ବିଜୁଳି ଦର ନ ବଢାଇବାକୁ ଓଇଆରସିଙ୍କୁ ଅନୁରୋଧ କଲା ଶକ୍ତି ବିଭାଗ

The Sakala Picture
Published On

ଭୁବନେଶ୍ବର : ଆଗାମୀ ଆର୍ଥିକ ବର୍ଷ ଅର୍ଥାତ ୨୦୨୨-୨୩ରେ ରାଜ୍ୟରେ ବିଜୁଳି ଦର ନ ବଢାଇବାକୁ ଓଡ଼ିଶା ବିଦ୍ୟୁତ୍ ନିୟାମକ ଆୟୋଗ (ଓଇଆରସି)ଙ୍କୁ ଅନୁରୋଧ କରିଛି ଓଡ଼ିଶା ଶକ୍ତି ବିଭାଗ। ଶନିବାର ଓଇଆରସି ପକ୍ଷରୁ ଗ୍ରିଡକୋର ବାର୍ଷିକ ରାଜସ୍ବ ଆବଶ୍ୟକତା (ଏଆରଆର) ସଂପର୍କରେ ଶୁଣାଣି ବେଳେ ଶକ୍ତି ବିଭାଗ ଏହି ଅନୁରୋଧ କରିଛି । ଚଳିତ ଆର୍ଥିକ ବର୍ଷରେ ବିତରଣ କମ୍ପାନିମାନେ ରାଜସ୍ବ ବଳକା ଥିବାରୁ ତାହାକୁ ବିଚାରକୁ ନେଇ ନୂଆ ଆର୍ଥିକ ବର୍ଷରେ ବିଜୁଳି ଦର […]

ଭୁବନେଶ୍ବର : ଆଗାମୀ ଆର୍ଥିକ ବର୍ଷ ଅର୍ଥାତ ୨୦୨୨-୨୩ରେ ରାଜ୍ୟରେ ବିଜୁଳି ଦର ନ ବଢାଇବାକୁ ଓଡ଼ିଶା ବିଦ୍ୟୁତ୍ ନିୟାମକ ଆୟୋଗ (ଓଇଆରସି)ଙ୍କୁ ଅନୁରୋଧ କରିଛି ଓଡ଼ିଶା ଶକ୍ତି ବିଭାଗ। ଶନିବାର ଓଇଆରସି ପକ୍ଷରୁ ଗ୍ରିଡକୋର ବାର୍ଷିକ ରାଜସ୍ବ ଆବଶ୍ୟକତା (ଏଆରଆର) ସଂପର୍କରେ ଶୁଣାଣି ବେଳେ ଶକ୍ତି ବିଭାଗ ଏହି ଅନୁରୋଧ କରିଛି । ଚଳିତ ଆର୍ଥିକ ବର୍ଷରେ ବିତରଣ କମ୍ପାନିମାନେ ରାଜସ୍ବ ବଳକା ଥିବାରୁ ତାହାକୁ ବିଚାରକୁ ନେଇ ନୂଆ ଆର୍ଥିକ ବର୍ଷରେ ବିଜୁଳି ଦର ନ ବଢାଇବାକୁ ବିଭାଗ ଅନୁରୋଧ କରିଛି ।

ଆହୁରି ପଢ଼ନ୍ତୁ: ଏପ୍ରିଲ ପହିଲାରୁ ଓଡ଼ିଶାରେ ଆରମ୍ଭ ହେବ SIR ପ୍ରକ୍ରିୟା, ୯୦% ମ୍ୟାପିଂ କରାସରିଛି କହିଲେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ

ଅନ୍ୟପକ୍ଷରେ ବିଦ୍ୟୁତର ବୈଷୟିକ ଓ ବ୍ୟବସାୟିକ କ୍ଷତି ହ୍ରାସ କରି ତାହାର ସୁଫଳ ଗ୍ରାହକଙ୍କୁ ଦେବାକୁ ବିତରଣ କମ୍ପାନି ବା ଡିସକମମାନଙ୍କୁ ନିର୍ଦ୍ଦେଶ ଦିଆଯାଉ ବୋଲି ବିଭାଗ ଦାବି ରଖିଛି । ଏହାଛଡ଼ା, ଅନ୍ତଃରାଜ୍ୟ ବିଦ୍ୟୁତ ପରିବହନ ଓ ହ୍ବିଲିଂ ଚାର୍ଜ ଉପରେ ଦିଆଯାଉଥିବା ୮୦ ପ୍ରତିଶତ ରିହାତିକୁ ବନ୍ଦ କରିବାକୁ ଶକ୍ତି ବିଭାଗ ଆୟୋଗଙ୍କ ନିକଟରେ ଦାବି କରିଛି ।

19 Feb 2022 By The Sakala

ବିଜୁଳି ଦର ନ ବଢାଇବାକୁ ଓଇଆରସିଙ୍କୁ ଅନୁରୋଧ କଲା ଶକ୍ତି ବିଭାଗ

ଭୁବନେଶ୍ବର : ଆଗାମୀ ଆର୍ଥିକ ବର୍ଷ ଅର୍ଥାତ ୨୦୨୨-୨୩ରେ ରାଜ୍ୟରେ ବିଜୁଳି ଦର ନ ବଢାଇବାକୁ ଓଡ଼ିଶା ବିଦ୍ୟୁତ୍ ନିୟାମକ ଆୟୋଗ (ଓଇଆରସି)ଙ୍କୁ ଅନୁରୋଧ କରିଛି ଓଡ଼ିଶା ଶକ୍ତି ବିଭାଗ। ଶନିବାର ଓଇଆରସି ପକ୍ଷରୁ ଗ୍ରିଡକୋର ବାର୍ଷିକ ରାଜସ୍ବ ଆବଶ୍ୟକତା (ଏଆରଆର) ସଂପର୍କରେ ଶୁଣାଣି ବେଳେ ଶକ୍ତି ବିଭାଗ ଏହି ଅନୁରୋଧ କରିଛି । ଚଳିତ ଆର୍ଥିକ ବର୍ଷରେ ବିତରଣ କମ୍ପାନିମାନେ ରାଜସ୍ବ ବଳକା ଥିବାରୁ ତାହାକୁ ବିଚାରକୁ ନେଇ ନୂଆ ଆର୍ଥିକ ବର୍ଷରେ ବିଜୁଳି ଦର ନ ବଢାଇବାକୁ ବିଭାଗ ଅନୁରୋଧ କରିଛି ।

ଅନ୍ୟପକ୍ଷରେ ବିଦ୍ୟୁତର ବୈଷୟିକ ଓ ବ୍ୟବସାୟିକ କ୍ଷତି ହ୍ରାସ କରି ତାହାର ସୁଫଳ ଗ୍ରାହକଙ୍କୁ ଦେବାକୁ ବିତରଣ କମ୍ପାନି ବା ଡିସକମମାନଙ୍କୁ ନିର୍ଦ୍ଦେଶ ଦିଆଯାଉ ବୋଲି ବିଭାଗ ଦାବି ରଖିଛି । ଏହାଛଡ଼ା, ଅନ୍ତଃରାଜ୍ୟ ବିଦ୍ୟୁତ ପରିବହନ ଓ ହ୍ବିଲିଂ ଚାର୍ଜ ଉପରେ ଦିଆଯାଉଥିବା ୮୦ ପ୍ରତିଶତ ରିହାତିକୁ ବନ୍ଦ କରିବାକୁ ଶକ୍ତି ବିଭାଗ ଆୟୋଗଙ୍କ ନିକଟରେ ଦାବି କରିଛି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର