ବର୍ଷା ଜଳ ସଂରକ୍ଷଣ କ୍ଷେତ୍ରରେ ଓଡ଼ିଶା ନେଇଥିବା ପଦକ୍ଷେପକୁ କେନ୍ଦ୍ରର ପ୍ରଶାଂସା

The Sakala Picture
Published On

ଭୁବନେଶ୍ୱର: ପୁଣି ରାଜ୍ୟକୁ କେନ୍ଦ୍ରର ପ୍ରଶଂସା । ବର୍ଷା ଜଳ ସଂରକ୍ଷଣ କ୍ଷେତ୍ରରେ ଓଡ଼ିଶା ନେଇଥିବା ପଦକ୍ଷେପକୁ ପ୍ରଶାଂସା କରିଛି କେନ୍ଦ୍ର । ବର୍ଷା ଜଳ ସଂରକ୍ଷଣ ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ଆରମ୍ଭ ହୋଇଥିବା ମୁଖ୍ୟମନ୍ତ୍ରୀ କର୍ମ ତତ୍ପରତା ଯୋଜନା ଅଭିଯାନ (ମୁକ୍ତା)ର ଉପଲବ୍ଧିକୁ ପ୍ରଶଂସା କରିଛନ୍ତି କେନ୍ଦ୍ର ଜଳ ଶକ୍ତି ମନ୍ତ୍ରୀ ଗଜେନ୍ଦ୍ର ସିଂହ ଶେଖାବତ୍ । ଏ ନେଇ ଶ୍ରୀ ଶେଖାବତ୍ ଟ୍ୱିଟ୍ କରି ରାଜ୍ୟର ପ୍ରୟାସକୁ ପ୍ରଶଂସା କରିବା ସହ ଲେଖିଛନ୍ତି […]

ଭୁବନେଶ୍ୱର: ପୁଣି ରାଜ୍ୟକୁ କେନ୍ଦ୍ରର ପ୍ରଶଂସା । ବର୍ଷା ଜଳ ସଂରକ୍ଷଣ କ୍ଷେତ୍ରରେ ଓଡ଼ିଶା ନେଇଥିବା ପଦକ୍ଷେପକୁ ପ୍ରଶାଂସା କରିଛି କେନ୍ଦ୍ର । ବର୍ଷା ଜଳ ସଂରକ୍ଷଣ ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ଆରମ୍ଭ ହୋଇଥିବା ମୁଖ୍ୟମନ୍ତ୍ରୀ କର୍ମ ତତ୍ପରତା ଯୋଜନା ଅଭିଯାନ (ମୁକ୍ତା)ର ଉପଲବ୍ଧିକୁ ପ୍ରଶଂସା କରିଛନ୍ତି କେନ୍ଦ୍ର ଜଳ ଶକ୍ତି ମନ୍ତ୍ରୀ ଗଜେନ୍ଦ୍ର ସିଂହ ଶେଖାବତ୍ ।

ଆହୁରି ପଢ଼ନ୍ତୁ: 'ଏ ଡାଏରୀ ସେ ଡାଏରୀ ନୁହେଁ', ଡାକ୍ତରୀ ଛାତ୍ରୀ ଚନ୍ଦ୍ରିକାଙ୍କ ମୃତ୍ୟୁ ଘଟଣାରେ ସାମ୍ନାକୁ ଆସିଲା ଭଉଣୀଙ୍କ ବିସ୍ଫୋରକ ତଥ୍ୟ

ଏ ନେଇ ଶ୍ରୀ ଶେଖାବତ୍ ଟ୍ୱିଟ୍ କରି ରାଜ୍ୟର ପ୍ରୟାସକୁ ପ୍ରଶଂସା କରିବା ସହ ଲେଖିଛନ୍ତି , ରାଜ୍ୟ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ପୂର୍ବରୁ ଜଳ ସଂରକ୍ଷଣ ଏବଂ ଭୂତଳ ପରିମାଣ ବଢ଼ାଇବା ପାଇଁ ୧୧୪ଟି ପ୍ରକଳ୍ପ ନିର୍ମାଣ ପ୍ରଶଂସା ଯୋଗ୍ୟ ପଦକ୍ଷେପ । ଏହାକୁ କେବଳ ୭୫ ଦିନ ମଧ୍ୟ ନିର୍ମାଣ ହୋଇପାରିଛି।

ଆହୁରି ପଢ଼ନ୍ତୁ: ସବୁ ରାତିରେ ଜଳୁଛି ବିଦ୍ୟୁତ୍‌ ଖୁଣ୍ଟ, ଘର ଭିତରେ ପଡୁଛି ନିଆଁ ଝୁଲ; ଭୟରେ କଲୋନୀ ବାସିନ୍ଦା

ପ୍ରାୟ ୧୦ ହଜାରରୁ ଅଧିକ ବର୍ଷା ଜଳ ସଂରକ୍ଷଣ ନେଇ ଏହା ଉପଯୋଗୀ ହେବାକୁ ଥିବା ବେଳେ ୧୧୪ ସହରବାସୀ ଏହା ଦ୍ୱାର ଉପକୃତ ହେବେ । ଏହି ବର୍ଷା ଜଳ ସଂରକ୍ଷଣ ପ୍ରକଳ୍ପ ଗୁଡ଼ିକ ରାଜ୍ୟ ସରକାରଙ୍କ ‘ମୁକ୍ତା’ ଯୋଜନା ଅଧିନରେ ନିର୍ମାଣ କରାଯାଉଥିବା ବେଳେ ଏହା ଦ୍ୱାରା ରୋଜଗାର ମଧ୍ୟ ସୃଷ୍ଟି ହୋଇପାରିଛନ୍ତି ।

09 Jul 2021 By The Sakala

ବର୍ଷା ଜଳ ସଂରକ୍ଷଣ କ୍ଷେତ୍ରରେ ଓଡ଼ିଶା ନେଇଥିବା ପଦକ୍ଷେପକୁ କେନ୍ଦ୍ରର ପ୍ରଶାଂସା

ଭୁବନେଶ୍ୱର: ପୁଣି ରାଜ୍ୟକୁ କେନ୍ଦ୍ରର ପ୍ରଶଂସା । ବର୍ଷା ଜଳ ସଂରକ୍ଷଣ କ୍ଷେତ୍ରରେ ଓଡ଼ିଶା ନେଇଥିବା ପଦକ୍ଷେପକୁ ପ୍ରଶାଂସା କରିଛି କେନ୍ଦ୍ର । ବର୍ଷା ଜଳ ସଂରକ୍ଷଣ ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ଆରମ୍ଭ ହୋଇଥିବା ମୁଖ୍ୟମନ୍ତ୍ରୀ କର୍ମ ତତ୍ପରତା ଯୋଜନା ଅଭିଯାନ (ମୁକ୍ତା)ର ଉପଲବ୍ଧିକୁ ପ୍ରଶଂସା କରିଛନ୍ତି କେନ୍ଦ୍ର ଜଳ ଶକ୍ତି ମନ୍ତ୍ରୀ ଗଜେନ୍ଦ୍ର ସିଂହ ଶେଖାବତ୍ ।

ଏ ନେଇ ଶ୍ରୀ ଶେଖାବତ୍ ଟ୍ୱିଟ୍ କରି ରାଜ୍ୟର ପ୍ରୟାସକୁ ପ୍ରଶଂସା କରିବା ସହ ଲେଖିଛନ୍ତି , ରାଜ୍ୟ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ପୂର୍ବରୁ ଜଳ ସଂରକ୍ଷଣ ଏବଂ ଭୂତଳ ପରିମାଣ ବଢ଼ାଇବା ପାଇଁ ୧୧୪ଟି ପ୍ରକଳ୍ପ ନିର୍ମାଣ ପ୍ରଶଂସା ଯୋଗ୍ୟ ପଦକ୍ଷେପ । ଏହାକୁ କେବଳ ୭୫ ଦିନ ମଧ୍ୟ ନିର୍ମାଣ ହୋଇପାରିଛି।

ପ୍ରାୟ ୧୦ ହଜାରରୁ ଅଧିକ ବର୍ଷା ଜଳ ସଂରକ୍ଷଣ ନେଇ ଏହା ଉପଯୋଗୀ ହେବାକୁ ଥିବା ବେଳେ ୧୧୪ ସହରବାସୀ ଏହା ଦ୍ୱାର ଉପକୃତ ହେବେ । ଏହି ବର୍ଷା ଜଳ ସଂରକ୍ଷଣ ପ୍ରକଳ୍ପ ଗୁଡ଼ିକ ରାଜ୍ୟ ସରକାରଙ୍କ ‘ମୁକ୍ତା’ ଯୋଜନା ଅଧିନରେ ନିର୍ମାଣ କରାଯାଉଥିବା ବେଳେ ଏହା ଦ୍ୱାରା ରୋଜଗାର ମଧ୍ୟ ସୃଷ୍ଟି ହୋଇପାରିଛନ୍ତି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର