ତିନି ରଥ ପାଇଁ ପୁରୀରେ ପହଞ୍ଚିଲା ରଥ ଦଉଡି

The Sakala Picture
Published On

ପୁରୀ: ମହାପ୍ରଭୁଙ୍କ ରଥଯାତ୍ରା ପାଇଁ ଶ୍ରୀକ୍ଷେତ୍ରରେ ରଥଖଳା ଚଳଚଞ୍ଚଳ ରହିଛି। ରଥଖଳାରେ ଜୋରସୋରରେ ଚାଲିଛି ନିର୍ମାଣ କାମ। ଏହାରି ଭିତରେ ଆଜି ପୁରୀରେ ତିନି ରଥ ପାଇଁ ଆବଶ୍ୟକ ଦଉଡ଼ି ପହଞ୍ଚିଛି । ରାଜ୍ୟ କତା ନିଗମରୁ ୨୦ଟି ଦଉଡ଼ି ଆସିଛି । ୩ ଟି ରଥର ୧୪ଟି ଦଉଡି ଓ ୬ଟି କର୍ଡନ ଦଉଡି ପୁରୀରେ ପହଞ୍ଚିଛି । ଆସନ୍ତାକାଲି ଶ୍ରୀକ୍ଷେତ୍ରରେ ଭଉଁରୀ ଯାତ୍ରା। ଏହାକୁ ଦୃଷ୍ଟିରେ ରଖି ରଥଖଳା ଓ ନରେନ୍ଦ୍ର ପୁଷ୍କରିଣୀ ଚାରିପଟରେ […]

ପୁରୀ: ମହାପ୍ରଭୁଙ୍କ ରଥଯାତ୍ରା ପାଇଁ ଶ୍ରୀକ୍ଷେତ୍ରରେ ରଥଖଳା ଚଳଚଞ୍ଚଳ ରହିଛି। ରଥଖଳାରେ ଜୋରସୋରରେ ଚାଲିଛି ନିର୍ମାଣ କାମ। ଏହାରି ଭିତରେ ଆଜି ପୁରୀରେ ତିନି ରଥ ପାଇଁ ଆବଶ୍ୟକ ଦଉଡ଼ି ପହଞ୍ଚିଛି । ରାଜ୍ୟ କତା ନିଗମରୁ ୨୦ଟି ଦଉଡ଼ି ଆସିଛି । ୩ ଟି ରଥର ୧୪ଟି ଦଉଡି ଓ ୬ଟି କର୍ଡନ ଦଉଡି ପୁରୀରେ ପହଞ୍ଚିଛି ।

ଆହୁରି ପଢ଼ନ୍ତୁ: ଆଜି ଶ୍ରୀମନ୍ଦିରରେ ରାହୁରେଖା ଲାଗି ହେବେ ମହାପ୍ରଭୁ, ସାଢେ଼ ୪ ଘଣ୍ଟା ବନ୍ଦ ରହିବ ସର୍ବସାଧାରଣ ଦର୍ଶନ

ଆସନ୍ତାକାଲି ଶ୍ରୀକ୍ଷେତ୍ରରେ ଭଉଁରୀ ଯାତ୍ରା। ଏହାକୁ ଦୃଷ୍ଟିରେ ରଖି ରଥଖଳା ଓ ନରେନ୍ଦ୍ର ପୁଷ୍କରିଣୀ ଚାରିପଟରେ ସୁରକ୍ଷା କଡ଼ାକଡ଼ି କରାଯାଇଛି । ଏଥିପାଇଁ ୫ ପ୍ଲାଟୁନ୍ ଫୋର୍ସ ମୁତୟନ ରହିବେ ବୋଲି ସୂଚନା ମିଳିଛି।

ଆହୁରି ପଢ଼ନ୍ତୁ: ମା' ସମଲେଶ୍ୱରୀଙ୍କ ନିକଟରେ ନବାନ୍ନ ଲାଗିବା ପାଇଁ ବାହାରିଲା ଲଗ୍ନ, ସେପ୍ଟମ୍ବର ୧୫ରେ ନୂଆଁଖାଇ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର