ଉଚ୍ଚଶିକ୍ଷା ବିଭାଗ ଆଣିବ ଷ୍ଟୁଡେଣ୍ଟସ ସ୍ପୋର୍ଟସ ପଲିସି

The Sakala Picture
Published On

ଭୁବନେଶ୍ୱର: ଖୁବ ଶୀଘ୍ର ଉଚ୍ଚଶିକ୍ଷା ବିଭାଗ ଆଣିବ ଷ୍ଟୁଡେଣ୍ଟସ ସ୍ପୋର୍ଟସ ପଲିସି । ଉଚ୍ଚଶିକ୍ଷା ପରିଷଦ, ବିଶ୍ୱବିଦ୍ୟାଳୟ କ୍ରୀଡ଼ା ବିଭାଗ ଓ ରାଜ୍ୟ ସରକାରଙ୍କ କ୍ରୀଡା ବିଭାଗ ମଧ୍ୟରେ ଏନେଇ ଆଲୋଚନା ଚାଲିଛି । ଉଚ୍ଚଶିକ୍ଷା ମନ୍ତ୍ରୀ ରୋହିତ ପୂଜାରୀ ଏହି ସୂଚନା ଦେଇଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯେପରି କ୍ରୀଡା କ୍ଷେତ୍ରରେ ବିଶ୍ୱରେ ଓଡିଶାକୁ ସ୍ୱତନ୍ତ୍ର ସ୍ଥାନ ଦେଲେଣି, ଏହାକୁ ନେଇ କ୍ରୀଡ଼ାବିତଙ୍କୁ ଅଧିକ ଉତ୍ସାହିତ କରି ଜାତୀୟ ଓ ଅନ୍ତର୍ଜାତୀୟ ଖେଳାଳି ପ୍ରସ୍ତୁତ […]

ଭୁବନେଶ୍ୱର: ଖୁବ ଶୀଘ୍ର ଉଚ୍ଚଶିକ୍ଷା ବିଭାଗ ଆଣିବ ଷ୍ଟୁଡେଣ୍ଟସ ସ୍ପୋର୍ଟସ ପଲିସି । ଉଚ୍ଚଶିକ୍ଷା ପରିଷଦ, ବିଶ୍ୱବିଦ୍ୟାଳୟ କ୍ରୀଡ଼ା ବିଭାଗ ଓ ରାଜ୍ୟ ସରକାରଙ୍କ କ୍ରୀଡା ବିଭାଗ ମଧ୍ୟରେ ଏନେଇ ଆଲୋଚନା ଚାଲିଛି । ଉଚ୍ଚଶିକ୍ଷା ମନ୍ତ୍ରୀ ରୋହିତ ପୂଜାରୀ ଏହି ସୂଚନା ଦେଇଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯେପରି କ୍ରୀଡା କ୍ଷେତ୍ରରେ ବିଶ୍ୱରେ ଓଡିଶାକୁ ସ୍ୱତନ୍ତ୍ର ସ୍ଥାନ ଦେଲେଣି, ଏହାକୁ ନେଇ କ୍ରୀଡ଼ାବିତଙ୍କୁ ଅଧିକ ଉତ୍ସାହିତ କରି ଜାତୀୟ ଓ ଅନ୍ତର୍ଜାତୀୟ ଖେଳାଳି ପ୍ରସ୍ତୁତ କରିବାକୁ ପଡ଼ିବ ।

ଆହୁରି ପଢ଼ନ୍ତୁ: ଜନଗଣନା କରିବା ବାହାନାରେ ଆସିଲା, ବେକରେ ଛୁରୀ ଲଗାଇ ଫୋନ ଓ ମଙ୍ଗଳସୂତ୍ର ନେଇଗଲା ଲୁଟେରା

କଲେଜ ଓ ବିଶ୍ୱବିଦ୍ୟାଳୟ ହେଉଛି କ୍ରୀଡ଼ାବିତଙ୍କ ପାଇଁ ଅନ୍ତୁଡ଼ିଶାଳ । ଯେଉଁ ଛାତ୍ରଛାତ୍ରୀ ଭଲ ଖେଳୁଛନ୍ତି, ସେମାନଙ୍କ ନାମଲେଖା ପରି ସୁବିଧା କରାଯିବ। ଖେଳ ସମୟରେ ଯେପରି କ୍ଲାସ ଉପସ୍ଥାନ ସମସ୍ୟା ନରହିବ, ସେହି ଉଦେଶ୍ୟରେ ଏହି ପଲିସି ହେବ । ସେମାନେ କ୍ରୀଡାର ହାଇ ପରଫର୍ମାନ୍ସ ସେଣ୍ଟରରେ ଟ୍ରେନିଂ ପାଇଁ ପାରିବେ ।

ଆହୁରି ପଢ଼ନ୍ତୁ: ବ୍ୟବସାୟୀଙ୍କୁ ଅପହରଣ କରି ୨ କୋଟି ଦାବି କଲେ ଦୁବୃର୍ତ୍ତ, ପରିବାର ପୁଲିସର ଦ୍ୱାରସ୍ଥ ହେବାରୁ ମାରି ଜଙ୍ଗଲରେ ଫିଙ୍ଗିଦେଲେ

ସେଥିପାଇଁ ଯେଉଁ ଜାତୀୟ ଓ ଅନ୍ତର୍ଜାତୀୟ ବିଶ୍ୱବିଦ୍ୟାଳୟ ଅଛି, ସେମାନଙ୍କ ପରି ଆମ ସ୍ପୋର୍ଟସ ପଲିସିରେ ସାମିଲ କରାଯିବ ବୋଲି ଉଚ୍ଚଶିକ୍ଷା ମନ୍ତ୍ରୀ ରୋହିତ ପୂଜାରୀ କହିଛନ୍ତି । ଏହା କୋର୍ସ ଆକାରରେ ରହିବ ନାହିଁ । ଭଲ ଖେଳୁଥିବା ଛାତ୍ରଛାତ୍ରୀ ଯେପରି ଅଧିକ ସମୟ ଖେଳକୁ ଦେଇ ପାରିବେ, ସେ ଦିଗରେ ନୀତି ହେବା ଦରକାର ବୋଲି ଉଚ୍ଚଶିକ୍ଷା ମନ୍ତ୍ରୀ ରୋହିତ ପୂଜାରୀ ପ୍ରକାଶ କରିଛନ୍ତି।

ଆହୁରି ପଢ଼ନ୍ତୁ: କୋଣାର୍କ ସୂର୍ଯ୍ୟମନ୍ଦିରରୁ ବାଲିକଢ଼ା ପ୍ରକ୍ରିୟା: ଗର୍ଭଗୃହକୁ ଟନେଲ୍‌ ନିର୍ମାଣ ଆରମ୍ଭ, ଉଚ୍ଚସ୍ତରୀୟ ବୈଷୟିକ ଟିମ୍ ଅନୁଧ୍ୟାନ ପରେ କଢ଼ାଯିବ ବାଲି

15 Dec 2022 By The Sakala

ଉଚ୍ଚଶିକ୍ଷା ବିଭାଗ ଆଣିବ ଷ୍ଟୁଡେଣ୍ଟସ ସ୍ପୋର୍ଟସ ପଲିସି

ଭୁବନେଶ୍ୱର: ଖୁବ ଶୀଘ୍ର ଉଚ୍ଚଶିକ୍ଷା ବିଭାଗ ଆଣିବ ଷ୍ଟୁଡେଣ୍ଟସ ସ୍ପୋର୍ଟସ ପଲିସି । ଉଚ୍ଚଶିକ୍ଷା ପରିଷଦ, ବିଶ୍ୱବିଦ୍ୟାଳୟ କ୍ରୀଡ଼ା ବିଭାଗ ଓ ରାଜ୍ୟ ସରକାରଙ୍କ କ୍ରୀଡା ବିଭାଗ ମଧ୍ୟରେ ଏନେଇ ଆଲୋଚନା ଚାଲିଛି । ଉଚ୍ଚଶିକ୍ଷା ମନ୍ତ୍ରୀ ରୋହିତ ପୂଜାରୀ ଏହି ସୂଚନା ଦେଇଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯେପରି କ୍ରୀଡା କ୍ଷେତ୍ରରେ ବିଶ୍ୱରେ ଓଡିଶାକୁ ସ୍ୱତନ୍ତ୍ର ସ୍ଥାନ ଦେଲେଣି, ଏହାକୁ ନେଇ କ୍ରୀଡ଼ାବିତଙ୍କୁ ଅଧିକ ଉତ୍ସାହିତ କରି ଜାତୀୟ ଓ ଅନ୍ତର୍ଜାତୀୟ ଖେଳାଳି ପ୍ରସ୍ତୁତ କରିବାକୁ ପଡ଼ିବ ।

କଲେଜ ଓ ବିଶ୍ୱବିଦ୍ୟାଳୟ ହେଉଛି କ୍ରୀଡ଼ାବିତଙ୍କ ପାଇଁ ଅନ୍ତୁଡ଼ିଶାଳ । ଯେଉଁ ଛାତ୍ରଛାତ୍ରୀ ଭଲ ଖେଳୁଛନ୍ତି, ସେମାନଙ୍କ ନାମଲେଖା ପରି ସୁବିଧା କରାଯିବ। ଖେଳ ସମୟରେ ଯେପରି କ୍ଲାସ ଉପସ୍ଥାନ ସମସ୍ୟା ନରହିବ, ସେହି ଉଦେଶ୍ୟରେ ଏହି ପଲିସି ହେବ । ସେମାନେ କ୍ରୀଡାର ହାଇ ପରଫର୍ମାନ୍ସ ସେଣ୍ଟରରେ ଟ୍ରେନିଂ ପାଇଁ ପାରିବେ ।

ସେଥିପାଇଁ ଯେଉଁ ଜାତୀୟ ଓ ଅନ୍ତର୍ଜାତୀୟ ବିଶ୍ୱବିଦ୍ୟାଳୟ ଅଛି, ସେମାନଙ୍କ ପରି ଆମ ସ୍ପୋର୍ଟସ ପଲିସିରେ ସାମିଲ କରାଯିବ ବୋଲି ଉଚ୍ଚଶିକ୍ଷା ମନ୍ତ୍ରୀ ରୋହିତ ପୂଜାରୀ କହିଛନ୍ତି । ଏହା କୋର୍ସ ଆକାରରେ ରହିବ ନାହିଁ । ଭଲ ଖେଳୁଥିବା ଛାତ୍ରଛାତ୍ରୀ ଯେପରି ଅଧିକ ସମୟ ଖେଳକୁ ଦେଇ ପାରିବେ, ସେ ଦିଗରେ ନୀତି ହେବା ଦରକାର ବୋଲି ଉଚ୍ଚଶିକ୍ଷା ମନ୍ତ୍ରୀ ରୋହିତ ପୂଜାରୀ ପ୍ରକାଶ କରିଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର