୫ଟି କାର୍ଯ୍ଯ ଦିବସ ପୂର୍ବରୁ ସରିଲା ବିଧାନସଭାର ବଜେଟ୍ ଅଧିବେଶନ

The Sakala Picture
Published On

ଭୁବନେଶ୍ବର: ଶେଷ ହେଲା ବିଧାନସଭା ଅଧିବେଶନ। ୫ଟି କାର୍ଯ୍ଯଦିବସ ପୂର୍ବରୁ ଶେଷ ହୋଇଛି ବିଧାନଶଭା ଅଧିବେସନ। ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ଯନ୍ତ ଗୃହକୁ ମୁଲତବୀ କରିଛନ୍ତି ବଚସ୍ପତି ସୂର୍ଯ୍ଯନାରୟଣ ପାତ୍ର। ଚଳିତ ଅଧିବେଶନ ପାଇଁ ୩୧ଟି କାର୍ଯ୍ଯ ଦିବସ ପାଇଁ ସ୍ଥିର ହୋଇଥିବା ବେଳେ ୨୬ଟି କାର୍ଯ୍ଯଦିବସ ହୋଇଛି। ସୂଚନା ଅନୁଯାୟୀ, ଆସନ୍ତା ୧୮ତାରିଖରୁ ରାଜ୍ୟ ବିଧାନସଭାର ବଜେଟ ଅଧିବେଶନ ଆରମ୍ଭ ହୋଇଥିଲା। ଏହା ୨ଟି ପର୍ଯ୍ଯାୟରେ ମୋଟ ୩୧ଦିନ ପାଇଁ ବସିବ ବୋଲି ସ୍ଥିର ହୋଇଥିଲା। ଫେବୃୟାରୀ […]

ଭୁବନେଶ୍ବର: ଶେଷ ହେଲା ବିଧାନସଭା ଅଧିବେଶନ। ୫ଟି କାର୍ଯ୍ଯଦିବସ ପୂର୍ବରୁ ଶେଷ ହୋଇଛି ବିଧାନଶଭା ଅଧିବେସନ। ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ଯନ୍ତ ଗୃହକୁ ମୁଲତବୀ କରିଛନ୍ତି ବଚସ୍ପତି ସୂର୍ଯ୍ଯନାରୟଣ ପାତ୍ର। ଚଳିତ ଅଧିବେଶନ ପାଇଁ ୩୧ଟି କାର୍ଯ୍ଯ ଦିବସ ପାଇଁ ସ୍ଥିର ହୋଇଥିବା ବେଳେ ୨୬ଟି କାର୍ଯ୍ଯଦିବସ ହୋଇଛି।

ଆହୁରି ପଢ଼ନ୍ତୁ: ବରମୁଣ୍ଡା ବସ ଟର୍ମିନାଲରେ ଅପହରଣ ଉଦ୍ୟମ ପଣ୍ଡ: ଏନଜିଓ କର୍ମୀଙ୍କ କବଳରୁ ଉଦ୍ଧାର ହେଲେ ନାବାଳିକାଙ୍କ ସମେତ ୩ ମହିଳା

ସୂଚନା ଅନୁଯାୟୀ, ଆସନ୍ତା ୧୮ତାରିଖରୁ ରାଜ୍ୟ ବିଧାନସଭାର ବଜେଟ ଅଧିବେଶନ ଆରମ୍ଭ ହୋଇଥିଲା। ଏହା ୨ଟି ପର୍ଯ୍ଯାୟରେ ମୋଟ ୩୧ଦିନ ପାଇଁ ବସିବ ବୋଲି ସ୍ଥିର ହୋଇଥିଲା। ଫେବୃୟାରୀ ୧୮ରୁ ୨୭ତାରିଖ ପର୍ଯ୍ଯନ୍ତ ପ୍ରଥମ ପର୍ଯ୍ଯାୟ ଅଧିବେଶନ ହୋଇଥିବା ବେଳେ ମାର୍ଚ୍ଚ ୧୨ରୁ ଏପ୍ରିଲ ୯ତାରିଖ ପର୍ଯ୍ଯନ୍ତ ଦ୍ୱିତୀୟ ପର୍ଯ୍ଯାୟ ଅଧିବେଶନ ଚାଲିଥାନ୍ତା। ହେଲେ ଆଜି ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ଯନ୍ତ ଗୃହକୁ ମୁଲତବୀ କରିଛନ୍ତି ବାଚସ୍ପତି।

ଆହୁରି ପଢ଼ନ୍ତୁ: ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ମୟୂରଭଞ୍ଜ ଗସ୍ତ ସମୟରେ ସମସ୍ତ କାର୍ଯ୍ୟକ୍ରମ ସ୍ଥଳକୁ 'ନୋ ଡ୍ରୋନ୍ ଜୋନ୍' ଘୋଷଣା

03 Apr 2021 By The Sakala

୫ଟି କାର୍ଯ୍ଯ ଦିବସ ପୂର୍ବରୁ ସରିଲା ବିଧାନସଭାର ବଜେଟ୍ ଅଧିବେଶନ

ଭୁବନେଶ୍ବର: ଶେଷ ହେଲା ବିଧାନସଭା ଅଧିବେଶନ। ୫ଟି କାର୍ଯ୍ଯଦିବସ ପୂର୍ବରୁ ଶେଷ ହୋଇଛି ବିଧାନଶଭା ଅଧିବେସନ। ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ଯନ୍ତ ଗୃହକୁ ମୁଲତବୀ କରିଛନ୍ତି ବଚସ୍ପତି ସୂର୍ଯ୍ଯନାରୟଣ ପାତ୍ର। ଚଳିତ ଅଧିବେଶନ ପାଇଁ ୩୧ଟି କାର୍ଯ୍ଯ ଦିବସ ପାଇଁ ସ୍ଥିର ହୋଇଥିବା ବେଳେ ୨୬ଟି କାର୍ଯ୍ଯଦିବସ ହୋଇଛି।

ସୂଚନା ଅନୁଯାୟୀ, ଆସନ୍ତା ୧୮ତାରିଖରୁ ରାଜ୍ୟ ବିଧାନସଭାର ବଜେଟ ଅଧିବେଶନ ଆରମ୍ଭ ହୋଇଥିଲା। ଏହା ୨ଟି ପର୍ଯ୍ଯାୟରେ ମୋଟ ୩୧ଦିନ ପାଇଁ ବସିବ ବୋଲି ସ୍ଥିର ହୋଇଥିଲା। ଫେବୃୟାରୀ ୧୮ରୁ ୨୭ତାରିଖ ପର୍ଯ୍ଯନ୍ତ ପ୍ରଥମ ପର୍ଯ୍ଯାୟ ଅଧିବେଶନ ହୋଇଥିବା ବେଳେ ମାର୍ଚ୍ଚ ୧୨ରୁ ଏପ୍ରିଲ ୯ତାରିଖ ପର୍ଯ୍ଯନ୍ତ ଦ୍ୱିତୀୟ ପର୍ଯ୍ଯାୟ ଅଧିବେଶନ ଚାଲିଥାନ୍ତା। ହେଲେ ଆଜି ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ଯନ୍ତ ଗୃହକୁ ମୁଲତବୀ କରିଛନ୍ତି ବାଚସ୍ପତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର