ଖୁବଶୀଘ୍ର ଦୁବାଇରୁ ଭୁବନେଶ୍ୱର ଉଡ଼ିବ ଡାଇରେକ୍ଟ ଫ୍ଲାଇଟ୍, ମୁଖ୍ୟମନ୍ତ୍ରୀଙ୍କ ଘୋଷଣା

The Sakala Picture
Published On

ଦୁବାଇ: ଖୁବଶୀଘ୍ର ଦୁବାଇରୁ ଭୁବନେଶ୍ୱର ଉଡ଼ିବ ଡାଇରେକ୍ଟ ଫ୍ଲାଇଟ୍ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା । ଫଳରେ ଭୁବନେଶ୍ୱରରୁ ଦୁବାଇ ଓ ଦୁବାଇରୁ ଭୁବନେଶ୍ୱର ସିଧାସଳଖ ବିନା ଦ୍ୱିଧା ବିନା ଅପେକ୍ଷାରେ ଯାଇପାରିବେ ଲୋକ । ଗତକାଲି ଦୁବାଇରେ ଆୟୋଜିତ ଭବ୍ୟ ମେକ୍ ଇନ୍ ଓଡ଼ିଶା କନକ୍ଲେଭରେ ଏପରି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ । କୋଭିଡ ସମୟରେ ଏପରି ଏକ ଡାଇରେକ୍ଟ ଫ୍ଲାଇଟ୍ ଉଡ଼ିବା ନେଇ ଯୋଜନା ହେଉଥିବା ବେଳେ ଦୁବାଇ ଗସ୍ତରେ ଯାଇ ମୁଖ୍ୟମନ୍ତ୍ରୀ ଏହି ଫ୍ଲାଇଟ୍ […]

ଦୁବାଇ: ଖୁବଶୀଘ୍ର ଦୁବାଇରୁ ଭୁବନେଶ୍ୱର ଉଡ଼ିବ ଡାଇରେକ୍ଟ ଫ୍ଲାଇଟ୍ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା । ଫଳରେ ଭୁବନେଶ୍ୱରରୁ ଦୁବାଇ ଓ ଦୁବାଇରୁ ଭୁବନେଶ୍ୱର ସିଧାସଳଖ ବିନା ଦ୍ୱିଧା ବିନା ଅପେକ୍ଷାରେ ଯାଇପାରିବେ ଲୋକ । ଗତକାଲି ଦୁବାଇରେ ଆୟୋଜିତ ଭବ୍ୟ ମେକ୍ ଇନ୍ ଓଡ଼ିଶା କନକ୍ଲେଭରେ ଏପରି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ । କୋଭିଡ ସମୟରେ ଏପରି ଏକ ଡାଇରେକ୍ଟ ଫ୍ଲାଇଟ୍ ଉଡ଼ିବା ନେଇ ଯୋଜନା ହେଉଥିବା ବେଳେ ଦୁବାଇ ଗସ୍ତରେ ଯାଇ ମୁଖ୍ୟମନ୍ତ୍ରୀ ଏହି ଫ୍ଲାଇଟ୍ ଖୁବଶୀଘ୍ର ଉଡ଼ିବ ବୋଲି ଘୋଷଣା କରିଛନ୍ତି । ଏହାସହ ଆପଣମାନେ ଖୁସି ତ ବୋଲି ପ୍ରବାସୀଙ୍କୁ ପଚାରିଥିଲେ ମୁଖ୍ୟମନ୍ତ୍ରୀ । ଏବଂ ସେମାନେ ଖୁସି ତ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବି ଖୁସି ବୋଲି କହିଥିଲେ ।

ଆହୁରି ପଢ଼ନ୍ତୁ: OTET ପ୍ରଶ୍ନପତ୍ର ଲିକ ମାମଲା: ପୂର୍ବତନ ବୋର୍ଡ ଉପସଭାପତିଙ୍କ ସମେତ ୮ ଅଭିଯୁକ୍ତଙ୍କୁ ସର୍ତ୍ତମୂଳକ ଜାମିନ୍

ଦୁବାଇରେ ଆୟୋଜିତ ମେକ୍ ଇନ୍ ଓଡ଼ିଶା କନକ୍ଲେଭରେ ଶୁଭିଲା ବନ୍ଦେ ଉତ୍କଳ ଜନନୀ ଗୀତ । କନକ୍ଲେଭରେ ଉପସ୍ଥିତ ଥିବା ପ୍ରବାସୀ ଓଡ଼ିଆ ମୁଖ୍ୟମନ୍ତ୍ରୀଙ୍କ ପ୍ରଶଂସାରେ ଶତମୁଖ ହେବା ସହ ମୁଖ୍ୟମନ୍ତ୍ରୀଙ୍କୁ ପାଖରୁ ଦେଖି ବେଶ ଉତ୍ସାହିତ ଥିଲେ । ଏମିତିକି ଓଡ଼ିଶା କଳା ସଂସ୍କୃତିର ଝଲକ୍ ଦୁବାଇରେ ବି ଦେଖିବାକୁ ମିଳିଥିଲା । ଏହା ସହ OFUAE ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ ସମ୍ବର୍ଦ୍ଧିତ କରିଯାଇଥିଲା । ସେପଟେ କୋଭିଡ ସମୟରେ ବିଦେଶରୁ ପ୍ରବାସୀଙ୍କୁ ଆଣିବାରେ ଯେଉଁଠି ଅନ୍ୟ ରାଜ୍ୟ ମନା କରି ଦେଇଥିଲେ । ସେଠାରେ ଓଡ଼ିଶା ନିଜେ ନିଜ ଖର୍ଚ୍ଚରେ ପ୍ରବାସୀଙ୍କୁ ଓଡ଼ିଶା ଆଣିଥିଲା ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ । ଏନେଇ ପ୍ରବାସୀଙ୍କୁ ସୂଚନା ଦେଇଥିଲେ 5-T ସଚିବ ଭି.କେ ପାଣ୍ଡିଆନ ।

ଆହୁରି ପଢ଼ନ୍ତୁ: ଡ୍ରପଆଉଟ୍‌ ପାଇଁ ଓଡ଼ିଶାରେ ବଢ଼ୁଛି ବାଲ୍ୟ ବିବାହ; ସାମାଜିକ ବିଧି ବ୍ୟବସ୍ଥା ଅନ୍ୟତମ ପ୍ରମୁଖ କାରଣ

30 Jun 2022 By The Sakala

ଖୁବଶୀଘ୍ର ଦୁବାଇରୁ ଭୁବନେଶ୍ୱର ଉଡ଼ିବ ଡାଇରେକ୍ଟ ଫ୍ଲାଇଟ୍, ମୁଖ୍ୟମନ୍ତ୍ରୀଙ୍କ ଘୋଷଣା

ଦୁବାଇ: ଖୁବଶୀଘ୍ର ଦୁବାଇରୁ ଭୁବନେଶ୍ୱର ଉଡ଼ିବ ଡାଇରେକ୍ଟ ଫ୍ଲାଇଟ୍ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା । ଫଳରେ ଭୁବନେଶ୍ୱରରୁ ଦୁବାଇ ଓ ଦୁବାଇରୁ ଭୁବନେଶ୍ୱର ସିଧାସଳଖ ବିନା ଦ୍ୱିଧା ବିନା ଅପେକ୍ଷାରେ ଯାଇପାରିବେ ଲୋକ । ଗତକାଲି ଦୁବାଇରେ ଆୟୋଜିତ ଭବ୍ୟ ମେକ୍ ଇନ୍ ଓଡ଼ିଶା କନକ୍ଲେଭରେ ଏପରି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ । କୋଭିଡ ସମୟରେ ଏପରି ଏକ ଡାଇରେକ୍ଟ ଫ୍ଲାଇଟ୍ ଉଡ଼ିବା ନେଇ ଯୋଜନା ହେଉଥିବା ବେଳେ ଦୁବାଇ ଗସ୍ତରେ ଯାଇ ମୁଖ୍ୟମନ୍ତ୍ରୀ ଏହି ଫ୍ଲାଇଟ୍ ଖୁବଶୀଘ୍ର ଉଡ଼ିବ ବୋଲି ଘୋଷଣା କରିଛନ୍ତି । ଏହାସହ ଆପଣମାନେ ଖୁସି ତ ବୋଲି ପ୍ରବାସୀଙ୍କୁ ପଚାରିଥିଲେ ମୁଖ୍ୟମନ୍ତ୍ରୀ । ଏବଂ ସେମାନେ ଖୁସି ତ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବି ଖୁସି ବୋଲି କହିଥିଲେ ।

ଦୁବାଇରେ ଆୟୋଜିତ ମେକ୍ ଇନ୍ ଓଡ଼ିଶା କନକ୍ଲେଭରେ ଶୁଭିଲା ବନ୍ଦେ ଉତ୍କଳ ଜନନୀ ଗୀତ । କନକ୍ଲେଭରେ ଉପସ୍ଥିତ ଥିବା ପ୍ରବାସୀ ଓଡ଼ିଆ ମୁଖ୍ୟମନ୍ତ୍ରୀଙ୍କ ପ୍ରଶଂସାରେ ଶତମୁଖ ହେବା ସହ ମୁଖ୍ୟମନ୍ତ୍ରୀଙ୍କୁ ପାଖରୁ ଦେଖି ବେଶ ଉତ୍ସାହିତ ଥିଲେ । ଏମିତିକି ଓଡ଼ିଶା କଳା ସଂସ୍କୃତିର ଝଲକ୍ ଦୁବାଇରେ ବି ଦେଖିବାକୁ ମିଳିଥିଲା । ଏହା ସହ OFUAE ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ ସମ୍ବର୍ଦ୍ଧିତ କରିଯାଇଥିଲା । ସେପଟେ କୋଭିଡ ସମୟରେ ବିଦେଶରୁ ପ୍ରବାସୀଙ୍କୁ ଆଣିବାରେ ଯେଉଁଠି ଅନ୍ୟ ରାଜ୍ୟ ମନା କରି ଦେଇଥିଲେ । ସେଠାରେ ଓଡ଼ିଶା ନିଜେ ନିଜ ଖର୍ଚ୍ଚରେ ପ୍ରବାସୀଙ୍କୁ ଓଡ଼ିଶା ଆଣିଥିଲା ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ । ଏନେଇ ପ୍ରବାସୀଙ୍କୁ ସୂଚନା ଦେଇଥିଲେ 5-T ସଚିବ ଭି.କେ ପାଣ୍ଡିଆନ ।

https://www.thesakala.in/latest-odisha-news/the-direct-flight-from-dubai-to-bhubaneswar-will-soon-be-announced-the-chief-minister-said/article-12905
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର