ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସାକ୍ଷାତ କଲେ ଟାଟା ସନ୍ସର ଚେୟାରମ୍ୟାନ ଏନ୍.ଚନ୍ଦ୍ରଶେଖରନ୍

The Sakala Picture
Published On

ଭୁବନେଶ୍ବର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସାକ୍ଷାତ କଲେ ଟାଟା ସନ୍ସର ଚେୟାରମ୍ୟାନ ଏନ୍.ଚନ୍ଦ୍ରଶେଖରନ୍ । ରାଜ୍ୟରେ ଟାଟାର ବିଭିନ୍ନ ପ୍ରକଳ୍ପର କଳେବର ବୃଦ୍ଧି ସଂକ୍ରାନ୍ତରେ ଚନ୍ଦ୍ରଶେଖରନଙ୍କୁ ପରାମର୍ଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ଏଥି ସହିତ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ଟାଟା ସନ୍ସର ଚେୟାରମ୍ୟାନ ଏନ୍.ଚନ୍ଦ୍ରଶେଖରନ୍ ଓଡିଶାର ଟାଟା ସନ୍ସର ବିଭିନ୍ନ ପ୍ରକଳ୍ପ ଉପରେ ଆଲୋଚନା କରିଥିଲେ । ନବୀନ ନିବାସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଲେ ଟାଟା ସନ୍ସ ଅଧ୍ୟକ୍ଷ ଏନ. ଚନ୍ଦ୍ରଶେଖରନ, ୧୫ ହଜାର […]

ଭୁବନେଶ୍ବର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସାକ୍ଷାତ କଲେ ଟାଟା ସନ୍ସର ଚେୟାରମ୍ୟାନ ଏନ୍.ଚନ୍ଦ୍ରଶେଖରନ୍ । ରାଜ୍ୟରେ ଟାଟାର ବିଭିନ୍ନ ପ୍ରକଳ୍ପର କଳେବର ବୃଦ୍ଧି ସଂକ୍ରାନ୍ତରେ ଚନ୍ଦ୍ରଶେଖରନଙ୍କୁ ପରାମର୍ଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ଏଥି ସହିତ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ଟାଟା ସନ୍ସର ଚେୟାରମ୍ୟାନ ଏନ୍.ଚନ୍ଦ୍ରଶେଖରନ୍ ଓଡିଶାର ଟାଟା ସନ୍ସର ବିଭିନ୍ନ ପ୍ରକଳ୍ପ ଉପରେ ଆଲୋଚନା କରିଥିଲେ ।

ଆହୁରି ପଢ଼ନ୍ତୁ: ରାଜ୍ୟସଭା ନିର୍ବାଚନରେ କ୍ରସ ଭୋଟିଙ୍ଗ କରିଥିବା ବିଧାୟକଙ୍କ ସଭ୍ୟପଦ ରଦ୍ଦ ହେଉ: ପ୍ରସନ୍ନ ଆଚାର୍ଯ୍ୟ

ଟାଟା ଷ୍ଟିଲ ସମେତ ଅନ୍ୟାନ୍ୟ ପ୍ରକଳ୍ପଗୁଡିକର ବିସ୍ତାର ସମ୍ପର୍କରେ ଆଲୋଚନା ହେବା ସହ ଭୁବନେଶ୍ବରସ୍ଥିତ ଟିସିଏସର ସାମର୍ଥ୍ୟ ୧୫ ହଜାରକୁ ବୃଦ୍ଧି ଲାଗି ଆଲୋଚନା ହୋଇଥିବା ଜଣାଯାଇଛି । ନବୀନ ନିବାସରେ ଏହି ସାକ୍ଷାତକାର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ସାକ୍ଷାତକାର ବେଳେ ଫାଇଭ-ଟି ସଚିବ ଭି.କେ ପାଣ୍ଡିଆନ୍ ଓ ଟାଟା ଷ୍ଟିଲ୍ ଏମଡି ଟିଭି ନରେନ୍ଦ୍ରନ ଉପସ୍ଥିତ ରହିଥିଲେ ।

13 Oct 2022 By The Sakala

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସାକ୍ଷାତ କଲେ ଟାଟା ସନ୍ସର ଚେୟାରମ୍ୟାନ ଏନ୍.ଚନ୍ଦ୍ରଶେଖରନ୍

ଭୁବନେଶ୍ବର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସାକ୍ଷାତ କଲେ ଟାଟା ସନ୍ସର ଚେୟାରମ୍ୟାନ ଏନ୍.ଚନ୍ଦ୍ରଶେଖରନ୍ । ରାଜ୍ୟରେ ଟାଟାର ବିଭିନ୍ନ ପ୍ରକଳ୍ପର କଳେବର ବୃଦ୍ଧି ସଂକ୍ରାନ୍ତରେ ଚନ୍ଦ୍ରଶେଖରନଙ୍କୁ ପରାମର୍ଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ଏଥି ସହିତ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ଟାଟା ସନ୍ସର ଚେୟାରମ୍ୟାନ ଏନ୍.ଚନ୍ଦ୍ରଶେଖରନ୍ ଓଡିଶାର ଟାଟା ସନ୍ସର ବିଭିନ୍ନ ପ୍ରକଳ୍ପ ଉପରେ ଆଲୋଚନା କରିଥିଲେ ।

ଟାଟା ଷ୍ଟିଲ ସମେତ ଅନ୍ୟାନ୍ୟ ପ୍ରକଳ୍ପଗୁଡିକର ବିସ୍ତାର ସମ୍ପର୍କରେ ଆଲୋଚନା ହେବା ସହ ଭୁବନେଶ୍ବରସ୍ଥିତ ଟିସିଏସର ସାମର୍ଥ୍ୟ ୧୫ ହଜାରକୁ ବୃଦ୍ଧି ଲାଗି ଆଲୋଚନା ହୋଇଥିବା ଜଣାଯାଇଛି । ନବୀନ ନିବାସରେ ଏହି ସାକ୍ଷାତକାର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ସାକ୍ଷାତକାର ବେଳେ ଫାଇଭ-ଟି ସଚିବ ଭି.କେ ପାଣ୍ଡିଆନ୍ ଓ ଟାଟା ଷ୍ଟିଲ୍ ଏମଡି ଟିଭି ନରେନ୍ଦ୍ରନ ଉପସ୍ଥିତ ରହିଥିଲେ ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର