୪୦ ଡିଗ୍ରୀ ଉପରେ ରାଜ୍ୟର ୩୦ଟି ସହରର ତାପମାତ୍ରା, ୪୪.୫ ଡିଗ୍ରୀ ସହ ବଲାଙ୍ଗୀର ଓ ବରଗଡ଼ ସବୁଠୁ ଉତ୍ତପ୍ତ

The Sakala Picture
Published On

ଭୁବନେଶ୍ୱର: ଅସହ୍ୟ ଗ୍ରୀଷ୍ମ ପ୍ରବାହରେ ଜଳୁଛି ସାରା ରାଜ୍ୟ । ଡହଡହ ଖରାରେ ସନ୍ତୁଳି ହେଉଛି ସାରା ଓଡ଼ିଶା।  ଆଜି ରାଜ୍ୟର ୩୦ଟି ସ୍ଥାନରେ ପାରଦ ୪୦ ଡିଗ୍ରୀ ସେଲସିୟସ ଉପରେ ରହିଛି। ବଲାଙ୍ଗୀର ଓ ବରଗଡ ରାଜ୍ୟର ସବୁଠୁ ଉତ୍ତପ୍ତ ସହର ହୋଇଛନ୍ତି। ଉଭୟ ସହରର ତାପମାତ୍ରା ୪୪ ଦଶମିକ ୫ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି। ଝାରସୁଗୁଡ଼ାରେ ତାପମାତ୍ରା ୪୪ .୪  ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି। ସେହିପରି, ସୁବର୍ଣ୍ଣପୁର-  ୪୪.୩ ଡିଗ୍ରୀ, ସମ୍ବଲପରୁ- […]

ଭୁବନେଶ୍ୱର: ଅସହ୍ୟ ଗ୍ରୀଷ୍ମ ପ୍ରବାହରେ ଜଳୁଛି ସାରା ରାଜ୍ୟ । ଡହଡହ ଖରାରେ ସନ୍ତୁଳି ହେଉଛି ସାରା ଓଡ଼ିଶା।  ଆଜି ରାଜ୍ୟର ୩୦ଟି ସ୍ଥାନରେ ପାରଦ ୪୦ ଡିଗ୍ରୀ ସେଲସିୟସ ଉପରେ ରହିଛି। ବଲାଙ୍ଗୀର ଓ ବରଗଡ ରାଜ୍ୟର ସବୁଠୁ ଉତ୍ତପ୍ତ ସହର ହୋଇଛନ୍ତି। ଉଭୟ ସହରର ତାପମାତ୍ରା ୪୪ ଦଶମିକ ୫ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି। ଝାରସୁଗୁଡ଼ାରେ ତାପମାତ୍ରା ୪୪ .୪  ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି।

ଆହୁରି ପଢ଼ନ୍ତୁ: ରାସ୍ତା କଡ ବୁଦା ଭିତରୁ ଯୁବତୀଙ୍କ ସନ୍ଦେହଜନକ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ

ସେହିପରି, ସୁବର୍ଣ୍ଣପୁର-  ୪୪.୩ ଡିଗ୍ରୀ, ସମ୍ବଲପରୁ- ୪୩.୬ ଡିଗ୍ରୀ, ବୌଦ୍ଧ- ୪୩. ୫ ଡିଗ୍ରୀ , ହୀରାକୁଦ- ୪୩. ୧ ଡିଗ୍ରୀ, ସୁନ୍ଦରଗଡ଼- ୪୩ ଡିଗ୍ରୀ, ଭବାନୀପଟଣା- ୪୩ ଡିଗ୍ରୀ, ଟିଟିଲାଗଡ଼- ୪୩ ଡିଗ୍ରୀ, ଅନୁଗୁଳ- ୪୨.୯ ଡିଗ୍ରୀ, ଦେବଗଡ଼- ୪୨.୮ ଡିଗ୍ରୀ, ଭୁବନେଶ୍ବର- ୪୨.୬ ଡିଗ୍ରୀ, ରାଉରକେଲା- ୪୨.୫ ଡିଗ୍ରୀ, ବ୍ରହ୍ମପୁର- ୪୨.୫ ଡିଗ୍ରୀ, ପାରଳାଖେମୁଣ୍ଡୀ- ୪୨ ଡିଗ୍ରୀ, ଢେଙ୍କାନାଳ- ୪୧.୮ ଡିଗ୍ରୀ, ବାରିପଦା- ୪୧.୬ ଡିଗ୍ରୀ, କଟକ- ୪୧.୬ ଡିଗ୍ରୀ, ନୟାଗଡ଼- ୪୧.୫ ଡିଗ୍ରୀ, ତାଳଚେର- ୪୧.୪ ଡିଗ୍ରୀ, ନୂଆପଡ଼ା- ୪୧.୪ ଡିଗ୍ରୀ, କେନ୍ଦୁଝର- ୪୧ ଡିଗ୍ରୀ, କେନ୍ଦ୍ରାପଡ଼ା- ୪୧ ଡିଗ୍ରୀ, ଫୁଲବାଣୀ- ୪୧ ଡିଗ୍ରୀ, ନବରଙ୍ଗପୁର- ୪୦.୫ ଡିଗ୍ରୀ, ମାଲକାନାଗିରି- ୪୦.୫ ଡିଗ୍ରୀ, ଯାଜପୁର, ଛତ୍ରପୁର ଓ ଚାନ୍ଦବାଲୀରେ ତାପମମାତ୍ରା ୪୦ ଡିଗ୍ରୀ ସେଲସିୟସ ରେକର୍ଡ  କରାଯାଇଛି।

ଆହୁରି ପଢ଼ନ୍ତୁ: ଭିଜିଲାନ୍ସ ଜାଲରେ ଛତା ଜଳସମ୍ପଦ ବିଭାଗ ସହକାରୀ ଯନ୍ତ୍ରୀ, ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ୭ଟି ସ୍ଥାନରେ ଚଢ଼ାଉ

11 Jun 2023 By The Sakala

୪୦ ଡିଗ୍ରୀ ଉପରେ ରାଜ୍ୟର ୩୦ଟି ସହରର ତାପମାତ୍ରା, ୪୪.୫ ଡିଗ୍ରୀ ସହ ବଲାଙ୍ଗୀର ଓ ବରଗଡ଼ ସବୁଠୁ ଉତ୍ତପ୍ତ

ଭୁବନେଶ୍ୱର: ଅସହ୍ୟ ଗ୍ରୀଷ୍ମ ପ୍ରବାହରେ ଜଳୁଛି ସାରା ରାଜ୍ୟ । ଡହଡହ ଖରାରେ ସନ୍ତୁଳି ହେଉଛି ସାରା ଓଡ଼ିଶା।  ଆଜି ରାଜ୍ୟର ୩୦ଟି ସ୍ଥାନରେ ପାରଦ ୪୦ ଡିଗ୍ରୀ ସେଲସିୟସ ଉପରେ ରହିଛି। ବଲାଙ୍ଗୀର ଓ ବରଗଡ ରାଜ୍ୟର ସବୁଠୁ ଉତ୍ତପ୍ତ ସହର ହୋଇଛନ୍ତି। ଉଭୟ ସହରର ତାପମାତ୍ରା ୪୪ ଦଶମିକ ୫ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି। ଝାରସୁଗୁଡ଼ାରେ ତାପମାତ୍ରା ୪୪ .୪  ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି।

ସେହିପରି, ସୁବର୍ଣ୍ଣପୁର-  ୪୪.୩ ଡିଗ୍ରୀ, ସମ୍ବଲପରୁ- ୪୩.୬ ଡିଗ୍ରୀ, ବୌଦ୍ଧ- ୪୩. ୫ ଡିଗ୍ରୀ , ହୀରାକୁଦ- ୪୩. ୧ ଡିଗ୍ରୀ, ସୁନ୍ଦରଗଡ଼- ୪୩ ଡିଗ୍ରୀ, ଭବାନୀପଟଣା- ୪୩ ଡିଗ୍ରୀ, ଟିଟିଲାଗଡ଼- ୪୩ ଡିଗ୍ରୀ, ଅନୁଗୁଳ- ୪୨.୯ ଡିଗ୍ରୀ, ଦେବଗଡ଼- ୪୨.୮ ଡିଗ୍ରୀ, ଭୁବନେଶ୍ବର- ୪୨.୬ ଡିଗ୍ରୀ, ରାଉରକେଲା- ୪୨.୫ ଡିଗ୍ରୀ, ବ୍ରହ୍ମପୁର- ୪୨.୫ ଡିଗ୍ରୀ, ପାରଳାଖେମୁଣ୍ଡୀ- ୪୨ ଡିଗ୍ରୀ, ଢେଙ୍କାନାଳ- ୪୧.୮ ଡିଗ୍ରୀ, ବାରିପଦା- ୪୧.୬ ଡିଗ୍ରୀ, କଟକ- ୪୧.୬ ଡିଗ୍ରୀ, ନୟାଗଡ଼- ୪୧.୫ ଡିଗ୍ରୀ, ତାଳଚେର- ୪୧.୪ ଡିଗ୍ରୀ, ନୂଆପଡ଼ା- ୪୧.୪ ଡିଗ୍ରୀ, କେନ୍ଦୁଝର- ୪୧ ଡିଗ୍ରୀ, କେନ୍ଦ୍ରାପଡ଼ା- ୪୧ ଡିଗ୍ରୀ, ଫୁଲବାଣୀ- ୪୧ ଡିଗ୍ରୀ, ନବରଙ୍ଗପୁର- ୪୦.୫ ଡିଗ୍ରୀ, ମାଲକାନାଗିରି- ୪୦.୫ ଡିଗ୍ରୀ, ଯାଜପୁର, ଛତ୍ରପୁର ଓ ଚାନ୍ଦବାଲୀରେ ତାପମମାତ୍ରା ୪୦ ଡିଗ୍ରୀ ସେଲସିୟସ ରେକର୍ଡ  କରାଯାଇଛି।

https://www.thesakala.in/latest-odisha-news/temperatures-in-30-cities-of-the-state-above-40-degrees/article-22502
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର