ପୌର ନିର୍ବାଚନ: ଖଟି ମୁକ୍ତ ପାଇଁ କମିଶନରେଟ ପୁଲିସର ସ୍ପେସାଲ ଡ୍ରାଇଭ ଆରମ୍ଭ

The Sakala Picture
Published On

ଭୁବନେଶ୍ବର: ରାତି ସମୟରେ ଛକ ମାନଙ୍କରେ ଖଟି କରୁଥିବା ଯୁବକଙ୍କୁ ସାବାଡ କରିବା ପାଇଁ କମିଶନରେଟ ପୁଲିସ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଛି। ଭୁବନେଶ୍ୱରକୁ ଖଟି ମୁକ୍ତ କରିବା ପାଇ ସ୍ପେସାଲ ଡ୍ରାଇଭ ଆରମ୍ଭ କରିଛି କମିଶନରେଟ ପୁଲିସ। ଗଳି କନ୍ଦିରେ ପାଟ୍ରୋଲିଂକୁ ଜୋରଦାର କରିବା ସହ ଦାଗି ଅପରାଧୀଙ୍କୁ ଧରିବା ପାଇ ପ୍ରକ୍ରିୟା ଆରମ୍ଭ ହୋଇଛି। ବିଭିନ୍ନ ଅପରାଧରେ ଜଡିତ ଥିବା ଅପରାଧୀଙ୍କ ବିରୋଧରେ ଜାମିନ ବିହିନ ଗିରଫ ପରୱାନା ଜାରି କରିବା ସହ ସାମାନଙ୍କୁ […]

ଭୁବନେଶ୍ବର: ରାତି ସମୟରେ ଛକ ମାନଙ୍କରେ ଖଟି କରୁଥିବା ଯୁବକଙ୍କୁ ସାବାଡ କରିବା ପାଇଁ କମିଶନରେଟ ପୁଲିସ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଛି। ଭୁବନେଶ୍ୱରକୁ ଖଟି ମୁକ୍ତ କରିବା ପାଇ ସ୍ପେସାଲ ଡ୍ରାଇଭ ଆରମ୍ଭ କରିଛି କମିଶନରେଟ ପୁଲିସ। ଗଳି କନ୍ଦିରେ ପାଟ୍ରୋଲିଂକୁ ଜୋରଦାର କରିବା ସହ ଦାଗି ଅପରାଧୀଙ୍କୁ ଧରିବା ପାଇ ପ୍ରକ୍ରିୟା ଆରମ୍ଭ ହୋଇଛି। ବିଭିନ୍ନ ଅପରାଧରେ ଜଡିତ ଥିବା ଅପରାଧୀଙ୍କ ବିରୋଧରେ ଜାମିନ ବିହିନ ଗିରଫ ପରୱାନା ଜାରି କରିବା ସହ ସାମାନଙ୍କୁ ଧର ପଗଡ ଆରମ୍ଭ ହୋଇଛି ।

ଆହୁରି ପଢ଼ନ୍ତୁ: ଛାତ୍ରଛାତ୍ରୀଙ୍କ ପାଇଁ ବଡ଼ ଘୋଷଣା: ଦୁର୍ଘଟଣାରେ ମୃତ୍ୟୁ ବା ସ୍ଥାୟୀ ବିକଳାଙ୍ଗ ହେଲେ ମିଳିବ ୨ ଲକ୍ଷ ଟଙ୍କାର ସହାୟତା ରାଶି

ଯଦି କୌଣସି ଅପରାଧୀମାନେ ନିର୍ବାଚନରେ ନିଜକୁ ଲିପ୍ତ ରଖି ଅସାମାଜିକ କାର୍ଯ୍ଯକଳାପ ନେଇ କୌଣସି ଅଭିଯୋଗ ସମାନକୁ ଆସେ ,ତେବେ ସେମାନଙ୍କ ବିରୋଧରେ କଡା କାର୍ଯ୍ଯାନୁଷ୍ଠାନ ଗ୍ରହଣ କରାଯିବ । ଏଥିସହିତ ଜାମିନରେ ଥିବା ଅଭିଯୁକ୍ତମାନେ କୋର୍ଟ ନିୟମକୁ ଉଲ୍ଲଙ୍ଘନ କରୁଥାନ୍ତି ସେମାନଙ୍କୁ ମଧ୍ୟ ଗିରଫ କରାଯିବ। ଏନେଇ ଭୁବନେଶ୍ୱରର ପିଓପିଡି ଟିମ ସହ ଆଲୋଚନା କରିଛନ୍ତି ଆଡିସନାଲ ଡିସିପି।

ଆହୁରି ପଢ଼ନ୍ତୁ: ରମାଦେବୀ ବିଶ୍ୱବିଦ୍ୟାଳୟରେ ବ୍ୟାପକ ଲାଞ୍ଚ କାରବାର: ୧୦୦ ଟଙ୍କା ନ ଦେଲେ ମିଳୁନି ସିଏଲ୍‌‌ସି !

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର