସା ପାଇଁ ଭର୍ତ୍ତି ହୋଇଥିଲେ। ମାତ୍ର ହୃତଘାତ ଯୋଗୁଁ ଦୁଇ ଜଣ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିଲା। ଜଣଙ୍କ ବୟସ ୨୮ ବର୍ଷ। ୧୫ ତାରିଖ ଦିନ ମୁଖ୍ୟ ଚିକିତ୍ସାଳୟକୁ ଚିକିତ୍ସା ପାଇଁ ଆସିବା ପରେ ମୃତ୍ୟୁ ହୋଇଥିଲା। ସେହିପରି ଆଉ ଜଣଙ୍କ ବୟସ ୬୫। ସେ ମେ ୨୫ ତାରିଖ ଦିନ ବିଳମ୍ବିତ ରାତିରେ ହସପିଟାଲରେ ଭର୍ତ୍ତି ହୋଇଥିଲେ। ଜୁନ୍ ୧୬ ତାରିଖ ଦିନ ମୃତ୍ୟୁ ହୋଇଯାଇଛି। ତେବେ କିଛି ଦିନ ପର୍ଯ୍ୟନ୍ତ ସେମାନଙ୍କୁ ଶବଗୃହରେ ରଖାଯିବ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର