ଛତୁ ତୋଳାଳି ମହିଳାଙ୍କୁ ଜଙ୍ଗଲରେ କଚାଡି ମାରିଲା ହାତୀ

The Sakala Picture
Published On

ବାରିପଦା : ଗୋଠଛଡ଼ା ହାତୀ ଉପଦ୍ରବ । ପୃଥକ ସ୍ଥାନରେ ଗୋଠଛଡ଼ା ହାତୀ ଆକ୍ରମଣରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଗୁରୁତର ହୋଇଛନ୍ତି । ଏପରି ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲାର ବାଦମପାହାଡ଼ ଓ ରାଇରଙ୍ଗପୁର ରେଞ୍ଜ ଅଞ୍ଚଳରେ । ସୂଚନାଯୋଗ୍ୟ ଯେ, ବାଦମପାହାଡ଼ ରେଞ୍ଜ ଟିଆକାଟି ଗ୍ରାମର ସୁଖୀ ବାସ୍କେ ନାମକ ବୃଦ୍ଧା ତିନି ଚାରି ଜଣ ଅନ୍ୟ ମହିଳାଙ୍କ ସହିତ ଛତୁ ସଂଗ୍ରହ କରିବାକୁ ନିକଟସ୍ଥ ଜଙ୍ଗଲକୁ ଯାଇଥିବା ବେଳେ ଦୁଇଟି […]

ବାରିପଦା : ଗୋଠଛଡ଼ା ହାତୀ ଉପଦ୍ରବ । ପୃଥକ ସ୍ଥାନରେ ଗୋଠଛଡ଼ା ହାତୀ ଆକ୍ରମଣରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଗୁରୁତର ହୋଇଛନ୍ତି । ଏପରି ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲାର ବାଦମପାହାଡ଼ ଓ ରାଇରଙ୍ଗପୁର ରେଞ୍ଜ ଅଞ୍ଚଳରେ । ସୂଚନାଯୋଗ୍ୟ ଯେ, ବାଦମପାହାଡ଼ ରେଞ୍ଜ ଟିଆକାଟି ଗ୍ରାମର ସୁଖୀ ବାସ୍କେ ନାମକ ବୃଦ୍ଧା ତିନି ଚାରି ଜଣ ଅନ୍ୟ ମହିଳାଙ୍କ ସହିତ ଛତୁ ସଂଗ୍ରହ କରିବାକୁ ନିକଟସ୍ଥ ଜଙ୍ଗଲକୁ ଯାଇଥିବା ବେଳେ ଦୁଇଟି ଗୋଠଛଡ଼ା ହାତୀ ହାବୁଡ଼ରେ ପଡ଼ିଥିଲେ। ଅନ୍ୟମାନେ ଦୌଡ଼ି ପଳାଇଥିଲା ବେଳେ ସାଉନାଙ୍କୁ ହାତୀ କଚାଡି ଦେଇଥିଲା । ଫଳରେ ଘଟଣାସ୍ଥଳରେ ହିଁ ତାଙ୍କ ମୃତ୍ୟୁ ହୋଇଥିଲା। ସେହିପରି ରାଇରଙ୍ଗପୁର ବନାଞ୍ଚଳ ଖଣ୍ଡାଡେରା ଗ୍ରାମ ନିକଟରେ ଶୌଚ ହେବାକୁ ଯିବା ସମୟରେ ସାଉନାମାରାଣ୍ଡି ନାମକ ବ୍ୟକ୍ତି ହାତୀ ଆକ୍ରମଣର ଶିକାର ହୋଇ ରାଇରଙ୍ଗପୁର ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି । ସାଉନାଙ୍କ ଛାତି ଓ ମୁଣ୍ଡରେ ଆଘାତ ଲାଗିଛି । ଜଙ୍ଗଲ ବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚ ତଦନ୍ତ କରୁଛନ୍ତି ।

ଆହୁରି ପଢ଼ନ୍ତୁ: ରସିକିଆ ହିନ୍ଦୀ ଶିକ୍ଷକଙ୍କ ବିରୋଧରେ ଛାତ୍ରୀଙ୍କ ଅସଦାଚରଣ ଅଭିଯୋଗ, ଥାନାରେ ଅଟକ

02 Aug 2021 By The Sakala

ଛତୁ ତୋଳାଳି ମହିଳାଙ୍କୁ ଜଙ୍ଗଲରେ କଚାଡି ମାରିଲା ହାତୀ

ବାରିପଦା : ଗୋଠଛଡ଼ା ହାତୀ ଉପଦ୍ରବ । ପୃଥକ ସ୍ଥାନରେ ଗୋଠଛଡ଼ା ହାତୀ ଆକ୍ରମଣରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଗୁରୁତର ହୋଇଛନ୍ତି । ଏପରି ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲାର ବାଦମପାହାଡ଼ ଓ ରାଇରଙ୍ଗପୁର ରେଞ୍ଜ ଅଞ୍ଚଳରେ । ସୂଚନାଯୋଗ୍ୟ ଯେ, ବାଦମପାହାଡ଼ ରେଞ୍ଜ ଟିଆକାଟି ଗ୍ରାମର ସୁଖୀ ବାସ୍କେ ନାମକ ବୃଦ୍ଧା ତିନି ଚାରି ଜଣ ଅନ୍ୟ ମହିଳାଙ୍କ ସହିତ ଛତୁ ସଂଗ୍ରହ କରିବାକୁ ନିକଟସ୍ଥ ଜଙ୍ଗଲକୁ ଯାଇଥିବା ବେଳେ ଦୁଇଟି ଗୋଠଛଡ଼ା ହାତୀ ହାବୁଡ଼ରେ ପଡ଼ିଥିଲେ। ଅନ୍ୟମାନେ ଦୌଡ଼ି ପଳାଇଥିଲା ବେଳେ ସାଉନାଙ୍କୁ ହାତୀ କଚାଡି ଦେଇଥିଲା । ଫଳରେ ଘଟଣାସ୍ଥଳରେ ହିଁ ତାଙ୍କ ମୃତ୍ୟୁ ହୋଇଥିଲା। ସେହିପରି ରାଇରଙ୍ଗପୁର ବନାଞ୍ଚଳ ଖଣ୍ଡାଡେରା ଗ୍ରାମ ନିକଟରେ ଶୌଚ ହେବାକୁ ଯିବା ସମୟରେ ସାଉନାମାରାଣ୍ଡି ନାମକ ବ୍ୟକ୍ତି ହାତୀ ଆକ୍ରମଣର ଶିକାର ହୋଇ ରାଇରଙ୍ଗପୁର ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି । ସାଉନାଙ୍କ ଛାତି ଓ ମୁଣ୍ଡରେ ଆଘାତ ଲାଗିଛି । ଜଙ୍ଗଲ ବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚ ତଦନ୍ତ କରୁଛନ୍ତି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର